CHARIDHAM
Browsing Category

ଖବର

ଶିକ୍ଷକ ନିଯୁକ୍ତି ଅନିୟମିତତା ଅଭିଯୋଗରେ ସ୍ପଷ୍ଟିକରଣ ରଖିଲେ ଓସେପା ନିର୍ଦ୍ଦେଶକ

ଓଡ଼ିଶା ଭାସ୍କର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକାରଣର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥିମାନଙ୍କ ଆଡମିଟ କାର୍ଡକୁ ନେଇ ଏବେ ଚର୍ଚ୍ଚା ହେଉଛି । କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ଜଣେ…

BREAKING: ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଗାଡ଼ିକୁ ପଥର ମାଡ଼

ଝାରସୁଗୁଡ଼ା: (ଓଡ଼ିଶା ଭାସ୍କର) ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଗାଡ଼ିକୁ ପଥର ମାଡ଼ ହୋଇଛି । ସୂଚନା ଅନୁଯାୟୀ, ଘର ସାମ୍ନାରେ ରହିଥିବା ଗାଡ଼ିକୁ ପଥର ଫିଙ୍ଗି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଏନେଇ ଥାନାରେ…

ଫେବ୍ରୁଆରୀ ୫ରୁ ବିଧାନସଭା କାମଚଳା ବଜେଟ ଅଧିବେଶନ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଫେବ୍ରୁଆରୀ ୫ ରୁ ବିଧାନସଭା କାମଚଳା ବଜେଟ ଅଧିବେଶନ । ଫେବ୍ରୁଆରୀ ୫ ରୁ ୧୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଆଗକୁ ନିର୍ବାଚନ ଥିବାରୁ ଏହି…

ଫିଲ୍ମ ‘ଅନ୍ନପୂର୍ଣ୍ଣି’ ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ନୟନତାରା

ଭୁବନେଶ୍ଵର: ଫିଲ୍ମ ଅନ୍ନପୂର୍ଣ୍ଣିକୁ ନେଇ ବିବାଦ ଏବଂ ଏହାକୁ ନେଟଫ୍ଲିକ୍ସରୁ ହଟାଇବା ପରେ ଫିଲ୍ମର ଅଭିନେତ୍ରୀ ନୟନତାରା ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏବଂ ଫିଲ୍ମକୁ ନେଇ ଲୋକଙ୍କ ଆପତ୍ତି ଉଠାଇଛନ୍ତି ।…

SCBରେ ପ୍ରଥମ ହାପ୍‌ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ

କଟକ: SCBରେ ପ୍ରଥମ ହାପ୍‌ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ଶୁଭ୍ରାଂଶୁ ସାହୁ ନାମକ ରୋଗୀଙ୍କ ମୃତ୍ୟୁ ସୂଚନା । ୯ରେ SCBରେ ହାପ୍‌ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ।…

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ; ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ସ୍ବାଗତ

ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ପହଞ୍ଚିଲା ୧୨ଟି ବସ୍ । ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ସ୍ବାଗତ । ଏହି ସୁପର ପ୍ରିମିୟର ବସର କିମି ପିଛା…

ମଣିପୁର ହିଂସା: ୫ ସାଧାରଣ ନାଗରିକ, ୩ ସୁରକ୍ଷାକର୍ମୀ ମୃତ

ଇମ୍ଫାଲ: ମଣିପୁରରେ ପୁଣି ହିଂସାର ନୂଆ ଲହର ଆରମ୍ଭ ହୋଇଛି । ଗୁରୁବାର ଓ ବୁଧବାର ମଧ୍ୟରାତ୍ରିରେ ହୋଇଥିବା ଏହି ହିଂସାକାଣ୍ଡରେ ୫ ଜଣ ସାଧାରଣ ନାଗରିକ ଏବଂ ୩ ଜଣ ସେନା ଯବାନ ସହିଦ ହୋଇଥିଲେ। ବୁଧବାର ସକାଳେ…

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୧ସଂଯୋଜକଙ୍କୁ ନିଯୁକ୍ତି ଦେଲା କଂଗ୍ରେସ

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଛି କଂଗ୍ରେସ । ନିଯୁକ୍ତି ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା…

(Video) ‘ରାମ ଆଏଙ୍ଗେ ତୋ ଅଙ୍ଗନା ସଜାଉଙ୍ଗି’, ଜର୍ମାନ ସିଙ୍ଗର ଗାଇଲେ ଭଜନ, ଗୀତ ଶୁଣି ଫ୍ୟାନ ହେଲେ ଲୋକେ

ନୂଆଦିଲ୍ଲୀ: ରାମ ମନ୍ଦିରର ଉଦଘାଟନ ଏବଂ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁଆରୀରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏନେଇ ଅଯୋଧ୍ୟାରେ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମ ବିଷୟରେ ଉତ୍ସାହ କେବଳ…

ଭଞ୍ଜନଗର: ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭଞ୍ଜନଗର: (ଓଡ଼ିଶା ଭାସ୍କର) ସୋରଡ଼ା ଥାନା କେଶରୀପାଟଣା ନିକଟରେ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ୨ ବାଇକ୍‌ ଧକ୍କାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।…