
Browsing Category
ରାଜ୍ୟ
ନର୍ସ ଡେ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧୨ା୫: ଆଜି ହେଉଛି ଅନ୍ତର୍ଜାତୀୟ ନର୍ସ ଡେ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନର୍ସମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନକୁ…
ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଯବାନଙ୍କୁ ଗଳାକାଟି ହତ୍ୟା ।
ମାଲକାନଗିରି, 12/5 : ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି । ଦୋର୍ଣ୍ଣାପାଲ ଥାନା ଅନ୍ତର୍ଗତ ପେଟା ଗାଁରେ ଏହି ଘଟଣା…
କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ଅଶୋକ: ଲୋକଙ୍କୁ ମାଗଣାରେ ଯୋଗାଉଛନ୍ତି ଅକ୍ସିଜେନ୍
କେନ୍ଦୁଝର, ୧୨ା୫ (ଓଡିଶା ଭାସ୍କର): ରାଜ୍ୟରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଛି । ରୋଗୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚିକିତ୍ସା ପାଇଁ ବେଡ୍ ଓ ଅକ୍ସିଜେନର ଅତ୍ୟଧିକ ଆବଶ୍ୟକତା ପଡ଼ୁଛି । ବର୍ତ୍ତମାନ ସମୟରେ…
ବଦଳିଲା ଟିକାକରଣ ନିୟମ: ଏଣିକି ୨୮ ଦିନ ନୁହେଁ, ୪୨ ଦିନ ପରେ ମିଳିବ ଟିକା
ଭୁବନେଶ୍ୱର, ୧୨ା୫ (ଓଡିଶା ଭାସ୍କର): ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା ପାଇଁ କୋ-ୱିନ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି । ଏଣିକି ପ୍ରଥମ ଡୋଜ୍ ଦେବାର ୪୨ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍ ଟିକା । ପୂର୍ବରୁ ପ୍ରଥମ…
ସଞ୍ଜୟ କୁମାର ସିଂହ ନୂଆ ବିଏମସି କମିଶନର
ଭୁବନେଶ୍ୱର, ୧୨ା୫ (ଓଡିଶା ଭାସ୍କର): କରୋନା ସମୟରେ ବଦଳିଲେ ବିଏମସି କମିଶନର । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଚୌଧୁରୀଙ୍କ ସ୍ଥାନରେ ନୂଆ ବିଏମସି…
କେନ୍ଦୁଝର ଜେଲରେ ୯ କଏଦୀ କରୋନାରେ ଆକ୍ରାନ୍ତ
କେନ୍ଦୁଝର, ୧୨ା୫ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏବେ କେନ୍ଦୁଝର ଜେଲରେ ପଶିଛି କରୋନା । କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ମାସ ୨୮…
ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ଗଳାକାଟି ହତ୍ୟା
ମାଲକାନଗିରି,୧୨ ।୫(ଓଡିଶା ଭାସ୍କର): କରୋନା କାଳରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଯବାନଙ୍କୁ ଅପହରଣ କରିବା ପରେ ଗଳାକାଟି ଅତି ନୃଂଶସ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ…
ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୭ ଆକ୍ରାନ୍ତ
ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…
ଓଡିଶାରେ ଆଜି ୧୦,୯୮୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ପୁଣି ୧୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ…
ଭୁବନେଶ୍ୱର ଭବାନୀ ମଲରେ କୋଭିଡ ଟେଷ୍ଟ
ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): କୋଭିଡ ଟେଷ୍ଟକୁ ଆହୁରି ସୁଗମ କରିବାକୁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଉଛି । ଭୁବନେଶ୍ୱର ସହିଦନଗର ସ୍ଥିତ ଭବାନୀ ମଲରେ କୋଭିଡ…