Browsing Category

ରାଜ୍ୟ

ସମ୍ ଓ କିମସରେ ୯୫୦ ‘କରୋନା’ ବେଡ୍

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ଚିକିତ୍ସା ପାଇଁ ସହଯୋଗ ଲୋଡିଲେ ରାଜ୍ୟ ସରକାର । ଏନେଇ ଘରୋଇ ହସ୍ପିଟାଲର ସହଯୋଗ ଲୋଡିଛନ୍ତି ସରକାର । ସମ୍ ଓ କିମ୍ସ ସହ ଅସ୍ଥାୟୀ ସହ ହସ୍ପିଟାଲ ନିର୍ମାଣ କରିବାକୁ ଚୁକ୍ତି…

ଓଡ଼ିଆଙ୍କ ସୁରକ୍ଷା ଓ ସୁବିଧା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ସୁରକ୍ଷା ଓ ସୁବିଧା ପାଇଁ ସେ ଚିଠି ଲେଖିଛନ୍ତି । କରୋନା ପାଇଁ ଦେଶର…

ଓଡ଼ିଶା ବାହାରେ ରହିଯାଇଛନ୍ତି କି? ସହାୟତା ପାଇଁ ଡ଼ାଏଲ କରନ୍ତୁ ରାଜ୍ୟ ସରକାରଙ୍କ ଏହି ନମ୍ବରକୁ..

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ଲକ୍ ଡ଼ାଉନ ଯୋଗୁଁ ରାଜ୍ୟ ବାହାରେ ଏବେ ବି ହଜାର ହଜାର ଓଡ଼ିଆ ଫସି ରହିଛନ୍ତି । ନା ସେ କାମ କରିବାକୁ ଯାଇଥିବା ଅନ୍ୟ ରାଜ୍ୟର ହୋଇପାରୁଛନ୍ତି ନା ନିଜ ରାଜ୍ୟର । କରୋନା ପରି ଭୟଙ୍କର…

ଦର ବୃଦ୍ଧି ଓ ଶ୍ରମିକଙ୍କ ପ୍ରସଙ୍ଗରେ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଚିନ୍ତା

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରେନା ଭାଇରସ୍ । କରୋନା ମୁକାବିଲା ନେଇ ହୋଇଥିବା ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ଶେଷ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ…

ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ଅତ୍ୟାବଶ୍ୟକ ସାମଗ୍ରୀ କିଣିବାବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି । ସମସ୍ତ ଦୋକାନ, ଷ୍ଟୋର ଓ ବ୍ୟବସାୟୀ…

୨ଟି ବ୍ୟାଙ୍କରେ ରହିବ ଜଗା ଟଙ୍କା

ପୁରୀ,୨୬ ।୩(ଓଡିଶା ଭାସ୍କର): ୨ଟି ବ୍ୟାଙ୍କରେ ଜମା ହେବ ଶ୍ରୀମନ୍ଦିର କର୍ପସ ଓ ଟେମ୍ପଲ ଫଣ୍ଡ । ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଟଙ୍କା ଜମା ହେବ । ଏହି କ୍ରମରେ ବର୍ଷକୁ ୬.୨୬% ସୁଧରେ ୨୮୭…

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ…

ମୋବାଇଲ ଭେଣ୍ଡିଂ ସେବା ଆରମ୍ଭ କରିବ ବିଏମସି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ମୋବାଇଲ ଭେଣ୍ଡି ସେବା ଆରମ୍ଭ…

ୟୁନିଟ୍ -୧ ପରିବା ହାଟ ରାଜମହଲକୁ ସ୍ଥାନାନ୍ତର

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର):ସାମାଜିକ ଦୂରତ୍ୱ ରକ୍ଷା ପାଇଁ ୟୁନିଟ-୧ ପରିବା ହାଟକୁ ସ୍ଥାନାନ୍ତରଣ କରାଯାଇଛି । ହାଟରେ ଜନଗହଳି ହେଉଥିବାରୁ ବିଏମସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ହାଟ ପଛପଟେ ଥିବା…