Browsing Category

ରାଜ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା:କାଲି ଦିନ ୧ଟାରୁ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ଘୋଷଣା । କାଲି ଦିନ ୧ଟାରୁ ବନ୍ଦ ହେବ ସ୍କୁଲ । କାଲି ଗୋଟିଏ ଦିନ ପାଇଁ ଏହି ସୂଚନା ଦିଆଯାଇଛି । ପିଲାମାନେ ହକି ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବେ ବୋଲି ଏହି ନିଷ୍ପତ୍ତି…

ଓଡ଼ିଶାକୁ ଫେରୁଛି ବିଜୁଙ୍କ ଐତିହାସିକ ଡାକୋଟା: ସ୍ୱାଗତ କରିବ ରାଜଧାନୀ, ଚାହିଁ ରହିଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଖୁବଶୀଘ୍ର ଓଡ଼ିଶା ଫେରିବ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।…

ସବୁ ଆଡେ ହକି ଫିଭର: ନବୀନ ନିବସରେ ଶତାଧିକ ହକିପ୍ରେମୀ

ଭୁବନେଶ୍ବର:ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି…

ମାଞ୍ଜାସୂତା ବିକ୍ରିକୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ଶୁଣାଣି, ଜାଣନ୍ତୁ କ’ଣ କହିଲେ ଓଡିଶା ହାଇକୋର୍ଟ

କଟକ: ମାଞ୍ଜା ସୂତାରେ ଗୁଡ଼ି ଉଡାଇବାକୁ ସମ୍ପୂର୍ଣ୍ଣ ବାରଣ କରିବା ସହ ଅନ୍‍ଲାଇନରେ ମାଞ୍ଜାସୂତା ବିକ୍ରିକୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ହୋଇଛି । ହାଇକୋର୍ଟ ଆବଦେନକାରୀଙ୍କ ଅଭିଯୋଗକୁ ନେଇ…

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଇ-ଟିକେଟ ବ୍ୟବସ୍ଥା, ଏଣିକି ଆଉ ରୋଗୀଙ୍କୁ କରିବାକୁ ପଡିବ ନାହିଁ ଅପେକ୍ଷା

ଭୁବନେଶ୍ୱର:ବର୍ତ୍ତମାନ ସବୁ ଠାରେ ଅନଲାଇନ ଟିକେଟ ବୁକିଙ୍ଗର ଯୁଗ ଚାଲିଛି । କାହାରିକୁ ଆଉ ଲାଇରେ ଛିଡା ହେବା ପସନ୍ଦ ନୁହେଁ । ଏହି ଧାଡିରେ ଛିଡା ହେବେ ନାହିଁ ବୋଲି ଦର୍ଶକ ଅନଲାଇନରେ ସିନେମା ଟିକେଟ୍ ଠାରୁ ଆରମ୍ଭ…

ହକି ବିଶ୍ୱକପ୍ ୨୦୨୩: ଆସନ୍ତାକାଲି କଟକରେ ଅଧାଦିନ ଛୁଟି ରହିବ ସ୍କୁଲ

ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱ କପ ହକି ଓଡିଶାରେ ଆୟୋଜନ ହୋଇଛି । ଫଳରେ ଏହାକୁ ନେଇ କଟକ ଭୁବନେଶ୍ୱର ରାଉରକେଲା ସମେତ ଅନେକ ସହରରେ ଉତ୍ସାହ ଦେଖିବାକୁ ମିଶିଛି । ତେବେ ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ…

୨୦୨୩ ହକି ବିଶ୍ୱ କପ୍ କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ଚଳିତ ଥର ପୁରୁଷ ହକି ବିଶ୍ୱ କପ୍ ଓଡିଶାରେ ହେବାକୁ ଯାଉଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ଓଡିଶାର ଅନେକ ସହର । ତେବେ ହକି ବିଶ୍ୱ କପ୍ ପାଇଁ ସରକାର ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ବିଭିନ୍ନ…

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ିଲେ କନିଷ୍ଠ କିରାଣୀ, ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ରାଉରକେଲା: ରାଜ୍ୟରେ କିଛିଦିନ ହେବ ଭିଜିଲାନ୍ସ ଅଧିକାରୀ କଡ଼ା ତଦନ୍ତ ଜାରି ରଖିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ ହେଉଛନ୍ତି । ବର୍ତ୍ତମାନ ପ୍ରତିଦିନ ପରିସ୍ଥିତି…

ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବନ୍ଦ, ସୂଚନା ଦେଲେ କୃଷି ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି କମାଇବା ପାଇଁ ବହୁଦିନରୁ ସରକାର ପ୍ରୟାସ କରିଆସୁଥିବା ବେଳେ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି। ସେଥିପାଇଁ ବିଭାଗୀୟ କର୍ମଚାରୀ କୃଷି ବିଭାଗକୁ ଚରମବାଣୀ ଦେଇଛି । ବର୍ତ୍ତମାନ…

ଜାଡ଼ରେ ଥରୁଛି ଓଡ଼ିଶା : ଆହୁରି ଦୁଇ ଦିନ ଥରାଇବ

ଭୁବନେଶ୍ୱର : ଗତ ତିନି ଦିନ ହେବ ସାରା ରାଜ୍ୟରେ ହାଡ ଭଙ୍ଗା ଶୀତ ଲାଗି ରହିଛି । ଜାଡ଼ରେ ସାରା ଓଡ଼ିଶା ଥରୁଛି । ୨୧ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ପ୍ରବଳ ଶୀତ ପାଇଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…