Browsing Category

ରାଜ୍ୟ

ଭସାଣି ପୂର୍ବରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି, ଥାନାରେ ଅଭିଯୋଗ କଲେ ପୂଜା କମିଟି

କଣ୍ଟାବାଞ୍ଜି : ରାତିରେ ପେଣ୍ଡାଲରୁ ଗଣେଷଙ୍କ ମୂର୍ତ୍ତି ଗାୟାବ ହୋଇଥିଲା । ଏହି ମୂର୍ତ୍ତି ଗାୟାବ ହେବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ପରେ ପ୍ରଭୁ ବିଘ୍ନ ବିନାଶଙ୍କ ମୂର୍ତ୍ତିକୁ ଆଖପାଖରେ…

ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୭ଟି ଫ୍ଲାଏଓଭର: ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ତେଣୁ ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରଥମେ ଗୃହକୁ ମଧ୍ୟାହ୍ନ ୧୨ଟା…

ସୁନା କିଣିବାର ରହିଛି ସୁବର୍ଣ୍ଣ ସୁଯୋଗ : ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ସୁନା ଦର

ଭୁବନେଶ୍ୱର : ଗତ କିଛି ଦିନ ହେବ ସୁନା ଓ ରୁପାର ମୂଲ୍ୟ ବଢିବାକୁ ଲାଗିଥିବା ବେଳେ ଆଜି ଏହି ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସୁନା ଓ ରୂପାର ଦର କେତେକ ସ୍ଥାନରେ ଅପରିବର୍ତ୍ତିତ ଥିବା ବେଳେ…

ସେପ୍ଟେମ୍ବର ୨୮ ସରକାରୀ ଛୁଟି ଘୋଷଣା: ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ ବନ୍ଦ ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୮ ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖ…

ଲିଙ୍ଗନିରୂପଣ, କନ୍ୟାଭୃଣ ହତ୍ୟା ଭଳି ଅପରାଧକୁ ସମ୍ପୂର୍ଣ୍ଣଭାବେ ମୂଳପୋଛ ହେବା ଦରକାର: ମୟୂରଭଞ୍ଜ ଜିଲ୍ଲାପାଳ

ମୟୁରଭଞ୍ଜ: ସରକାରଙ୍କର ଶିଶୁ ବିକାଶ ଯୋଜନା ମାନଙ୍କ ମଧ୍ୟରୁ କନ୍ୟା ସନ୍ତାନଙ୍କ ପାଇଁ 'ବେଟି ବଚାଓ ବେଟି ପଢ଼ାଓ' କାର୍ଯ୍ୟକ୍ରମ ଏକ ଅନ୍ୟତମ ନିଦର୍ଶନ । ଏଣୁ ଏହି ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତି ଜିଲ୍ଲାରେ…

ଫ୍ୟାମିଲି କୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ କଲେ ଅନୁଭବ ମହାନ୍ତି, ପୂର୍ବରୁ ଲେଖିଥିବା ଚିଠିକୁ ସୋସିଆଲ ମିଡିଆରେ କଲେ ପୋଷ୍ଟ

କଟକ : ହାଇକୋର୍ଟର ବିଚାରପତିଙ୍କୁ ଚିଠି ଲେଖିଲେ ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ଏହି ଚିଠି ୧୨ ତାରିଖରେ ଲେଖିଥିଲେ । ଏହି ଚିଠିରେ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅନୁଭବ । ବିଚାରରେ ସ୍ୱଚ୍ଛତା ରଖୁ…

ବିଳମ୍ବରେ ମୌସୁମୀ ଲେଉଟାଣି, ୮ ଦିନ ବିଳମ୍ବରେ ଆରମ୍ଭ ହେଲା ଅପସାରଣ ପକ୍ରିୟା

ଭୁବନେଶ୍ୱର : ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଛି । ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ ବାୟୁ । ଭାରତରେ ମୌସୁମୀ ଫେରିବା ସମୟ ହେଉଛି ୧୭ ସେପ୍ଟେମ୍ବର…

ପବିତ୍ର ସୁନିଆ ଉତ୍ସବ, ଗଜପତି ମହାରାଜାଙ୍କ ୬୬ ଅଙ୍କ ଆରମ୍ଭ

ପୁରୀ : ଆଜିଠାରୁ ଆରମ୍ଭ ହେବ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ୧୪୩୧ ସାଲ । ଏଥି ପାଇଁ ଆଜି ସନ୍ଧ୍ୟାରେ ପାଳିତ ହେବ ସୁନିଆଁ ଉତ୍ସବ । ଏହି ଉତ୍ସବରେ ପାଞ୍ଜି ଓ ଜାତକ ଗଣନା ହେବ । ଏହା ପରେ ଶ୍ରୀନହର ପ୍ରାଙ୍ଗଣରେ…

ଖୁବଶୀଘ୍ର ରାଜ୍ୟରେ ଖୋଲିବ ଆପାର୍ଟମେଣ୍ଟ କିଣାବିକା ବଜାର: ବିଧାନସଭାରେ ଆଗତ ହେଲା ବିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ଆପାର୍ଟମେଣ୍ଟ କିଣାବିକାକୁ ନେଇ ରାଜ୍ୟରେ ବିବାଦ ରହିଥିଲା । ବିଶେଷ କରି ଆପାର୍ଟମେଣ୍ଟରେ ଥିବା ସର୍ବସାଧାରଣ ସ୍ଥାନର ମାଲିକାନାକୁ ନେଇ ବିଲ୍ଡର ସଂସ୍ଥା ଓ ଆପାର୍ଟମେଣ୍ଟ ମାଲିକ…

ପୁନଃଯାଞ୍ଚ କରାଯିବ “ଉତ୍କଳ ବିଶ୍ୱ ବିଦ୍ୟାଳୟ’ର ମାନ : ନାକର ମାନ୍ୟତାକୁ ନେଇ ସମୀକ୍ଷା କରିବ ଦଳ

ଭୁବନଶ୍ୱେର : ଉକ୍ରଳ ବିଶ୍ୱ ବିଦ୍ୟାଳୟର ନାକ ମାନ୍ୟତାକୁ ନେଇ ପୁଣି ଯାଞ୍ଚ ଆରମ୍ଭ କରାଯିବ । ତିନିଦିନିଆ ଗସ୍ତରେ ନାକ ଟିମ ବିଶ୍ୱ ବିଦ୍ୟାଳୟକୁ ଆସି ତଦନ୍ତ କରିବେ । ଗତ ଏପ୍ରିଲରେ ନାକ ଟିମ ଯାଞ୍ଚ କରିବା ପାଇଁ…