
Browsing Category
ରାଜ୍ୟ
(Video) ଓଃ କି ଚଟକଣୀ ! ମୁଣ୍ଡକୁ ଉଠିଲା ପାରା, ମହିଳାଙ୍କୁ ସେକି ଦେଇଗଲେ ଦୀପିକା
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଖାଇବା ,ପିଇବା ଭୁଲି ନିଜ ପୁଅକୁ ବାପାର ପରିଚୟ ଦେବାକୁ ଯାଇ ସେ…
ଧିରେ ଧିରେ ଖୋଲୁଛି ରହସମୟୀ ବ୍ଲାକମେଲରଙ୍କ ଗୁମର: ଭାଇରାଲ ହେଉଛି ଭିଡିଓ
ଭୂବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରହସ୍ୟମୟୀ ମହିଳାଙ୍କ ଭିଡିଓ ଭାଇରାଲ ହେବାର ଲାଗିଛି । ଯେଉଁ ଭିଡିଓରେ ଜଣେ ମହିଳା ଓ ପୁରୁଷଙ୍କ ସହ ସେ ଥିବା ଜଣାପଡିଛି । ତେବେ ସେହି ଭିଡିଓରେ ସେହି ମହିଳା କୌଣସି ଏକ ହୋଟେଲରେ…
୧୩ରୁ ଯୁକ୍ତ ୩, ୧୭ରୁ ପିଜି ପ୍ରଥମ ବର୍ଷ ପାଠପଢା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ସେହିପରି ୧୭ ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା…
୧୦ ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ଅନୁମୋଦନ: ସୃଷ୍ଟି ହେବ ୫୧୭୦ ନିଯୁକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୦ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ…
ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଆସିଲା ଗାଇଡଲାଇନ୍: ଜାଣନ୍ତୁ କ’ଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ଏକ ଆଦେଶନାମା ଜାରି ହୋଇଛି ।…
ପାରାଦୀପରେ ଚାଲିଛି ‘ଅଗ୍ନିବୀର’ ନିଯୁକ୍ତି ରାଲି: ଜାଣନ୍ତୁ କେତେ ଦିନ ପାଇଁ ?
ପାରାଦୀପ, (ଓଡ଼ିଶା ଭାସ୍କର): ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ଆଜି ଠାରୁ ଆରମ୍ଭ ହୋଇଛି ‘ଅଗ୍ନିବୀର' ନିଯୁକ୍ତି ରାଲି । ଆସନ୍ତା୧୪ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଏହା ଚାଲିବ । ରାଜ୍ୟର ୧୦ଟି ଜିଲ୍ଲାର ୨୦ ହଜାର ୯୪୧…
ରାସ୍ତାକଡ଼ରେ ଖାଦ୍ୟ ବିକୁଥିଲେ ସାବଧାନ୍! BMC ଜାରିକଲା ନୂଆ ନିୟମ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କୁ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଦୃଷ୍ଟିରୁ ବିଏମସି ଅନେକ ସମୟରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଆସୁଛି । ଏହି ପରିପ୍ରେକ୍ଷୀରେ ବିଏମସି ରାସ୍ତାକଡ଼ ଖାଦ୍ୟ ତିଆରି…
ଓଡ଼ିଶାର ଅଧିକାଂଶ ନଦୀର ଜଳ ବିଷ: ରିପୋର୍ଟ ଦାଖଲ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନଦୀର ଜଳକୁ ନେଇ ଏକ ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି । ରାଜ୍ୟର ଅଧିକାଂଶ ନଦୀର ଜଳ ଏବେ ବିଷ ପାଲଟି ଯାଇଛି । ଭୁବନେଶ୍ୱର, କଟକର ଅଧିକାଂଶ ନଦୀର ଜଳର ପ୍ରଦୂଷଣକୁ ନେଇ…
(Video) ସହିପାରିଲେନି ଋଣ ବୋଝ, ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ…
ଋଣ କିସ୍ତି ଦେଇ ନ ଦେଇପାରିବାରୁ ଜଣେ ଟ୍ରକ ମାଲିକ ଜୀବନ ହାରିଛନ୍ତି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ ମୁକୁନ୍ଦ ମହାକୁଡ଼ । ସେ ଟାଟା ଫାଇନାନସ ରୁ ୠଣ କରି ୧୨ ଚକିଆ ଟ୍ରକଟିଏ…
(Video) ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ବନ୍ଧୁକ ଦେଖାଇ ପଶିଥିଲେ ୬ ଦୁର୍ବୁତ୍ତ…
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସ୍ଥିତ ପରଜଙ୍ଗର ବ୍ୟବସାୟୀଙ୍କ ଘରୁ ନଗଦ ଟଙ୍କା ସହ ସୁନାଗହଣା ଲୁଟି କଳାକନା ବୁଲାଇଦେଇଛନ୍ତି ୬ ଦୁର୍ବୁତ୍ତ । ଗତକାଲି ରାତିରେ ପରଜଙ୍ଗ ସାଦନପଡାରେ ଥିବା ବ୍ୟବସାୟୀ ବିନୟ କୁମାର…