Browsing Category

ରାଜ୍ୟ

ରାଜ୍ୟରେ ହାତୀ ସୁରକ୍ଷା ପାଇଁ ତିନି ସପ୍ତାହ ମଧ୍ୟରେ ଆକ୍ସନ ପ୍ଲାନ୍‍ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କମୁନାହିଁ ହାତୀ ମୃତ୍ୟୁ। ହାତୀ ମୃତ୍ୟୁ ପ୍ରସଙ୍ଗକୁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱର ଭାବେ ଗ୍ରହଣ କରିଥିଲେ। ହାତୀ ସୁରକ୍ଷା ସମ୍ପର୍କିତ…

ଧାବିକା ଦୂତୀ ଚାନ୍ଦ ସସପେଣ୍ଡ: ଡୋପ୍ ଚେଷ୍ଟରେ ଫେଲ ପରେ କାର୍ଯ୍ୟାନୁଷ୍ଠାନ, ଖବରକୁ ଦୂତୀଙ୍କ ଅସ୍ୱୀକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଜଗତରୁ ଏକ ନିରାଶାଜନକ ଖବର ଆସିଛି । କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ଅନେକ ସୁନାମ ଆଣିଥିବା ଓଡ଼ିଶାର ଧାବିକା ଦୂତୀ ଚାନ୍ଦକୁ ଲାଗିଛି ବଡ଼ ଝଟକା । ଦୂତୀ ଡୋପ୍ ଟେଷ୍ଟରେ…

ମହଙ୍ଗା ପଡିଲା ସୋସିଆଲ ମିଡିଆ ପୋଷ୍ଟ: ହକି ଟିକେଟ୍ କଳାବଜାରୀ ପାଇଁ ୫ ଜଣ ଗିରଫ

ଭୁବନେଶ୍ୱର: ଚଳିତ ଥର ହକି ବିଶ୍ୱକପ୍ ଓଡିଶାରେ ଅନୁଷ୍ଟିତ ହୋଇଛି । ଯାହାକୁ ନେଇ ଭୁବନେଶ୍ୱର ଠାରୁ ଆରମ୍ଭ କରି ରାଉରକେଲା ପର୍ଯ୍ୟନ୍ତ ସବୁଠି ହକିର ଚର୍ଚ୍ଚା ହୋଉଛି । ଏଥିସହିତ ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ…

ଦୁଇ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଆଜିକାଲି ଦେଶ ତଥା ରାଜ୍ୟରେ ଅପରାଧିକ ମାମଲା ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରତ୍ୟେକ ଦିନ କେଉଁଠି ନାକେଉଁଠି ଏପରି ମାମଲା ସାମ୍ନାକୁ ଆସୁଛି । ତେବେ କିଏ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଲାଣି…

ଜାନୁଆରୀ ୩୦ରେ ସାରା ଦେଶରେ ପାଳନ ହେବ ଶହୀଦ ଦିବସ, MHA ଦେଲା ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ :ଏଥର କେନ୍ଦ୍ର ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତାରିଖ( ଜାନୁଆରୀ ୩୦) କୁ ଶହୀଦ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଦିନ ସକାଳ ୧୧ ଟାରେ ଦୁଇ ମିନିଟର ନିରବତା ପାଳନ…

ଓଡିଶା ଫେରୁଛି ବିଜୁବାବୁଙ୍କ ଡାକୋଟା; କୋଲକାତାରୁ ଅଣାଯାଉଛି ଭୁବନେଶ୍ୱର

ଭୁବନେଶ୍ୱର: ବିଜୁ ବାବୁ ନାଁ ହି ସମସ୍ତଙ୍କ ପାଇଁ ଯଥେଷ୍ଟ । କାରଣ ତାଙ୍କର ସାହସ , ନିର୍ଭିକତା, ଏବଂ ପରୋଉପକାରିତା ଆଜିବି ପ୍ରତ୍ୟେକ ଓଡିଆ ତଥା ଦେଶବାସୀଙ୍କ ମନରେ ସତେଜ ହୋଇ ରହିଛି । ତେବେ ବିଜୁବାବୁଙ୍କ ପରି ତାଙ୍କ…

DL ପାଇଁ ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ: ଏହି ତାରିଖରୁ ଓଡ଼ିଶାରେ ହେବ ଲାଗୁ

ଭୁବନେଶ୍ୱର: ଏଣିକି ଡ୍ରାଇଭିଂ ଲାଇସେନ୍‌ସର ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ଜାନୁଆରୀ ୨୬ରୁ ଡିଏଲ ନବୀକରଣ କିମ୍ବା ଲର୍ଣ୍ଣର୍ସ ଲାଇସେନ୍‌ସ ପାଇଁ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ।…

କଟକରେ ହଇଚଇ: ଭିଡିଓ କଲ୍ କରି ଆତ୍ମହତ୍ୟା କଲେ MCA ଛାତ୍ର !

କଟକ: ଭିଡିଓ କଲ୍ କରି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି, ଯାହାକୁ ନେଇ କଟକରେ ହଇଚଇ ସୃଷ୍ଟି ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏମସିଏ ପ୍ରଥମ ବର୍ଷର ଛାତ୍ର । ଷଣ୍ଢପୁର…

(Video) ରାଜ୍ୟର ୭ଟି ଜିଲ୍ଲାରେ ଆସନ୍ତା ଦୁଇଦିନ ଧରି ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଥିବାବେଳେ ଆସନ୍ତାକାଲି ଓ ୧୯ ତାରିଖ ଦୁଇଦିନ ଧରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ…

କଂଗ୍ରେସରେ ହଇଚଇ, ହାତ ଛାଡିଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର: ସତ୍ୟ ନାୟକ ଏହି ନାମ ସାମ୍ବାଦିକତା ଜଗତରେ ଯେତେ ଜଣା ଶୁଣା ରାଜନୀତିରେ ମଧ୍ୟ ଖୁବ ପ୍ରତିଷ୍ଠିତ । ନିଜ ପ୍ରଶ୍ନବାଣରେ ବିରୋଧୀ ମାନଙ୍କୁ ଘାଇଲା କରୁଥିବା ସତ୍ୟ ନାୟକ କଂଗ୍ରେସ ମଙ୍ଗ ଧରିଥିଲେ । କିନ୍ତୁ…