Browsing Category
ରାଜ୍ୟ
ଓଡ଼ିଶାକୁ ଆଜି ଆସିବ ଆଉ ଏକ ଲକ୍ଷ କୋଭିସିଲ୍ଡ ଟିକା: ଗୁରୁବାରରୁ ପୁଣି ଟିକାକରଣ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଗୁରୁବାରଠାରୁ ପୁଣି କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବ । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଟିକା ନେବାକୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ, ଆଜି ୧ଲକ୍ଷ କୋଭିସିଲଡ୍ ଟିକା…
ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ପୁଅ: ଭାରତ-ନ୍ୟୁଜିଲାଣ୍ଡ ସିରିଜରେ ଶିବବ୍ରତଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୮ ତାରିଖରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଦିନିଆ ଏକଦିବସୀୟ ସିରିଜ୍ ଅନୁଷ୍ଠିତ ହେବାକୁ ଯାଉଛି । ନିକଟରେ ଶ୍ରୀଲଙ୍କାକୁ ୩-୦ରେ ହରାଇ ସିରିଜ ମୂଳପୋଛ କରିଥିବା ଟିମ୍ ଇଣ୍ଡିଆ…
ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଶିଶୁ କନ୍ୟା ମୃତ
ଉଦଳା: ମୟୂରଭଞ୍ଜ ଜିଲ୍ଲାର ଉଦଳାଠାରେ ପୋଖରୀରେ ବୁଡି ଯାଇ ଦେଢ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । କପ୍ତିପଦା ଥାନା ଗେଣ୍ଡାଗଡ଼ିଆ ଗାଁରେ ଏପରି ଅଘଟଣ ଘଟିଥିବା କଥା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଏହି…
ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଖଡ଼ିଆଳ ବିଡିଓ
ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଖଡ଼ିଆଳର ବିଡ଼ିଓ । ଖବର ମୁତାବକ,…
OPGCରୁ ଅଂଶଧନ ବିକ୍ରି କରିବେ ରାଜ୍ୟ ସରକାର: ବିଡ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି)ରୁ ରାଜ୍ୟ ସରକର ଅଂଶଧନ ବିକ୍ରି କରିବେ । ତେବେ ୪୯ ପ୍ରତିଶତ ଅଂଶଧନ ବିକ୍ରି ନେଇ ରାଜ୍ୟ ସରକାର ବିଡ୍ ଆହ୍ୱାନ କରିଛନ୍ତି । ବିଦ୍ୟୁତ କେନ୍ଦ୍ର…
୨୪ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ
କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଛି । ଏନେଇ ସମସ୍ତ ଗାଡ଼ିଚଳାଚଳ ସହ ବଜାର ଘାଟ ବନ୍ଦ କରାଯାଇଛି ।
ସୂଚନା…
୫ଟି ଗ୍ରୀଡ ସବ୍ଷ୍ଟେସନ ଲୋକାର୍ପିତ କରିଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୪ଟି ଜିଲ୍ଲାର ୨ ଲକ୍ଷ ଲୋକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍ଷ୍ଟେସନ ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡିକ ହେଲା…
ଘନ କୁହୁଡ଼ି ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ଏହି ସବୁ ସ୍ଥାନରେ ହେବ ହାଲୁକା ବର୍ଷା
ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରେ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି । କଟକ, ପାରାଦୀପ, ଖୋର୍ଦ୍ଧା, ଚାନ୍ଦବାଲି,…
୧୯ ପରେ ପୁଣି କରୋନା ଟିକାକରଣ: ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି ଉପଲବ୍ଧ ହେବ ଟିକା । କୋଭିଡ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମରେ କୋଭିସିଲ୍ଡ ଟିକା ଉପଲବ୍ଧ ହେବ । ଯେଉଁମାନଙ୍କର ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଛି,…
ସ୍ଥଗିତ ରହିଲା ବସ୍ ଧର୍ମଘଟ; ମାର୍ଚ୍ଚ ୩୧ ପରେ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି
ଭୁବନେଶ୍ୱର: କିଛି ଦିନ ହେବ ବିଭିନ୍ନ ଦାବି ନେଇ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ରାଜ ରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରୁଛନ୍ତି । ତେବେ ପୂର୍ବରୁ ଶିକ୍ଷମାନେ…