Browsing Category
ଭିଡିଓ ଖବର
Video: ଇଶାନ କିଶନଙ୍କ ଭୁଲରେ ରାଗିଗଲେ ରୋହିତ ଶର୍ମା, ବିରକ୍ତ ହୋଇ ହାତ ଉଠାଇ ବାଡ଼େଇବାକୁ ଚେଷ୍ଟା କଲେ
ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳା ଯାଉଛି। ଗୁରୁବାର ଏହି ମ୍ୟାଚ ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି…
Video: ୪ ବର୍ଷର ଶିଶୁ ଉପରେ ମାରଣାତ୍ମକ ଆକ୍ରମଣ କଲା ବୁଲା ଶଣ୍ଢ, କ୍ୟାମେରାରେ କଏଦ ହେଲା ଭିଡିଓ
ନୂଆଦିଲ୍ଲୀ: ହାଇଦ୍ରାବାଦ୍ରେ କିଛି କୁକୁର ଏକ ଶିଶୁକୁ ଝୁଣି ମାରିଦେବା ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏବେ ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଶଣ୍ଢ ଗୋଟିଏ ୪ ବର୍ଷର ଶିଶୁ ଉପରେ ଆକ୍ରମଣ କରିବାର ଦୃଶ୍ୟ…
(Video)ଦେଖନ୍ତୁ କିପରି ଚାଲିଛି ଅଟୋଚାଳକଙ୍କ ଗୁଣ୍ଡାରାଜ, ରାସ୍ତା ମଝିରେ ବାଇକ ଟ୍ୟାକ୍ସି ଡ୍ରାଇଭରଙ୍କ ଉପରେ କରିଲେ …
ନୂଆଦିଲ୍ଲୀ:ଆଜିକା ସମୟରେ ବହୁ ଲୋକ ବାଇକ ଟ୍ୟାକ୍ସି ଉପରେ ନିର୍ଭର କରୁଛନ୍ତି। କାରଣ ଏହା ଦ୍ୱାରା ଯେଉଁ ଲୋକକୁ ବିଳମ୍ବ ହେବାର ଆଶା ରହିଥାଏ ମୁଖ୍ୟତଃ ସେମାନେ ସମୟ ପୂର୍ବରୁ ପହଂଚିବା ପାଇଁ ଏହାର ବ୍ୟବହାର କରନ୍ତି ।…
(Video) ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ: ଜଳୁଛି ପୁରୀର ଲକ୍ଷ୍ମୀ ମାର୍କେଟ୍, ଏକା କାଳିଆ ହିଁ ଆମର ଭରସା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାତି ୮ଟା ସମୟରେ ପୁରୀ ଟାଉନ ଥାନା ଅନ୍ତର୍ଗତ ମରିଚିକୋଟ ନିକଟସ୍ଥ ଲକ୍ଷ୍ମୀବଜାରରେ ନିଆଁ ଲାଗିଯାଇଥିଲା । ତେବେ ଏହାମଧ୍ୟରେ ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ହେଁ ସମ୍ରାଟ…
(Video)୪ର୍ଥ ଟେଷ୍ଟ ପୂର୍ବରୁ ଷ୍ଟାଡିୟମ ବୁଲିଲେ ପ୍ରଧାନମନ୍ତ୍ରୀ, ମୋଦୀଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଣିବା କି ଗୁଡଲକ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ଆଜି ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ…
(Video) କଂଗ୍ରେସରେ ଯୋଗଦେବେ କି ନିଶା ମହାରଣା: ଅଚାନକ ସୁରଙ୍କ ସହିତ ହୋଲି ଖେଳିବାକୁ ନେଇ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଡିଜିଟାଲ ଯୁଗରେ ଅନେକ ବ୍ୟକ୍ତି ରାତାରାତି ଜିରୋରୁ ହିରୋ ପାଲଟି ଯାଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଶାର ବିଶିଷ୍ଟ ଅଭିନେତ୍ରୀ ନିଶା ମହାରଣା । ଖୁବ୍ କମ୍…
(Video)ପାରାଗ୍ଲାଇଡିଂ କରିବା ପୂର୍ବରୁ ଥରୁଟେ ଦେଖି ନିଅନ୍ତୁ ଏହି ଭିଡ଼ିଓ, ଆଉ ଏଭଳି କିଛି କରିବାକୁ ଆଦୌ କରିବେ ନାହିଁ ଇଚ୍ଛା
ଥିରୁବନନ୍ତପୁରମ୍: ପାରାଗ୍ଲାଇଡିଂ କରିବା ପ୍ରାୟ ସମସ୍ତଙ୍କର ଗୋଟେ ଇଚ୍ଛା । ଖୋଲା ଆକାଶ ମାର୍ଗରେ ଏଭଳି କରିବାର ଅନୁଭୂତି ମଧ୍ୟ ଖୁବ ନିଆଁର । କିନ୍ତୁ ଆପଣ ଜାଣନ୍ତି କି ଏହି ସବୁ କାର୍ଯ୍ୟରେ ଯଦି ଆମେ ଟିକେ ଅସାଵଧାନ…
ଅଳ୍ପକେ ବର୍ତିଲେ ବି.ଏସ୍. ୟେଦୁରପ୍ପା: ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ସୃଷ୍ଟି ହେଲା ସମସ୍ୟା, ପାଇଲଟ ଦେଲେ ବୁଦ୍ଧିମତାର ପରିଚୟ
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ୟେଦୁରପ୍ପାଙ୍କୁ ନେଇ ଯାଉଥିାବ ହେଲିକାପ୍ଟର ଲ୍ୟାଣ୍ଡିଂ…
(Video) ମଣିଷକୁ ସମ୍ପର୍କର ମୂଲ୍ୟ ଶିଖାଇଲା ନିରୀହ ମାଙ୍କଡ଼: ବୁଢ଼ୀ ମାଉସୀଙ୍କ ଶବକୁ ଧରି ଝରାଇଲା ଲୁହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବଳ ମଣିଷ ନୁହନ୍ତି, ମନର ଭାବନାକୁ ପଶୁପକ୍ଷୀମାନେ ମଧ୍ୟ ବୁଝିପାରନ୍ତି । ସେଥିପାଇଁ ଭଲପାଉଥିବା ନିଜର ମଣିଷଟିଏ ଆରପାରିକୁ ଚାଲିଗଲା ପରେ ପଶୁମାନେ ମଣିଷ ପରି ଆଖିରୁ ଲୁହ ଗଡ଼ାଇଥାନ୍ତି ।…
(Video) ମଦ୍ୟପାନ ହିଁ ଲିଭର ଡ୍ୟାମେଜର ବଡ଼ କାରଣ: ଲକ୍ଷଣ କ’ଣ, କେତେଦିନ ପର୍ଯ୍ୟନ୍ତ ପିଇଲେ ସିରୋସିସ୍ ହୁଏ, ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଭର ସିରୋସିସ୍ ଏକ ଭୟଙ୍କର ରୋଗ । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏହି ଲିଭର ସିରୋସିସ୍ ରୋଗରେ ସଂକ୍ରମିତ ହୋଇ ମାତ୍ର ୪୭ ବର୍ଷ ବୟସରେ ନିଃଶ୍ୱାସ ତ୍ୟାଗ କରିବା ତାଙ୍କର ପରିବାର, ବନ୍ଧୁ…