Browsing Category

ରାଜ୍ୟ

SCBରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

କଟକ(ଓଡ଼ିଶା ଭାସ୍କର): ଏସସିବିରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ ହୋଇଛି । ଇକମୋ ସେବା ଆରମ୍ଭ ପରେ ଚତୁର୍ଥ ରୋଗୀ ଭାବେ ସେ ଆଖି ବୁଜିଛନ୍ତି । ମୃତକ ନିଶ୍ଚିତକୋଇଲି ଅଞ୍ଚଳର ଜଣେ ମହିଳା ହୋଇଥିବା…

ଓଏଏସ ସ୍ତରରେ ଏକ ବଡ଼ଧରଣର ବଦଳି, ଭୁବନେଶ୍ୱର ଜେଲ୍‌ ନିର୍ଦ୍ଦେଶାଳୟରେ ଅତିରିକ୍ତ ଆଇଜି ଭାବେ ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ଓଏଏସ୍‌ ସୀତାରାମ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ବୁଧବାର ଓଏଏସ ଅଫିସରସ୍ତରରେ ଏକ ବଡ଼ଧରଣର ବଦଳି କରିଛନ୍ତି । ୪ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ସମେତ ମୋଟ ୪୩ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି । ରାଜସ୍ୱ ଓ ବିର୍ଯ୍ୟୟ…

ପୁତ୍ରହନ୍ତା ଜଲାଦ୍ ବାପାକୁ ଧରିଲା ପୋଲିସ, ୧୩ ଦିନ ହେବ ଥିଲା ଫେରାର

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗ୍ରାମର ଯଦୁମଣୀ ମୁଣ୍ଡା ନିଜ ବନ୍ଧୁକ ଦ୍ୱାରା ପୁଅକୁ ଗୁଳି କରି ଗଣେଶ ପୂଜା ଦିନ ଘଟଣା ସ୍ଥଳରୁ ଫେରାର ହୋଇଯାଇଥଲା । ଏହି ଘଟଣାରେ ୧୩ ଦିନ ପରେ ବାରଙ୍ଗ…

୨୪ରେ ଆଉ ଏକ ଲଘୁଚାପ, ୨୫ରୁ ପ୍ରବଳ ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର…

ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ ଗସ୍ତ; ୨୩ଟି ପ୍ରକଳ୍ପ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ

ପାଟଣାଗଡ(ଓଡ଼ିଶା ଭାସ୍କର): ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବା ସହ ବିଜୁ ସ୍ୱାସ୍ଥ୍ୟ…

ଆଞ୍ଜେଲ ପିହୁଙ୍କ ହନିଟ୍ରାପ; ହ୍ୱାଟ୍ସଆପରେ ଲୁଟି ନେଲେ ୧୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ହାତରେ ଧରା ପଡିଲେ ଆଞ୍ଜେଲ ପିହୁ । ନିଜକୁ ପ୍ରତିଷ୍ଠିତ କଲେଜର କର୍ମଚାରୀ କିମ୍ବା ଇନ୍ସୁରାନ୍ସ ଏଜେଣ୍ଟ କହି ହ୍ୱାଟସଆପରେ ଚାଟିଙ୍ଗ କରୁଥିଲେ ଓ ମିଠା ମିଠା କଥା କହି…

ଜଳକା ନଦୀରେ ୫ ଶହ ପୁଟର ଘାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରସ୍ଥିତି । ବାଲେଶ୍ୱରରେ ରହିଥିବା ଜଳକା ନଦୀରେ ୫୦୦ ଫୁଟର ଘାଇ ସୃଷ୍ଟି ହେବା କାରଣରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଛି । ଏକତାଳି…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ

ବଲାଙ୍ଗିର(ଓଡ଼ିଶା ଭାସ୍କର): ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଛି ସ୍ୱାମୀ । ଏଭଳି ଅଘଟଣ ବଲାଙ୍ଗିର ଜିଲ୍ଲା ପୁଇଁତଳା ତାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି । ସ୍ୱାମୀର ଆକ୍ରମଣ…

DRDO ମାମଲା: ଅଭିଯୁକ୍ତଙ୍କଠାରୁ ମିଳିଛି ସାଙ୍ଘାତିକ ତଥ୍ୟ, କହିଲେ – ‘ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର DRDO ଗୁପ୍ତ ତଥ୍ୟ ଲିକ ମାମଲାରେ ଅଭିଯୁକ୍ତଙ୍କଠାରୁ ମିଳୁଛି ସାଙ୍ଘାତିକ ତଥ୍ୟ । ରିମାଣ୍ଡରେ ଆଣି ଗିରଫ ଅଭିଯୁକ୍ତମାନଙ୍କୁ ଜେରା ଚାଲିଛି । ଫଳରେ ସେମାନଙ୍କ ଠାରୁ ନୂଆ ନୂଆ…

କରୋନାରେ ରାଜ୍ୟରୁ ଗଡ଼ିଲା ୪ ମୁଣ୍ଡ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…