
Browsing Category
ରାଜ୍ୟ
କାଲିଠୁ ‘ମୋ ବସ୍’ ଯାତାୟତରେ କଟକଣା, ଜାଣନ୍ତୁ କ’ଣ?
ଭୁବନେଶ୍ୱର,୧୭ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏନେଇ ରାଜ୍ୟରେ କଟକଣା ଲାଗୁ ସହ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏହାରି ମଧ୍ୟରେ ଟ୍ୱିନ ସିଟିରେ ନାଇଟ କର୍ଫ୍ୟୁ…
ବିବାହ ପାଇଁ ଜିଦ୍ କରିବାରୁ ପ୍ରେମିକାକୁ ମାରିଦେଲା ବିବାହିତ ପୁରୁଷ
ଯାଜପୁର୧୭ ।୪ (ଓଡିଶା ଭାସ୍କର) : ପ୍ରେମ ଏକ ଏମିତି ଶବ୍ଦ ଯାହା ପରକୁ ଆପଣାର କରିପାରେ । ଏହି ପ୍ରେମର ଅର୍ଥ ସମସ୍ତଙ୍କ ପାଇଁ ସମାନ ନ ଥାଏ । କିଏ ସ୍ୱାସତ ଭଳି ଭଲପାଇ ଥାଏ ତ ଆଉ କିଏ ସ୍ୱାର୍ଥ ପାଇଁ ଭଲ ପାଇଥାଏ ।…
ଯୌତୁକ ଦିଅ ନହେଲେ ଶାଳୀ ସହ ବିବାହ କର
ବୌଦ୍ଧ, ୧୭ ।୪ (ଓଡିଶା ଭାସ୍କର) : ବିବାହକୁ ପୁରିଗଲାଣି ୪ ବର୍ଷ ହେଲେ ଏବେ ଯାଏଁ ଯୌତୁକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ମହିଳା । ପତ୍ନୀଠାରୁ ଯୌତୁକ ଦାବି କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ…
ହାଇଦରକୁ ଖସାଇବା ପାଇଁ ଚାରି ମାସ ତଳୁ ଆରମ୍ଭ ହୋଇଥିଲା ଷଡଯନ୍ତ୍ର, ପରିବାର ଲୋକ ରହିଥିଲେ ସାମିଲ
କଟକ, ୧୭ ।୪ (ଓଡିଶା ଭାସ୍କର) : ଏପ୍ରିଲ୍ ୧୦ ତାରିଖରେ ହାଇଦରକୁ କଟକ ଏସସିବିରୁ ଯୋଜନା ମୁତାବକ ଖସାଇ ନିଆଯାଇଥିଲା । ତାକୁ ଖସାଇ ନେବାରେ ଧରମପୁଅ ଏବଂ କିଛି ସହଯୋଗୀ ମିଶି କଟକ ଜୋବ୍ରାରେ ଥିବା ଏକ ଭଡାଘରେ…
ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱରରେ ଲାଗୁ ହେବ ୧୪୪ ଧାରା
ଭୁବନେଶ୍ୱର ୧୭ ।୪ (ଓଡିଶା ଭାସ୍କର) : ଟ୍ୱିନ୍ ସିଟିରେ ଲାଗୁ ହେବ ୧୪୪ ଧାରା । ଆଜି ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱର ଲାଗୁ ହେବ ୧୪୪ ଧାରା । ରାତି ୯ଟାରୁ ସକାଳ ୫ ଟା ଯାଏ ଜାରି ରହିବ ଏହି ଧାରା । ପୋଲିସ୍…
ସୁସ୍ଥ ହେବା ପରେ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟାର ହାଇଦର୍
କଟକ, ୧୭ ।୪ (ଓଡିଶା ଭାସ୍କର) : କଟକ ଏସସିବିରୁ ଫେରାର୍ ହୋଇଯିବା ପରେ ପୁଣି ପୋଲିସ୍ କବଜାକୁ ଆସିଛି ଗ୍ୟାଙ୍ଗଷ୍ଟାର ହାଇଦର୍ । ହେଲେ ଗତକାଲି ସେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି…
Gold shines again, know what is the rate of 10 grams 22ct-24ct gold today
The price of 22-k gold (per 10 grams) in Bhubaneswar is ₹ 44,010 today while the price of 24k gold (per 10 grams) is ₹ 48,010 today.
ଆଜିଠାରୁ ରାଜ୍ୟର ଏହି ସହରରେ ଲାଗୁ ହେଲା ସଟଡାଉନ୍
ରାଉରକେଲା, ୧୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ରାଜ୍ୟର ସର୍ବାଧିକ ୫୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ…
ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ଭୁବନେଶ୍ୱର ୧୭ ।୪ (ଓଡିଶା ଭାସ୍କର) : ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଆସନ୍ତା ୨୦ ତାରିଖ ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରଥ ଟଣା ଯିବ ।…
ବଲିଉଡରେ ଚମକିଲେ ଓଡ଼ିଆ ପୁଅ ରତିକାନ୍ତ
ଭୁବନେଶ୍ୱର, ୧୭ା୪ (ଓଡିଶା ଭାସ୍କର): ପୁଣି ଆଉ ଜଣେ ଓଡ଼ିଆ ପୁଅ ବଲିଉଡରେ ନିଜର କମାଲ୍ ଦେଖାଇଛନ୍ତି । କଲ ସେଣ୍ଟର ବୟରୁ ବଲିଉଡରେ ନିଜର ଝଲକ ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲାର ବାଲିଆପାଳର ରତିକାନ୍ତ କାମିଳା । ନିକଟରେ…