Browsing Category
ରାଜ୍ୟ
ପ୍ରେମରେ କଣ୍ଟା ସାଜିଲା ସରକାରୀ ଚାକିରି, ହତାଶ ପ୍ରେମିକ ଉଠାଇଲେ ବନ୍ଧୁକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ସେ ଝିଅ ମୋତେ ଭଲ ପାଉଥିଲା । ଯଦି ପ୍ରମାଣ ଦରକାର, ତେବେ ମୋବାଇଲ ଦେଖନ୍ତୁ, ସେଥିରେ ସବୁ ଅଛି । ଝିଅ ଧୋକ୍କା ଦେଲା ବୋଲି ମୁଁ ଏହି କାରନାମା କରିନାହିଁ । ଆମେ ଦୁଇଜଣ ଏକା ଜାତିର ଆଉ…
ଆଂଶିକ ଲକଡାଉନରେ ରାଜଧାନୀରେ କ’ଣ ଖୋଲା ଆଉ କ’ଣ ବନ୍ଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୪ ଦିନିଆ ଆଂଶିକ ଲକଡାଉନ୍ ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ ୫ଟାରୁ ଆସନ୍ତା ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହା ଜାରି…
ରାଜ୍ୟରେ ଜୁଲାଇ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରାଯାଇଛି । ରାଜ୍ୟରେ ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ୍ ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ…
ରାଜ୍ୟରେ କୋହଳ ହେଲା କଟକଣା, ସକାଳ ୬ଟାରୁ ସନ୍ଧ୍ୟା ୫ ଖୋଲା ରହିବ ଦୋକାନ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ କୋହଳ କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଅବଶିଷ୍ଟ…
ମାନିଲା ବିକ୍ରମ, ୨ ବର୍ଷ ତଳୁ ରଖିଥିଲା ପିସ୍ତଲ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଆତଙ୍କରାଜ ଘଟଣାକୁ ନେଇ ଏକ ନୂଆ ଖୁଲାସା ହୋଇଛି । ଘଟଣାର ମୁଖ୍ୟ ନାୟକ କୁହାଯାଉଥିବା ବିକ୍ରମ ପଣ୍ଡା ବର୍ତ୍ତମାନ ପୋଲିସ ହେପାଜତରେ ରହିଥବା ବେଳେ ସେ ଏହି…
ବଢ଼ିବ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ, ଲାଗିବ ଶ୍ରୀମନ୍ଦିରରେ 3D ଲାଇଟ୍
ପୁରୀ(ଓଡ଼ିଶା ଭାସ୍କର): ପ୍ରତ୍ନତତ୍ତ୍ୱ ବିଭାଗ ନେଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶ୍ରୀମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଖର୍ଚ୍ଚ କରିବ ଦେଢ଼ କୋଟି ଟଙ୍କା । ଆଉ ଲାଗିବ ମୂଲ୍ୟବାନ ଥ୍ରୀ-ଡି ଲାଇଟ୍ । ଫଳରେ…
ଆଜି ଦିନ ୧.୩୦ ମିନିଟରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ହୋଇପାରେ ଅନଲକ୍ ନିଷ୍ପତ୍ତି
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ଦିନ ୧ଟା ୩୦ ମିନିଟ୍ ସମୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ଆସନ୍ତାକାଲି ଲକଡାଉନ ଅବଧି ସମ୍ପୂର୍ଣ୍ଣ ହେଉଛି । ତେଣୁ ଶ୍ରୀ…
ଭାଣିଜୀଙ୍କୁ ମିଳିଗଲା ବ୍ୟାଙ୍କ ଅଫିସର, କାଫେ ମାଲିକଙ୍କୁ କିଏ ପଚାରେ, ତେଣୁ ବଢ଼ିଥିଲା ବିକ୍ରମଙ୍କ ମାନସିକ ଚାପ
ବଲାଙ୍ଗିର, (ଓଡିଶା ଭାସ୍କର): ଗତକାଲି ବଲାଙ୍ଗିରରେ ଘଟିଥିବା ଆତଙ୍କରାଜ ଘଟଣାର ସୃଷ୍ଟିକର୍ତ୍ତା ବିକ୍ରମ ପଣ୍ଡାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସଭିଙ୍କ ମନରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ- କିଏ ଏହି ବିକ୍ରମ,…
‘ଭାଣିଜୀ’କୁ ପାଇବାକୁ ବିକ୍ରମ ମୁଣ୍ଡରେ ‘ବେତାଳ’, ମାମୁ-ମାଇଁଙ୍କ ମୁଣ୍ଡରେ ପିସ୍ତଲ ରହିଲା ୩ ଘଣ୍ଟା
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ମୋତେ ତୁମ ଭାଣିଜୀକୁ ଦିଅ। ନହେଲେ ଛାଡ଼ିବିନି। ସମସ୍ତଙ୍କୁ ମାରିଦେବି। ପୁଅର ମୁଣ୍ଡରେ ପିସ୍ତଲ ଲଗାଇ ‘ମାମୁ-ମାଇଁ’ଙ୍କୁ ଧମକ। ଫିଲ୍ମ ଷ୍ଟାଇଲ୍ରେ ରିଅଲ୍ କାହାଣୀ। ତଥାକଥିତ…
ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ECMO ମେସିନ୍ ସମସ୍ୟା: ହାତ ମିଳାଇଲେ ସରକାରୀ ଓ ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟକୁ ଆସିବ ୧୫ଟି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଇସିଏମଓ) ମେସିନ୍ । ଏନେଇ ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିଛି । ଭୁବନେଶ୍ୱରରେ ମାତ୍ର ଦୁଇଟି ଘରୋଇ…