CHARIDHAM
Browsing Category

ରାଜ୍ୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶାରେ ଦ୍ୱିତୀୟ ଦିନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶାରେ ଦ୍ୱିତୀୟ ଦିନ । ତେବେ ଗସ୍ତର ଶେଷଦିନରେ ବିଭିନ୍ନ ବିଦ୍ୟାଳୟ ପରିକ୍ରମାର କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି । ୨ଟି ବିଦ୍ୟାଳୟ ସହ କୁନ୍ତଳା କୁମାରୀ ଆଦିବାସୀ ହଷ୍ଟେଲ…

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୧୫ ଆହତ

ସମ୍ବଲପୁର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ଫଳରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ବହୁତ ଲୋକ ଗୁରୁତର ଆହାତ ହେଉଛି । ତେବେ ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର…

ନୂଆ ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକ କଲେ ଚାଷୀ

ଭବାନୀପାଟଣା: ରାଜ୍ୟରେ ଧାନମଣ୍ଡିକୁ ନେଇ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ସଂଖ୍ୟାଧିକ ଚାଷୀଙ୍କୁ ଅଶୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଫସଲ ଅମଳ ହୋଇସାରିବା ପରେ ଧାନକୁ କିପରି ବିକିବେ ସେନେଇ ଛାଷୀଙ୍କ…

ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ମିଳିଲା ୫୨୮୩ କୋଟି ଟଙ୍କା

କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ…

Video: ରାଷ୍ଟ୍ରପତିଙ୍କୁ ନାଗରିକ ସଂବର୍ଦ୍ଧନା: ଓଡ଼ିଶା ମାଟି ପାଇଁ ମୋହ ବର୍ଷା କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କୁ ରାଜଭବନରେ ନାଗରିକ ସଂବର୍ଦ୍ଧନା ଦିଆଯାଇଛି । ନାଗରିକ ସଂବର୍ଦ୍ଧନା ଗ୍ରହଣ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଅଭିଭାଷଣ ପ୍ରଦାନ କରିଥିଲେ । ରାଷ୍ଟ୍ରପତି…

ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ମାର୍ଗଶିରମାସର ପ୍ରଥମ ଗୁରୁବାର । ସାରା ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 'ପୁଷ୍ଟି ସହ ସମୃଦ୍ଧି ଯୋଡି…

ASO ରେଜଲ୍ଟ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ: OPSC ଦେଲା ଏପରି ଜବାବ

କଟକ: ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ କରାଯାଇଥିବା ASO ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି…

ନେତା-ଅର୍ଚ୍ଚନାଙ୍କ ସମ୍ପର୍କକୁ ନେଇ ପୋଲ ଖୋଲିଲେ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ନେତା, ମନ୍ତ୍ରୀଙ୍କ ସହ ଅର୍ଚ୍ଚନାଙ୍କ ସମ୍ପର୍କ ଥିବା ସହ ବଡ଼ ବଡ଼ ନେତାଙ୍କ ସହ ତାଙ୍କ…

ଭୂମି ଅଧିକାର ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ…

ବାଲିଯାତ୍ରାରେ ନିମ୍ନମାନର ଖାଦ୍ୟନେଇ ଚଢାଉ, ବାସି ଖାଦ୍ୟକୁ ଫୋପାଡି ଦିଆଗଲା

କଟକ: ଆରମ୍ଭ ହୋଇସାରିଛି ଐତିହାସିକ ବାଲିଯାତ୍ରା । ବିଭିନ୍ନ ରକମର ସାମଗ୍ରୀ ବିକ୍ରି ହେବା ସହ ଖାଦ୍ୟର ଚାହିଦାକୁ ସେତିକି ପ୍ରାଧାନ୍ୟ ଦିଆଯାଇଥାଏ ବାଲିଯାତ୍ରାରେ । ତେବେ ଆଜି କଟକ ବାଲିଯାତ୍ରା ପଡିଆରେ ମହାନଗର ନିଗମ…