Browsing Category

ରାଜ୍ୟ

ସରକାରୀ ସ୍କୁଲରେ ପିଲା ପିଛା ଟଙ୍କା ଖର୍ଚ୍ଚର ହିସାବ: ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବିରୋଧୀଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା…

ଅଯଥା ଗୃହର ସମୟ ନଷ୍ଟ କରନ୍ତୁ ନାହିଁ, ସଂକ୍ଷିପ୍ତ ବିବୃତି ରଖିବାକୁ ପରାମର୍ଶ

ଭୁବନେଶ୍ୱର: ମନ୍ତ୍ରୀଙ୍କ ଲମ୍ବା ଉତ୍ତରକୁ ନେଇ ବିରକ୍ତି ପ୍ରକାଶ କଲେ ବାଚସ୍ପତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦଶ ୧୦ ମିନିଟ ଧରି ଗୃହରେ ଉତ୍ତର ପଢିବାରୁ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ବିକ୍ରମ। ମନ୍ତ୍ରୀଙ୍କୁ…

(Video) ୧୦ ଦିନ ଧରି ଉପଭୋଗ କରିବା ପରେ ଛାଡ଼ିଦେଲା ପ୍ରେମିକ: ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ

ପୁରୀ(ଓଡ଼ିଶା ଭାସ୍କର): ଆଜିକାଲି ବାହାଘରର ଲୋଭ ଦେଖାଇ ପ୍ରେମରେ ଧୋକା ଦେଉଥିବାର ଅନେକ ଘଟଣା ସାମ୍ନାକୁ ଆସୁଛି । କିଏ ଲିଭ-ଇନରେ ରହି ଛାଡ଼ି ଦେଉଛନ୍ତି ତ ଆଉ କିଏ ବାହାଘରରୁ ବଞ୍ଚିବା ପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ…

କାଲି ବାହାରିବ CBSE ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ । କାଲି ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । www.cbse.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ସିବିଏସଇ ରେଜଲ୍ଟ…

ଗମ୍ଭୀର ହେଉଛି କାଶୀପୁର ସ୍ଥିତି: କାଶୀପୁରରେ ୧୦୪ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା, ୮ରେ ପହଞ୍ଚିଲା ମୃତକ ସଂଖ୍ୟା

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗତ ୧୦ ଦିନ ହେବ ବ୍ୟାପିଥିବା ଝାଡାବାନ୍ତି ହଇଜା ବୋଲି ଗତକାଲି ସ୍ପଷ୍ଟ ହେବାପରେ ପ୍ରଭାବିତ ଅଞ୍ଚଳରେ ଏକ ପ୍ରକାର ଭୟାର ବାତାବରଣ ଦେଖାଦେଇଛି।  ଏ ପଟେ ହଇଜା ସ୍ଥିତି…

ଧନ ଦେବୀ ମାଁ ପେଣ୍ଡ୍ରାଣୀ: ପ୍ରତିଶୋଧପରାୟଣ ଦେବୀଙ୍କଠାରୁ ଏକ ସୁଖୀ ଦେବୀ ରୂପେ ପରିଣତ ହେବାର ଇତିହାସ

ନବରଙ୍ଗପୁର: ମାଁ ପେଣ୍ଡ୍ରାଣୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପ୍ରତିଷ୍ଠିତ ଲୋକଦେବୀ। ସଂପ୍ରତ୍ତି ଉମରକୋଟ “ମା ପେଣ୍ଡ୍ରାଣୀ” ଙ୍କ ପୀଠ ପ୍ରସିଦ୍ଧ ଓ ବହୁଚର୍ଚ୍ଚିତ। ସଂପ୍ରତ୍ତି ଉମରକୋଟ “ମାଁ ପେଣ୍ଡ୍ରାଣୀ” ଙ୍କ…

ରାଜ୍ୟରେ ପୁଣି ୧୧୨୨ ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ୨୦୨୧ର ଅପରାଧ ସ୍ଥିତି ନେଇ ରହିଛି ଏପରି ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହବିଭାଗର ଶ୍ୱେତପତ୍ର ଆଜି ପ୍ରକାଶ ପାଇଛି । ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି…

ଭୁବନେଶ୍ୱରରେ ପହଞ୍ଚିଲା ଡା.ଅଜୟ ପରିଡ଼ାଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ଗତକାଲି ଗୌହାଟୀରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ…

ଆଗକୁ ପୁଣି ବଢ଼ିବ ବର୍ଷା, ୨୧ରୁ ପ୍ରବଳ ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ବି ବର୍ଷା ପରିମାଣ କମିଛି। କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିଲା। ତେବେ ଆଜି ବି ସେହିଭଳି ପାଗ ଜାରି…