Browsing Category

ରାଜ୍ୟ

ପାଣିରେ ବୁଡି ୨ ନିଖୋଜ, ହୀରାକୁଦ ଡ୍ୟାମରେ ଗାଧେଇବା ଅଘଟଣ

ସମ୍ବଲପୁର: ହୀରାକୁଦ ଡ୍ୟାମରେ ବୁଡ଼ି ୨ ନିଖୋଜ ହୋଇଯାଇଛନ୍ତି । ବୁର୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାର ଝାଙ୍କରାଣୀ ପୀଠ ନିକଟରେ ଗାଧୋଉଥିବା ସମୟରେ ଏମସିଏଲର ୨ ଜଣ କର୍ମଚାରୀ ଭାସିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି ।…

ଗର୍ଭବତୀଙ୍କୁ ୩ ଥର ଅଲଟ୍ରାସାଉଣ୍ଡ ମାଗଣା: ସରକାରୀ ମେଡିକାଲ ଓ ଘରୋଇ କ୍ଲିନିକରେ ମିଳିବ ସୁବିଧା, ସରକାର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତୃମୃତ୍ୟୁ ହାରକୁ ରୋକିବା ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଗର୍ଭବତୀଙ୍କ ୩ ଥର ଅଲଟ୍ରାସାଉଣ୍ଡ ମାଗଣାରେ କରାଯିବ । ଗଞ୍ଜାମ ଜିଲ୍ଲାପାଳ ଏପରି ଏକ ଅଭିନବ ପଦକ୍ଷେପ…

ଭୁଷୁଡିଲା ସ୍ମାର୍ଟ ସିଟିର ସ୍ମାର୍ଟ ବିଲ୍ଡିଙ୍ଗ: ନିର୍ମାଣ କାମ ସରିବା ପୂର୍ବରୁ ମାଟିରେ ମିଶିଲା ପ୍ରଶାସନିକ ପ୍ରୋଜେକ୍ଟ

ରାଉରକେଲା: ମାଟିରେ ମିଶିଯାଇଛି ସ୍ମାର୍ଟ ସିଟିର ସ୍ମାର୍ଟ ବିଲଡିଙ୍ଗ । ନିର୍ମାଣ କାର୍ୟ୍ୟ ଶେଷ ହେବା ପୂର୍ବରୁ ହିଁ ଭୁଶୁଡ଼ି ପଡିଛି ପ୍ରଶାସନର ଆଉ ଏକ ପ୍ରୋଜେକ୍ଟ । ତେବେ ଏହି ଅଘଟଣରେ ସୌଭାଗ୍ୟ ବଶତଃ କୌଣସି ଧନଜୀବନ…

(Video) ପୁଣି ଶ୍ରୀକ୍ଷେତ୍ରରେ ଅଘଟଣ: ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସରଘରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ସର ଘରେ ନିଆଁ ଲାଗିଛି । ମହାପ୍ରଭୁଙ୍କ ମହାପ୍ରସାଦ ରୋଷେଇ ସାମଗ୍ରୀ ରହୁଥିବା ସରଘରେ…

ଅସ୍ତିତ୍ୱ ହରାଉଛନ୍ତି ବିରୋଧୀ:ଏଭଳି କହି କାହାକୁ ଟାର୍ଗେଟ କରିଲେ ଆଲଭା,ଜାଣନ୍ତୁ……….

ନୂଆଦିଲ୍ଲୀ: ଗତକାଲି ଉପରାଷ୍ଟ୍ରପତି ନିର୍ବାଚନ ସମାପ୍ତି ହୋଇଛି । ଏହା ପରେ ଦେଶକୁ ମିଳିଛି ତାର ନୂଆ ଉପରାଷ୍ଟ୍ରପତି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଆମର ଆଗାମୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଗାମୀ…

Video: ମତେ ସହରେ ପଡିଛି ଖୋଜା…ମୁଁ ୯୯ ରଣୀ ରଜା …୧୦୦ ଜଣଙ୍କୁ ବାହା ହେବି, ଏହା ମୋ ଇଛା

କାକଟପୁର: ଭାରତୀୟ ସମ୍ବିଧାନ ଯେଉଁଠି ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି। ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ ଆଇନରେ ବନ୍ଧା। କିନ୍ତୁ ପୁରୀ ଏମିତି ଏକା ଜାଗା ଯେଉଁଠି ନାରୀମାନଙ୍କ ସ୍ୱାଧୀନତା ଛଡାଇ…

ରାଜ୍ୟରେ କରୋନ ସଂକ୍ରମଣ: କମୁଛି କମ, ବଢ଼ୁଛି ବେଶୀ

ଭୁବନେଶ୍ୱର: ରାଜ୍ୟରେ କମିଛି କରୋନା ଗ୍ରାଫ । ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…

ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ, ରାଜ୍ୟ ସରକାର ପ୍ରସ୍ତୁତ କଲେ ମାର୍ଗଦର୍ଶିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ । ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ମ୍ୟୁନିସିପାଲିଟି ଅଞ୍ଚଳରେ ଏହାକୁ ଖୁବଶୀଘ୍ର ଲାଗୁ କରାଯିବ । ଗ୍ରାମାଞ୍ଚଳ ପରେ ଏବେ…

ବଢ଼ିଲା ଗୃହରକ୍ଷୀଙ୍କ ଭତ୍ତା: ଡ୍ୟୁଟି କଲ୍‌ ଅପ୍‌ ଭତ୍ତା ୩୮% ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ରାଜ୍ୟର ଗୃହରକ୍ଷୀମାନଙ୍କ ପାଇଁ ଖୁସି ଖବର। ଗୃହରକ୍ଷୀମାନଙ୍କ କଲ୍‌ ଅପ୍‌ ଭତ୍ତା ୩୮% ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତରେ ବସିଥିବା ବୈଠକ ପରେ ଏହି ନିଷ୍ପତି ନିଆଯାଇଛି।…

Video: ସରକାରୀ ବ୍ରାଣ୍ଡ ପାନ କରି କମାଲ୍ କରିଲେ ସରକାରୀ କର୍ମଚାରୀ…

ଗଂଜାମ: ଡ୍ୟୁଟି ସମୟରେ ଡ୍ୟୁଟି ନ କରି ମଦ ପିଇ ରାସ୍ତାରେ ଗଡୁଛନ୍ତି ସରକାରୀ କର୍ମଚାରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ। ଅଫିସ୍ ସମୟରେ ଅଫିସ୍ରେ ନରହି ଜଣେ ସରକାରୀ କର୍ମଚାରୀ ରାସ୍ତାକଡ଼ରେ ମଦ ପିଇ…