Browsing Category

ଭିଡିଓ ଖବର

(ଭିଡିଓ) ଅଙ୍କଲ ଜଣଙ୍କ କିଏ? ଯାହା ବାଇକ୍ ପଛରେ ବସି ବୁଲୁଥିଲେ ଶୁଭଲକ୍ଷ୍ମୀ…. ମୃତ୍ୟୁ ପଛରେ ନାହିଁ ତ ଅଙ୍କଲଙ୍କର ହାତ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ରୋଡ଼ ସ୍ଥିତ ଦିପାଳୀ ଲଜରୁ ଶୁଭଲକ୍ଷ୍ମୀ ସାହୁଙ୍କର ମୃତଦେହ ଉଦ୍ଧାର ହେବା ପରେ ଏବେ ଗୋଟିକ ପରେ ଗୋଟିଏ ଗୁମର ଫିଟୁଛି । ଏହା ମଧ୍ୟରେ ଶୁଭଲକ୍ଷ୍ମୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ…

Video: ବନ୍ଧୁକ ଶବ୍ଦ ଶୁଣି ଡରିଗଲା ଝିଅ, ରାଗରେ ଆତଙ୍କୀ ଗାଲରେ ଶକ୍ତ ଚାପୁଡ଼ା କଷିଦେଲେ ବ୍ୟକ୍ତି

ନୂଆଦିଲ୍ଲୀ: ସହିପାରିଲେନି କୁନି ଝିଅର କାନ୍ଦ, ପୋଲିସର ମକ୍ ଡ୍ରିଲ୍‌ରେ ଆତଙ୍କୀ ସାଜିଥିବା ଅଧିକାରୀଙ୍କୁ କଷିଦେଲେ ଶକ୍ତ ଚାପୁଡ଼ା ବ୍ୟକ୍ତି। ମହାରାଷ୍ଟ୍ରର ଧୁଲରେ ଏକ ମନ୍ଦିରରେ ପୋଲିସ ସୁରକ୍ଷା ପ୍ରସ୍ତୁତି ପାଇଁ ମକ୍…

Video: ଏଲ୍‌ଓସି ପାର୍ କରୁଥିବା ସମୟରେ ଭାରତୀୟ ସେନା ହାତରେ ଧରା ପଡ଼ିଲେ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ, ଗୋଟିଏ ପଟେ ଦେଶରେ ଲୋକେ ଖାଇବାକୁ ପାଉନଥିବା ବେଳେ, ଅନ୍ୟ ପଟେ ଭାରତକୁ ଆତଙ୍କବାଦୀ ପଠାଇ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଲାଇନ୍ ଅଫ କଣ୍ଟ୍ରୋଲ(ଏଲ୍‌ଓସି) ପୁଞ୍ଚ…

Video: ଚନ୍ଦ୍ର କକ୍ଷପଥରେ ପହଞ୍ଚି ପ୍ରଥମ ଭିଜୁଆଲ ପଠାଇଲା ଚନ୍ଦ୍ରଯାନ୍‌-୩

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ-୩। ଶୁକ୍ରବାର ଚନ୍ଦ୍ର କକ୍ଷପରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଏହି ଫଟୋ ଗୁଡ଼ିକୁ ଉତ୍ତୋଳନ କରିଥିଲା। ରବିବାର ଏହି ଫଟୋକୁ ପ୍ରକାଶ…

(Video) ପ୍ରେମିକଙ୍କ ସହ ଝଗଡ଼ା ପରେ ବିଦ୍ୟୁତ ଟାୱାର ଉପରେ ଚଢ଼ିଗଲେ ଯୁବତୀ: ତା’ପରେ ଚାଲିଲା ହାଇ ଡ୍ରାମା

ନୂଆଦିଲ୍ଲୀ: ଆଜିକାଲିର ଯୁବକ-ଯୁବତୀ, ପୁରୁଷ-ମହିଳାଙ୍କ ମଧ୍ୟରେ ବହୁ ପ୍ରେମଜନିତ ମାମଲା ଦେଖିବାକୁ ମିଳୁଛି । କିଏ ପ୍ରେମ ପାଇଁ ନିଜର ହାତ କାଟିଲାଣି ତ ଆଉ କିଏ ରାସ୍ତା ମଝିରେ ଗୋଲାପ ଦେଇ ପ୍ରପୋଜ୍ କଲାଣି । ସେହିପରି…

(video)ଦୋକାନରେ ମିଳୁଛି ପୁଷ୍ଟିକାରକ ଝାଡୁ, ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସଙ୍କ ମନରେ ଅନେକ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: କଥାଟି ଆପଣଙ୍କର ସହଜରେ ହଜମ ହେବ ନାହିଁ । ଏହାକୁ ଆପଣ ଏକ ମନଗଢା କଥା ବୋଲି ଭାବିବେ । ସୋସିଆଲ ମିଡିଆରେ ଏବେ କିନ୍ତୁ ଏପରି ଏକ ଜିନିଷ ଭାଇରାଲ ହେବାରେ ଲାଗିଛି ଯାହା ଦେଖି ଆପଣ ନ ହସି ରହିପାରିବେ ନାହିଁ…

(Video) ‘I Love You’ କହିବାରୁ ଏମିତି ଦଣ୍ଡ: ରାସ୍ତା ମଝିରେ ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଆଜିକାଲିର ଯୁବକ, ଯୁବତୀଙ୍କ ମଧ୍ୟରେ ଅନେକ ସମୟରେ କିଛି ବିବାଦ ଦେଖିବାକୁ ମିଳିଥାଏ । କିଏ ପ୍ରେମରେ ପାଗଳ ହୋଇ ଆତ୍ମହତ୍ୟା କରୁଛି ତ ଆଉ କିଏ ଅନ୍ୟର ଜୀବନ ନେଉଛି । ତେବେ ଏହା…

Video: ବର୍ଷା ପାଣିରେ ମୁଣ୍ଡ ତଳକୁ କରି ଜୁନିୟରଙ୍କୁ ପ୍ରବଳ ପିଟିଲେ ସିନିୟର ଛାତ୍ର, ଭିଡିଓ ଭାଇରାଲ

ଓଡିଶା ଭାସ୍କର: ଆମାନୁଷିକ ଭାବେ NCC କ୍ୟାଡେଟମାନଙ୍କୁ ବର୍ଷା ପାଣିରେ ମୁଣ୍ଡ ତଳକୁ କରି ସିନିୟର କ୍ୟାଡେଟମାନେ ପ୍ରବଳ ପିଟୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌…

(Video) ବରାକୁ ଛୁଇଁଲେ ମାରୁଛି କରେଣ୍ଟ: ବରା ଖାଇବା ତ ଦୂରର କଥା, ଛୁଇଁବାକୁ ଡରୁଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କୌଣସି ବିଦ୍ୟୁତ ସୁପରିବାହୀ ବସ୍ତୁରେ ବିଦ୍ୟୁତ ପ୍ରବାହିତ ହେବା ଫଳରେ ତାକୁ ଛୁଇଁଲେ କରେଣ୍ଟ ମାରିଥାଏ । ମାତ୍ର ଆପଣମାନେ କେବେ ବରାରେ କରେଣ୍ଟ ମାରୁଥିବା କଥା ଶୁଣିଛନ୍ତି…

(Video) ମୁଣ୍ଡଳିରେ ପହଞ୍ଚିଲା ବନ୍ୟା ଜଳ: ମହାନଦୀରେ ସୃଷ୍ଟି ହେଉଛି ଭଉଁରୀ, ଲୋକେ ଭୟଭୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ବନ୍ୟା ଜଳକୁ ହୀରାକୁଦ ଡ୍ୟାମରେ ଅଟକାଇବା ସମ୍ଭବପର ହୋଇନଥିଲା । ତେଣୁ ଗତ ମାସ ୨୩ ତାରିଖରେ ହୀରାକୁଦ…