Browsing Category

ରାଜ୍ୟ

ପୁଣି ୪ ଦିନ ବନ୍ଦ ହେଲା ଭୁବନେଶ୍ୱର ୟୁନିଟ୍-୧ SBI

ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) : ପୁଣି ୪ ଦିନ ବନ୍ଦ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ SBI ମୁଖ୍ୟ ବ୍ରାଞ୍ଚ୍। ୨୫ରୁ ଅଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ସିଲ୍ କରାଯାଇଛି । ୮ରୁ ୧୧ ତାରିଖ…

ବର୍ଦ୍ଧିତ କରୋନା ସଂକ୍ରମଣକୁ ନେଇ ବିଏମସି କମିସନଙ୍କ ପ୍ରତିକ୍ରିୟା: ଆବାସିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ…

ଭୁବନେଶ୍ୱର, ୮|୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଏହାକୁ ନଜରରେ ରଖି ରାଜ୍ୟରେ ସ୍ପେଶାଲ୍ ଡ୍ରାଇଭ୍ କରୁଛନ୍ତି । ଏଥିରେ କରୋନା ନିୟମ ମାନୁନଥିବା ମଲ୍, ବଜାର, ଦୋକାନ ଆଦିରେ…

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସିଲ୍ ହେଲା ଗୁଣୁପୁରୁ GIET ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) :  ୩ ଦିନ ପାଇଁ ବନ୍ଦ ହେଲା ଗୁଣୁପୁର ସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି ବା GIET । ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ୍ ବାହାରିବା ପରେ…

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ, ୮|୪ (ଓଡିଶା ଭାସ୍କର) : କଟକରେ କୋଚିଂ ସେଣ୍ଟର ସିଲ୍ । କୋଭିଡ୍ ନିୟମ ଉଲଂଘନ କରିଥିବାରୁ କଟକର ମହିନ୍ଦ୍ରା କୋଚିଂ ସେଣ୍ଟରକୁ ଆଜି ସକାଳୁ ସକାଳୁ ସିଲ୍ କରାଯାଇଛି । ଏହାକୁ ସିଲ୍ କରିଛି ସିଏମସି । ରାଜ୍ୟରେ…

ରାଜ୍ୟରେ ୮୭୯ ନୁଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୮|୪ (ଓଡିଶା ଭାସ୍କର) : ରାଜ୍ୟରେ ବେଲଗାମ କରୋନା ସ୍ଥିତି । କରୋନାର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । କ୍ରମାଗତ ଭାବରେ କରୋନା ଗ୍ରାଫ୍ ଶୀର୍ଷ ଛୁଇଁବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା…

ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ମୃତ

ମାଲକାନଗିରି 8/4: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ମୋଟୁ ଥାନା ଅନ୍ତର୍ଗତ କାଲିମେଳା -ମୋଟୁ 326 ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ର କତାଗୁଡା ଗ୍ରାମ ନିକଟରେ ସଡକ ଦୁର୍ଘଟଣା ରେ ଜଣେ ବାଇକ ଆରୋହି ଙ୍କ…

ଘରୋଇ ସଂସ୍ଥା ଓ ଅଫିସରେ ଟୀକାକରଣ ପାଇଁ କେନ୍ଦ୍ରରୁ ମିଳିଲା ଅନୁମତି

ଭୁବନେଶ୍ୱର  ୭ା୪ (ଓଡିଶା ଭାସ୍କର): ଘରୋଇ ସଂସ୍ଥା ଓ ଅଫିସରେ ଟୀକାକରଣ ପାଇଁ କେନ୍ଦ୍ରରୁ ମିଳିଲା ଅନୁମତି । ୧୦୦ରୁ ଅଧିକ ଜଣ ଥିଲେ ଟୀକା ନେବା ପାଇଁ ବ୍ୟବସ୍ଥା କରାଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ…

ନବମ ଓ ଏକାଦଶ କ୍ଲାସ୍ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର  ୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ବଢୁଥିବା ଦେଖି ନବମ ଓ ଏକାଦଶ କ୍ଲାସ୍ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ସରକାରୀ,…

ଦେଶର ଏହି ଜିଲ୍ଲା ରେ ଲାଗିଲା ସଂପୂର୍ଣ୍ଣ ଲକଡାଉନ

ଦେଶ ରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିପାଇଁ ବିଭିନ୍ନ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସଂକ୍ରମଣ କୁ ରୋକିବାକୁ ନାଇଟ୍ ର୍କଫ୍ୟୁ ଓ ଲକଡାଉନ ଲଗାଉଛନ୍ତି । ଏକ ବଡ ଘଟଣାକ୍ରମେ ଛତିଶଗଡ଼ର…

ମହାନଦୀ ପଠାରେ ପହଞ୍ଚିଲେ ଏନଜିଟି ଟିମ୍

କଟକ,  ୭ା୪ (ଓଡିଶା ଭାସ୍କର) : କଟକ ମହାନଦୀ ହାଡିଆପଠାକୁ ବାଲିରେ ପୋତିବା ପ୍ରସଙ୍ଗରେ ମହାନଦୀ ପଠାରେ ପହଞ୍ଚିଲେ ଏନଜିଟି ଟିମ୍ । ଏନଜିଟିର ପୁରା ଟିମ୍ ସେଠାରେ ପହଞ୍ଚି ପୋତିଥିବା ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି ।…