CHARIDHAM
Browsing Category

ରାଜ୍ୟ

ଆପଣଙ୍କ ଜିଲ୍ଲାକୁ ମିଳିପାରିବ ୩ କୋଟି ଟଙ୍କା, ଏଭଳି ପୁରସ୍କାର ରାଶି ଜିତିବା ପାଇଁ ଆପଣଙ୍କୁ କରିବାକୁ ହେବ ବାସ ଏହି କାମ; ଜାଣନ୍ତୁ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ସହ ସଫଳ ରୂପାୟନ ପାଇଁ ୫ଟି ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । କିପରି ପିଲାମାନଙ୍କ ଶିକ୍ଷା କ୍ଷେତ୍ରକୁ ଆହୁରି ମଜବୁତ କରାଯାଇ ପାରି ସେହି ଦିଗରେ…

ନବୀନ ନିବାସରେ ଚାଲିଛି ନୀତୀଶ ନବୀନଙ୍କ ନିର୍ବାଚନୀ ଚର୍ଚ୍ଚା ! ବୁଝେଇବା ଆଉ ମନେଇବାରେ ହେବେ କି ସଫଳ…ଏହାରି ଉପରେ ଏବେ ସଭିଁଙ୍କ ନଜର

ଭୁବନେଶ୍ୱର: ବିରୋଧୀଙ୍କୁ ଏକ କରିବା ପାଇଁ ଚାଲିଛି କସରତ । ପ୍ରଥମେ ମମତା ଆଉ ଏବେ ନୀତିଶ କୁମାର ନବୀନଙ୍କୁ ଭେଟିବା ପାଇଁ ଆସିଲେ ଓଡିଶା । ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଆଜି ଓଡିଶାଗସ୍ତରେ ଆସିଛନ୍ତି ବିହାର…

ଗୁଳି ବିନିମୟରେ ୩ ମାଓବାଦୀ ମୃତ, ଡିଏସପି ଆହତ

ଭବାନୀପଟଣା: ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିବା କଥା ସାମ୍ନାକୁ ଆସିଛି । ମ.ରାମପୁର ଥାନା ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ଏପରି ମୁହାଁମୁହିଁ ପରସ୍ଥିତି ଦେଖାଦେଇଛି । ଗୁଳି ବିନିମୟରେ ୩ ମାଓବାଦୀଙ୍କର ମୃତ୍ୟୁ…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ସରକାରୀ କାର୍ଯ୍ୟର କରିବେ ସମୀକ୍ଷା

ଭୁବନେଶ୍ୱର: ଆସନ୍ତା କାଲିଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବାର ସୂଚନା ମିଳିଛି । ସେଠାରେ ସେ କିଛି ସରକାରୀ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛନ୍ତି । ଆସନ୍ତା ୧୩…

ଓଡ଼ିଶାର ଏହି ସହର ୧୨ ଘଣ୍ଟା ପାଇଁ ବନ୍ଦ ରହିବ: ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଓଡ଼ିଶାର କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ଚକ ଅଖ ବନ୍ଦ ରଖିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି…

କୁକୁର ମାଲିକଙ୍କ ପାଇଁ ନୂଆ ନିୟମ: ବେପାର ଉପରେ କଟକଣା, ସର୍ବସାଧାରଣରେ ମଳତ୍ୟାଗ କଲେ ପୋଛିବେ ମାଲିକ

ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀରେ କୁକୁର ବେପାର ଉପରେ କଟକଣା ଲାଗୁ ହୋଇଛି । ବେପାର ପାଇଁ ବିଏମସିର ଅନୁମତି ନେବାକୁ ପଡିବ । ରାଜ୍ୟ ସରକାର ବିଏମସିର ଏହି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଗୃହପାଳିତ…

ସୃଷ୍ଟି ହେଲା ଲଘୁଚାପ,ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ; ବର୍ଷା ପାଇଁ ସର୍ତକ ସୂଚନା ଜାରି କରିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ। ଯାହାଫଳରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ସହ ପ୍ରବଳ ପବନ ବହିବା ଆରମ୍ଭ ହେବାର ସୂଚନା ମିଳିଛି । ଆସନ୍ତା କଲି ଏହା ସାମୁଦ୍ରିକ ଝଡର ରୂପ ନେବ…

ଥାଲାସେମିଆ ରୋଗୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ‘Bone Marrow Transplant’- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ କରିବା ସହିତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ…

୨୮୪୦ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ଓଡିଶା ସରକାର, ସୃଷ୍ଟି ହେବ ୩୭୨୧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ଆଜି ୧୧ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଥିପାଇଁ ୨ ହଜାର ୮୪୦ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ୩ ହଜାର ୭୨୧ ଜଣଙ୍କପାଇଁ…

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଭାଷଣ ସମୟରେ ବିଜୁଳି କଟିଯିବା ପ୍ରସଙ୍ଗ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୟୁରଭଞ୍ଜ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଭାଷଣ ଦେବା ସମୟରେ ବିଜୁଳି କଟିଯିବା ମାମଲାରେ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ। ଏପ୍ରକାର ଘଟଣା ଘଟିଲା ପାଇଁ ଓଡ଼ିଶାକୁ…