
Browsing Category
ରାଜ୍ୟ
Video: ଅବିବେକି ମଣିଷ ତତେ ଧର୍ମ ସହିବନୀ ! ମୋ ସହ ଏମିତି କଲୁ, ମୁଁ ତୋ ପାଇଁ କ’ଣ ନକରିଥିଲି..ତତେ ଟିକେ ଦୟା ଲାଗିଲାନି
ହଇରେ ଅବିବେକି ମରିଷ ମୋର କ୍ଷିର ଖାଇଲୁ ଶେଷରେ ମୋତେ ଜାଳିଦେଲୁ । ମୋର ଦୋଷ କଣ ଥିଲା । ଏଇଆକି ମୁଁ ତତେ ସବୁବେଳେ କ୍ଷୀର ଖାେଇବାକୁ ଦେଉଥିଲି । ମୋତେ କେତେ କଷ୍ଟ ହୋଇଥବ ତୁ ଜାଣିଛୁ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲା…
ମାୟନଗରୀରେ ଓଡ଼ିଆ ମାନଙ୍କ ରହଣି ପାଇଁ ମୁମ୍ବାଇରେ ନିର୍ମାଣ ହେବ ‘ଓଡିଶା ଭବନ’; ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କଲେ…
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ…
ବାଣ ଫୁଟାଇବା ଉପରେ ଲାଗିଲା ପ୍ରତିବନ୍ଧକ, ନମାନିଲେ ଆପଣଙ୍କୁ ବି ହୋଇପାରେ ଜେଲ୍
ନୂଆଦିଲ୍ଲୀ : ଦୀପାବଳୀକୁ ଆଉ କିଛି ଦିନ ବାକି ଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏହା ପୂର୍ବରୁ ବାଣ ଫୁଟାଇବା ଉପରେ କିଛି ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଦେଶର ରାଜଧାନୀ…
BJP Grand Celebration:ନବୀନଙ୍କ ପରେ ଏବେ ଅପରାଜିତଙ୍କ ପାଳି,ବିଜେଡିର ରୋଡ଼ ସୋ ପରେ ଏବେ ବିଜେପି ଦେଖାଇବ ତାର ଦମ
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକାବିଲା କିଏ କରିବ। ବିରୋଧୀ ବିଜେପି ଏବଂ କଂଗ୍ରେସର କଣ ସେମିତି ଚେହେରା ଅଛନ୍ତି, ଯିଏ ନବୀନଙ୍କୁ ରଣହୁଙ୍କାର ଦେଇ ପାରିବେ। ନା ସବୁ ଥର ପରି…
OTET ଆବେଦନ ତାରିଖ ବୃଦ୍ଧି , ଅକ୍ଟୋବର ୨୬ ପର୍ଯ୍ୟନ୍ତ କରିପାରିବେ ..
ଭୁବନେଶ୍ୱର: ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ( ଓଟିଇଟି) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଧାର୍ଯ୍ଯ ହୋଇଥିବା ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ୧୯ ତାରିଖ…
ଆସୁଛି ବାତ୍ୟା ! ୭ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ସମୟରେ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି ।ଏହି ଘୁର୍ଣ୍ଣିବଳୟ…
ସାରଙ୍କୁ ଘାରିଛି ନାଲିପାଣି ନିଶା; ପିଲାଙ୍କୁ ନ ପଢାଇ ଅଚିନ୍ତାରେ ମାଷ୍ଟରଜୀ
ବଲାଙ୍ଗିର: ନିଶାରେ ମାତାଲ ସାର୍ । ସାର୍ କିଛି କରି ପାରୁନାହାନ୍ତି । ଖାଲି ଶୋଇ ରହୁଛନ୍ତି । କର ବି ଟିକେ ଲେଉଟଉ ନାହାନ୍ତି । ପିଲାମାନେ ଏଠି ପାଠ ପଢୁଛନ୍ତି କିନ୍ତୁ ଆଜ୍ଞା, ସାର୍ ଏଠି ଟିକେ ନାଲି ପାଣି ପିଇ…
ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଚନ୍ଦ୍ରଭାଗା ପୁଷ୍କରିଣୀ: ହବିଷ୍ୟାଳିଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
ଅର୍କକ୍ଷେତ୍ର କୋଣାର୍କ ନିକଟ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀକୁ ପ୍ରଶାସନ କ୍ରମାଗତ ଭାବେ ଅବହେଳା କରୁଥିବା ଅଭିଯୋଗ ହୋଇଛି । କାର୍ତ୍ତିକ ବ୍ରତ ମଧ୍ୟରେ ପ୍ରଶାସନ ତୀର୍ଥ ପୁଷ୍କରିଣୀକୁ ସଫା କରିନାହିଁ । ଦୂରାନ୍ତରୁ ଶହ…
UGCର ନୂଆ ପଦକ୍ଷେପ: Cyber Security ପାଠ ପଢ଼ିବେ UG ଓ PG ଛାତ୍ରଛାତ୍ରୀ, ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଦେଶରେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ସୁରକ୍ଷା ଦିଗରେ ସଚେତନ ହୋଇପାରିଲେ ଜଣେ ନାଗରିକ ଡିଜିଟାଲ କ୍ଷେତ୍ରରେ ନିଜକୁ ସୁରକ୍ଷା ଦେଇପାରିବ । ଏଥିପାଇଁ ଚଳିତ…
MLA, MP, Ministerଙ୍କୁ ଉପଯୁକ୍ତ ସମାନ ଦେବେ ସରକାରୀ ଅଫିସର: ନ ମାନିଲେ କାର୍ଯ୍ୟାନୁଷ୍ଠାନ, ନିୟମାବଳୀ ଜାରି କଲା କେନ୍ଦ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନପ୍ରତିନିଧିଙ୍କୁ ମିଳୁନାହିଁ ଉପଯୁକ୍ତ ସମ୍ମାନ । ବିଧାୟକ, ମନ୍ତ୍ରୀ, ସାଂସଦ, ପୂର୍ବତନ ସାଂସଦଙ୍କୁ ସମ୍ମାନ ପ୍ରଦାନ କରିବାରେ କୁଣ୍ଠିତ ନୀତି ଅବଲମ୍ବନ କରୁଛନ୍ତି ସରକାରୀ ଅଫିସରମାନେ ।…