Browsing Category

ରାଜ୍ୟ

ଖୁସି ଖବର: ଓଡ଼ିଶାରୁ ଆଜି ୪ ହଜାର ୫୮୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪ ହଜାର ୫୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଓଡ଼ିଆ ଝିଅ-ହକିତାରକା ହେଲେ ଉପ-ଅଧିନାୟିକା, ଟୋକିଓ ଅଲିମ୍ପିକ୍ ପାଇଁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ଇଣ୍ଡିଆ ପକ୍ଷରୁ ଓଡ଼ିଆ ଝିଅ ତଥା ହକି ତାରକା ଦୀପ୍ ଗ୍ରେସ୍ ଏକ୍କାଙ୍କୁ ମିଳିଛି ଗୁରୁଦାୟିତ୍ୱ । ସେ ଟୋକିଓ ଅଲିମ୍ପିକି ପାଇଁ ଦଳର ଉପ- ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇବେ । ଫଳରେ…

ସମୟ ପୂର୍ବରୁ ୧୬ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଦଣ୍ଡ ସମୀକ୍ଷା କମିଟିର ସୁପାରିଶ ଆଧାରରେ ସମୟ ପୂର୍ବରୁ ୧୬ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ଜେଲରୁ ଛାଡିବା ପାଇଁ ଜେଲଗୁଡିକୁ ଆଦେଶ…

‘ବନ୍ଦ’ ସୁଯୋଗରେ ଖୋଲାଖୋଲି ଚାଲିଛି ଦେହ ବ୍ୟବସାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଲୋକେ ଡହଳ ବିକଳ ହେଉଛନ୍ତି । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । କିନ୍ତୁ ଏଭଳି ସଂକଟକାଳରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ କମୁନି ।…

ଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇର ବହୁ ପ୍ରତୀକ୍ଷିତ ୪ ଚକିଆ ଯାନ ଆଲକାଜାର । ଯାହାର ଶୁଭ ଉନ୍ମୋଚନ କରିଛନ୍ତି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ୟ୍ୟ। କୋଭିଡ…

ୟୁଟ୍ୟୁବ୍ ପାଠପଢ଼ା ଓ ଇ-ମୂଲ୍ୟାୟନକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ୍, ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଭାବ ପକାଇଛି । ସରକାରଙ୍କ ଅନଲାଇନ ବ୍ୟବସ୍ଥାରେ ମଧ୍ୟ ଅନେକ ଅସୁବିଧା ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରଥମରୁ ଦଶମ…

ଫୁସଫୁସ୍ ସଂକ୍ରମଣ କରୋନା ରୋଗୀଙ୍କ ମୃତ୍ୟୁର ଅନ୍ୟତମ କାରଣ, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି

ବର୍ତ୍ତମାନ ସମୟରେ ଫୁସଫୁସ୍ ସଂକ୍ରମଣ କାରଣରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଶରୀରରେ ଫୁସଫୁସ୍ ଅଚଳ ହେଲେ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନର ଆବଶ୍ୟକତା ପଡ଼ିଥାଏ । ମାତ୍ର…

ଆଜିଠାରୁ YouTubeରେ ହେବ ଶିକ୍ଷାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଅନଲାଇନରେ ହେବ ପାଠପଢ଼ା । ମହାମାରୀ କରୋନା ଯୋଗୁଁ ୨୦୨୧-୨୨ର ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଗଣ ଶିକ୍ଷାମନ୍ତ୍ରୀ ଯୋଜନା କରିଛନ୍ତି ଆଜି ଠାରୁ…

ରାଜ୍ୟରେ କରୋନା ମୃତ୍ୟୁ ଉପରେ ରହୁନି ନିୟନ୍ତ୍ରଣ: ଆଜି ୪୩ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୦୩୧ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…