CHARIDHAM
Browsing Category

ରାଜ୍ୟ

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୧୫ ଯାତ୍ରୀ ଆହତ

ଭୁବନେଶ୍ୱର: ଭଦ୍ରକରେ ଏବେ ଏବେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ଭାରସାମ୍ୟ ହରାଇ ଏଠାରେ ଏକ ବସ୍ ଓଲଟି ପଡିବା ଫଳରେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ଆଗରପଡା ଯାଉଥିବା ସମୟରେ ବାରପଦା ନିକଟରେ ଓଲଟି ପଡିଥିିଲା ।…

ହାଇକୋର୍ଟରେ ମିଛ ତଥ୍ୟ ଦେବା ଅଭିଯୋଗରେ ୨ଗିରଫ

ଭୁୁବନେଶ୍ୱର: (ଓଡିଶା ଭାସ୍କର) ହାଇକୋର୍ଟରେ ମିଛ ତଥ୍ୟ ଦେବା ପଡିଲା ମହଙ୍ଗା । ମିଛ ତଥ୍ୟ ଦେଇ ୨ ଜଣ ଗିରଫ । ଜାମିନରେ ଥିବା ଆଉ ୯ ଜଣଙ୍କୁ ତୁରନ୍ତ ଗିରଫ ପାଇଁ ନର୍ଦ୍ଦେଶ ଦେଲେ କୋର୍ଟ । ଏହି ମାମଲାରେ କୋଣାର୍କ…

କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ କଟକ ଜିଲ୍ଲାରେ ୧୮୬କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ…

ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡାଦେଶ, ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡାଦେଶ ଜାରି କରାଯାଇଛି । ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ୫ ବର୍ଷର ଝିଅକୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିଥିଲା ଅଭିଯୁକ୍ତ । ଏହା…

ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍‍ ବୈଠକ: ୧୨ରୁ ଅଧିକ ପ୍ରସ୍ତାବ ଆସିବାର ସମ୍ଭାବନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ବସିବ । ଏଥିରେ ୧୨ରୁ ଅଧିକ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ସେହିପରି ମେଟ୍ରୋ ଟ୍ରେନ୍‍ ପ୍ରକଳ୍ପ…

ରାଜ୍ୟର ଗ୍ରାମ୍ୟ ଅର୍ଥନୀତିକୁ ମିଳିବ ନୂଆ ଦିଗ: PACS ଓ LAMPSର ଦାୟିତ୍ୱ ବୃଦ୍ଧି କରାଯିବ, ଗ୍ରାମାଞ୍ଚଳରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ ଅଞ୍ଚଳ ବହୁମୁଖୀ ସମବାୟସମିତି (ଲ୍ୟାମ୍ପସ)ର ଦାୟିତ୍ୱ ବୃଦ୍ଧି କରାଯିବ । ଗ୍ରାମ୍ୟ ଅର୍ଥନୀତିକୁ ନୂଆ ଦିଗ ଦେବା କ୍ଷେତ୍ରରେ…

କୃଷି ବିଭାଗର ବଡ଼ ଯୋଜନା: ରାଜ୍ୟରେ ସ୍ଥାପନ ହେବ ଏକ ହଜାର କୋଲଡ୍ ରୁମ୍, ଉପକୃତ ହେବେ ଆଳୁ ଚାଷୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହିତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ…

ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେଷ୍ଟରୁରାଣ୍ଟ, ଖର୍ଚ୍ଚ ହେବ ସାଢେ ୬ କୋଟି

ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଗୁଡ଼ିକୁ ସୁଦୃଢ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରୟାସ କରିଆସୁଛନ୍ତି । ସେଥି ମଧ୍ୟରୁ ଚିଲିକା ଏକ ବଡ଼ ପର୍ଯ୍ୟଟନ କେନ୍ଦ୍ର ରୂପେ ପରିଚିତ । ଖୁବଶୀଘ୍ର ଚିଲିକା ଜଳରାଶିରେ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ, ଘନୀଭୂତ ହୋଇ ଅବପାତର ରୂପ ନେଇପାରେ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି କୁହାଯାଉଛି । ଏହି ଲଘୁଚାପ ଅଧିକ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଆବିଷ୍କାର: ୮ ପ୍ରକାର ରଙ୍ଗୀନ ଧାନରେ ରହିଛି ଅଧିକ ପୁଷ୍ଟି ଓ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଗବେଷଣା କ୍ଷେତ୍ରରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ପୂର୍ବରୁ ପାରମ୍ପରିକ ଧାନ ଓ କ୍ଷୁଦ୍ରଶସ୍ୟ ପାଇଁ ସାରା ବିଶ୍ୱରେ…