Browsing Category
ରାଜ୍ୟ
ପରିକ୍ରମା ପ୍ରକଳ୍ପ; ୧୨ ତାରିଖରୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥି ପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟ ଲାଗି ଦେଶର…
ଅଧିକ ଶକ୍ତିଶାଳୀ ହେବ BDA: ୬୭ଟି ନୂଆ ପଦକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେବା ସହ ବିଭିନ୍ନ ବିଭାଗ ପାଇଁ ଅଲଗା ଅଲଗା ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରକୁ ଅତ୍ୟାଧୁନିକ…
ଓଲିଉଡକୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର: ରାଜ୍ୟ ଚଳଚ୍ଚିତ୍ର, ଟେଲି ପୁରସ୍କାର ରାଶି ଓ ପୁରସ୍କାର ସଂଖ୍ୟା ବୃଦ୍ଧି ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଓଲିଉଡକୁ ଏକ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ନୂଆବର୍ଷରେ ରାଜ୍ୟ ସରକାର…
+୨ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏବେ ମାଗଣା ନିଟ୍ , ଜେଇଇ କୋଚିଂ; ଆଜିିଠୁ ପରୀକ୍ଷାମୂଳକ ଭାବେ କ୍ଲାସ ଆରମ୍ଭ
ଭୁବନେଶ୍ୱର: ଯୁକ୍ତ ୨ ପିଲାଙ୍କୁ ଏଣିକି ଦିଆଯିବ ମାଗଣା ନିଟ୍ , ଜେଇଇ କୋଚିଂ । ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ଲାଗି…
Big Breaking: ଓଡ଼ିଶାରେ JN.1 ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ କୋରନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ୨ଜଣ କରୋନାର ନୂଆ ଭାରିଆଣ୍ଟ JN.1 ରେ ଆକ୍ରାନ୍ତ ଚିହ୍ନଟ ହୋଇଛି । ୨ଜଣ ଅକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ଜିଲ୍ଲାର ସୁସ୍ଥ ଅଛନ୍ତି । ଅନ୍ୟ ଜଣେ…
(Video)ଦୁଆରଶୁଣି ଘାଟିରେ ୨ ଟ୍ରକ ମୁହାଁମୁହିଁ: ଟ୍ରକ ସହ ଜୀବନ୍ତ ଜଳିଗଲେ ଡ୍ରାଇଭର
ମୟୁରଭଞ୍ଜ: ଦୁଆରଶୁଣୀ ଘାଟି ନିକଟରେ ୨ ଟ୍ରକ ମୁହାଁମୁହିଁ ହୋଇଛି । ତେବେ ଏହି ଦୁର୍ଘଟଣାରେ ଜୀବନ୍ତ ଜଳିଯାଇଛନ୍ତି ଡ୍ରାଇଭର । ତେଲ ବୋଝେଇ ଟ୍ୟାଙ୍କର ଏବଂ ଟ୍ରକ ପରସ୍ପର ସହ ଧକ୍କା ହୋଇଥିଲେ । ଦୁର୍ଘଟଣା ହେବା ପରେ…
୨୦୨୪ ପାଇଁ ବିଜେପିର ବଡ଼ ପ୍ରସ୍ତୁତି: ସମସ୍ତ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା, ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ମାତ୍ର ବାକିଥିବା ବେଳେ ଏନେଇ ବିଜେପି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଗାମୀ ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ନିକଟରେ…
Big Breaking: ପିକନିକ ବସ୍ର ସିରିଜ୍ ଦୁର୍ଘଟଣା, ୪୦ ଜଣ ଆହତ
କାମାକ୍ଷାନଗର: ପିକନିକ ବସର ସିରିଜ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ୪୦ଜଣ ଆହତ ହୋଇଥିବା ଜଣାପଡିଛି । ହାଇୱାକୁ ବସ ଧକ୍କା ଦେବା ପରେ ବସକୁ ପିଟିଲା ଆଉ ଏକ ବସ । ସମ୍ବଲପୁରରୁ ପିକନିକ ସାରି ବଡଚଣା ଫେରିବା…
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲାର ଗର୍ବ ଓ ଗୌରବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କମଳାଙ୍କୁ ଜିଲ୍ଲା ମୁଖ୍ୟ…
Breaking News: କାଲିଠୁ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ବନ୍ଦ ରହିବ ଭିତରକନିକା
ଭୁବନେଶ୍ୱର: କାଲିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ହେବାକୁ ଯାଉଛି ଭିତରକନିକା । ଏଠାରେ ବଉଳା କୁମ୍ଭୀର ଏବଂ ପକ୍ଷୀ ଗଣନା କର।।ଯିବା ପାଇଁ ଭିତରକନିକାକୁ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି । ତେବେ ଆସନ୍ତା…