
Browsing Category
ଖବର
ରିଲିଜ ହେଲା କିଙ୍ଗ ଖାନଙ୍କ ଫିଲ୍ମ ପଠାନ; ଦେଶର ୫୨୦୦ ବକ୍ସ ଅଫିସରେ ଜଲୱା ଦେଖାଇବ ଦୀପିକା ଏବଂ ଶାହାରୁଖଙ୍କ ଯୋଡି
ମୁମ୍ବାଇ: ବହୁ ପ୍ରତିକ୍ଷାର ଅନ୍ତ ପରେ ଆଜି ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମ ‘ପଠାନ୍’ ମୁକ୍ତି ଲାଭ କିରିଛି । ଯାହାକୁ ଦେଖିବା ଆଜି ଦେଖିବା ପାଇଁ ସିନେମାଘରେ ହଜାର ହଜାର ଦର୍ଶକଙ୍କ ଭିଡ ଜମିଛି । ତେବେ ଦୀପିକା…
କ୍ରୁଡରେ ହ୍ରାସ ଯୋଗୁଁ ଅନେକ ସହରରେ ବଦଳିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଆପଣଙ୍କ ସହରର ନୂତନ ରେଟ୍
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟରେ ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଅତୀତରେ ବ୍ୟାରେଲ ପିଛା ୧୦୦ ଡଲାର ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳ ବର୍ତ୍ତମାନ ୮୦ ଡଲାର ପାଖାପାଖି ରହିଛି ।…
ଦୋକାନ ଉପରେ ଆଖିବୁଜା ଗୁଳିମାଡ: ୩ ମୃତ, ୨୧ ଜଣ ଆହତ
ନୂଆଦିଲ୍ଲୀ:ଆମେରିକାରେ ଗୁଳିକାଣ୍ଡ ଥମିବାର ନାଁ ନେଉନାହିଁ । ଗତ କିଛି ଦିନ ହେବ ଲଗାତାର ଭାବବରେ ଆମେରିକାର ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହେଉଛି । ଫଳରେ କିଛି ଲୋକଙ୍କ ଜୀବନ ଯାଉଥିବାବେଳେ ଅନେକ ଲୋକ ଗୁରୁତର ଆହତ…
ବାଲାକୋଟ ଷ୍ଟ୍ରାଇକ ପରେ ଭାରତ ଉପରେ ନ୍ୟୁକ୍ଲିୟର ଆଟାକ କରିଥାନ୍ତା ପାକିସ୍ତାନ: ଆମେରିକା ପୂର୍ବତନ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ପାକିସ୍ତାନକୁ ନେଇ ଏକ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ ସେ ୨୦୧୯ରେ ଭାରତ ଦ୍ୱାରା କରାଯାଇଥିବା ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ ପରେ…
(Video)ଟ୍ରେନରେ ମଞ୍ଜୁଲିକା! ଭୂତ ସ୍ୱର ଶୁଣିବା ପରେ ଭୟରେ କମ୍ପିଲେ ଲୋକ, ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ
ନୂଆଦିଲ୍ଲୀ: ଆପଣ ନିଶ୍ଚୟ ବିଦ୍ୟା ବାଲନଙ୍କ ଫିଲ୍ମ ଭୁଲ ଭୁଲେୟାକୁ ମନେ ରଖିଥିବେ। ଏହି ଚଳଚ୍ଚିତ୍ରର ମଞ୍ଜୁଲିକା ଚରିତ୍ରକୁ ଏତେ ବର୍ଷ ପରେ ମଧ୍ୟ ଲୋକମାନେ ମନେ ରଖିଛନ୍ତି। ଆଉ କେହି ଜଣେ ଯଦି ସେହି ରୂପରେ ଆପଣଙ୍କ…
BIG BREAKING: କନେଷ୍ଟବଳ ନିଯୁକ୍ତିରେ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ
କଟକ: କନେଷ୍ଟବଳ ନିଯୁକ୍ତିକୁ ନେଇ ବର୍ତ୍ତମାନ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଫଳରେ ଆବେଦନକାରୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ତେବେ ୨୦୨୨ ଡିସେମ୍ବର ୩୦ରେ ପ୍ରକାଶ ପାଇଥିବା ବିଜ୍ଞାପନକୁ…
ଖଣ୍ଡାରେ କେକ୍ କାଟିଲେ ଦୁଷ୍କର୍ମ ଅଭିଯୁକ୍ତ ରାମ ରହୀମ୍; ଭାଇରାଲ ହେଉଛି ଭିଡ଼ିଓ
ନୂଆଦିଲ୍ଲୀ- ପୁଣି ଚର୍ଚ୍ଚାରେ ଡ଼େରା ସଚ୍ଚା ମୁଖ୍ୟ ଗୁରୁମିତ ରାମ ରହୀମ୍ । ବର୍ତ୍ତମାନ ସେ ଜେଲରୁ ପାରୋଲ ଆସିଥିବା ବେଳେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଏକ ଉତ୍ସବରେ ସେ ଖଣ୍ଡାରେ…
ଏହି ସ୍କୁଲରେ ପାଠ ପଢ଼ୁଛନ୍ତି ଯାଆଁଳା ପିଲା; ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ସମାନ ମୁହଁ,ସମାନ ଆଖି,ସମାନ ଚେହେରା । ଜଣେ ଆର ଜଣଙ୍କ ଭଳି ଅବିକଳ । ପ୍ରାୟ ଯାଆଁଳା ଭାଇ ଭଉଣୀଙ୍କ ମୁହଁ ପରସ୍ପର ସହିତ ମିଶିଯାଇଥାଏ । କଥାରେ ଅଛି ଦୁନିଆରେ ସମାନ ଚେହେରା ଥିବା ଲୋକ ଅନେକ ଅଛନ୍ତି ।…
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍; ନ୍ୟୁଜିଲାଣ୍ଡକୁ ୩୮୬ ରନର ଟାର୍ଗେଟ୍ ଦେଲା ଭାରତ
ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି । ଫଳରେ ନ୍ୟୁଜଲ୍ୟାଣ୍ଡ ଟସ୍ ଜିତି ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିବା ବେଳେ ଭାରତ…
କଟକରେ ଧରାପଡିଲା ସେକ୍ସ ରାକେଟ୍; ରେଡ୍ ସମୟରେ ୨ ଜଣ ଗିରଫ
କଟକ:ଆଜିକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଅନୈତିକ କାର୍ଯ୍ୟକଳାପ ବଢିବାର ଲାଗିଛି । ଫଳରେ ଅନେକ ସମୟରେ ପୋଲିସ ସେମାନଙ୍କୁ ଗିରଫ କରୁଛି ତ ଆଉ କେତେବେଳେ ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତ ଫେରାର ହୋଇଯାଉଛନ୍ତି । ତେବେ…