Browsing Category

ରାଜ୍ୟ

ହକି ବିଶ୍ୱକପରେ ଚମକିବେ ଓଡ଼ିଆ ଝିଅ: କୋରାପୁଟର ନମିତା ଗାଇବେ ଉଦଘାଟନୀ ସଙ୍ଗୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଷ୍ଟିଲ ସିଟି ରାଉରକେଲାରେ ହକି ମହାକୁମ୍ଭର ସମସ୍ତ ମ୍ୟାଚ ଆୟୋଜିତ ହେବ । ଏହି…

ଛାତ୍ର ବେକରେ ଜାଭେଲିନ୍ ଫସିବା ଘଟଣା; ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ହାଇସ୍କଲରେ ବାର୍ଷିକ କ୍ରୀଡା ମହୋତ୍ସବ ଚାଲିଥିବା ବେଳେ ଏକ ଛାତ୍ର ବେକରେ ଜାଭେଲିନ୍ ଫଶିଯାଇଥିଲା । ଫଳରେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜକୁ ନେବା ସହ ଚିକିତ୍ସା…

୨୦୨୪ ସାଧାରଣ ନିର୍ବାଚନ ହାତେଇବା ପାଇଁ ବିଜେପିର ରଣନୀତି, ପ୍ରଭାରୀ କରିବେ ସମୀକ୍ଷା

ଭୁବନେଶ୍ୱର:ଧାମନଗର ଉପ ନିର୍ବାଚନ ଆସନ ହାତେଇବା ପରେ ବିଜେପି ଭାବୁଥିଲା ଯେ ପଦ୍ମପୁରରେ ମଧ୍ୟ ତାଙ୍କୁ ସଫଳତା ମିଳିବ । କିନ୍ତୁ ପଦ୍ମପୁରରେ ହେଭି ଟକ୍କର ହେବା ପରେ ମଧ୍ୟ ଦଳ ସେଠାରେ ବିଜୟ ହୋଇପାରିଲା ନାହିଁ ।…

PG Doctorଙ୍କ ନିଯୁକ୍ତି ନେଇ ବଦଳିଲା ନିୟମ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଜି ଡାକ୍ତରଙ୍କ ନିଯୁକ୍ତି ନେଇ ଲାଗୁ ହେଲା ନୂଆ ନିୟମ । ପିଜି ଡାକ୍ତରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବଣ୍ଡର ସର୍ତ୍ତ ଅନୁସାରେ ଅନଲାଇନରେ ନିଯୁକ୍ତି ସ୍ଥାନ ମନୋନୟନ କରାଯିବ । ସେହି…

ସହଜ ହେବ DL-LL ସେବା: ପରିବହନ ବିଭାଗ ଆରମ୍ଭ କରିବ ଆଧାର ଇଣ୍ଟିଗ୍ରେଟେଡ ଫେସଲେସ୍ ସର୍ଭିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ସେବା ପାଇଁ ଆଧାର ଇଣ୍ଟିଗ୍ରେଟଡ୍ ଫେସଲେସ୍ ସେବା ଆରମ୍ଭ ହେବ । ଏହାଦ୍ୱାରା ଆବେଦନକାରୀମାନେ ପୂର୍ବାପେକ୍ଷା ସହଜରେ ଡିଏଲ…

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ନୂଆ ବୃଦ୍ଧାଶ୍ରମ: ସମସ୍ତ ଜିଲ୍ଲାପାଳଙ୍କଠାରୁ ପ୍ରସ୍ତାବ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଲୋକଙ୍କର ଜୀବନଧାରଣର ସମୟ ବୃଦ୍ଧି ପାଇଛି । ତେଣୁ ଅଧିକାଂଶ ଲୋକ ବେଶି ବର୍ଷ ବଞ୍ଚୁଥିବା ଦେଖାଯାଉଛି । ତେବେ ମଣିଷ ଦୀର୍ଘାୟୁ ହେବା ବୃଦ୍ଧବ୍ୟକ୍ତିଙ୍କ ପାଇଁ ଦୁଃଖର କାରଣ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ରେଡ; ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଗଜପତି:ବର୍ତ୍ତମାନ ରାଜ୍ୟରେ ଦୁର୍ନିତୀ ଖୋର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଆକ୍ସନ ମୋଡକୁ ଆସିଛି ଭିଜିଲାନ୍ସ ଟିମ୍ । ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଏହି ଭିଦିଲାନ୍ସ ଜାଲରେ ଛନ୍ତି…

JNUରେ ଖୋଲିବ ଓଡ଼ିଆ ଭାଷା ଓ ଅଧ୍ୟୟନ କେନ୍ଦ୍ର: ଛାତ୍ରଛାତ୍ରୀଙ୍କୁ ମିଳିବ PG ଓ Ph.D ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର । ଦିଲ୍ଲୀ ସ୍ଥିତ ଜବାହର ଲାଲ ନେହରୁ (ଜେଏନୟୁ) ବିଶ୍ୱିଦ୍ୟାଳୟରେ ଖୋଲିବ ଓଡ଼ିଆ ଭାଷା ଓ ଅଧ୍ୟୟନ କେନ୍ଦ୍ର । ଏହାଫଳରେ ଓଡ଼ିଆ…

ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍; ୧୫ ତାରିଖ ସୁଦ୍ଧା ଜବାବ ରଖିବେ ଓକିଲ ସଂଘ

ସମ୍ବଲପୁର:ସମ୍ବଲପୁରରେ ଡିସେମ୍ବର ୧୨ ତାରିଖରେ ହୋଇଥିବା ଓକିଲ ଆନ୍ଦୋଳନ ଘଟଣାରେ ୫୪ ଜଣ ସଦସ୍ୟଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ଲାଇସେନ୍ସ ରଦ୍ଦ କଟକଣାକୁ ହଟା ଯାଇଛି । ତେବେ ଯେଉଁ ୫୪ଜଣଙ୍କ ଲାଇସେନ୍ସ ସସମପେଣ୍ଡ ହୋଇଛି…

IAS ସ୍ତରରେ ଅଦଳବଦଳ: ଓଡ଼ିଶା ଫେରିଲେ ଉଷା ପାଢ଼ୀ, ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି ଆଇଏଏସ୍ ଉଷା ପାଢ଼ୀ । ତାଙ୍କୁ ଦକ୍ଷତା ବିକାଶ ଓ…