
Browsing Category
ରାଜ୍ୟ
ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ, ଘଟଣାସ୍ଥଳରୁ ଗାଡ଼ି ଫେରାର, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି…
ନିର୍ବାଚନ ପାଇଁ ରାଜନୀତି ସରଗରମ : BJDରେ ମିଶିଲେ ବିଜେପିର ଏହି ବରିଷ୍ଠ ନେତା
ଗଞ୍ଜାମ : ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଉଠିଛି । ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଦଳ ଅଦଳ ବଦଳ…
(Video) ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଲେ ପତ୍ନୀ ଜାଗୃତି ପଣ୍ଡା
ପୁରୀ: ରୋଚକ ହେଉଛି ପିପିଲି ରାଜନୀତି । ବିଜେଡିରୁ ଲଢୁଛନ୍ତି ରୁଦ୍ର ମହାରଥୀ । ସ୍ତ୍ରୀ ଜାଗୃତି ପଣ୍ଡା ହେଲେ ସ୍ୱାଧୀନ ପ୍ରାର୍ଥୀ । ରାଜ୍ୟ ରାଜନୀତିରେ ନିର୍ବାଚନୀ ଉଷ୍ମତା ଭିତରେ ପିପିଲିରୁ ଆସିଛି ବଡ ଖବର ।…
ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି; ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: (ଓଡ଼ିଶା ଭାସ୍କର) ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି । ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆପାତତଃ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ…
(Video) ହଠାତ୍ ଲାଗିଲା ନିଆଁ; ଜଲିଗଲା ୬୦ଟି ଘର, ପାଉଁଶ ତଳେ ନିଜର ଜରୁରୀ ଜିନିଷ ଖୋଜୁଛନ୍ତି ଗାଁ ଲୋକେ
ମୟୁରଭଞ୍ଜ: କିଛି କୁଆଡେ ନଥିଲା ହଠାତ୍ ଲାଗିଲା ନିଆଁ ଗୋଟିଏ ଘର ନୁହେଁ ଏକା ସାଙ୍ଗରେ ଜଲିଗଲା ୬୦ଟି ଘର। ଘରେ ଏମିତି ନିଆଁ ଲାଗିଲା ଯେ ଘରୁ କିଛି ବି ବାହାର ପାରିଲେନି ଗାଁ ଲୋକେ। ପୁରା ଗାଁକୁ ଛାରଖାର କରିଦେଇଛି ଏହି…
(Video) କେନ୍ଦ୍ରାପଡ଼ାରେ ବଦଳିବେ ଲୋକସଭା ପ୍ରାର୍ଥୀ! ବିଜେପି ଖୋଜୁଛି ବୈଜୟନ୍ତଙ୍କ ବିକଳ୍ପ ନେତା
ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତି ମାହୋଲ ଏବେ ରେମାଞ୍ଚକର ମୋଡ଼ରେ ପହଞ୍ଚିଛି । ସମସ୍ତ ପ୍ରାର୍ତୀ ଏବେ ନାମାଙ୍କନ ଭରିବା ସହ ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । କିନ୍ତୁ ଏହି ସମୟରେ ରାଜ୍ୟ…
ସାବଧାନ୍! ଆହୁରି ୫ ଦିନ ଲାଗି ରହିବ ବର୍ଷା ଓ ଘଡଘଡି, ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ କାରଣରୁ ତାତିରୁ ଆଶ୍ୱସ୍ତି ମିଳିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଗତ ଦୁଇ ଦିନରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଅସହ୍ୟ ତାତିରୁ ମୁକ୍ତି ଦେଇଛି । ବର୍ତ୍ତମାନ…
ଓଡ଼ିଶାରେ ପ୍ରଚାର ମଙ୍ଗ ଧରିବେ ହେମା ମାଳିନୀ! ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ‘ଡ୍ରିମ ଗାର୍ଲ’ଙ୍କ ନାଁ
ନୂଆଦିଲ୍ଲୀ: ଓଡ଼ିଶାରେ ରାଜନୀତି ମାହୋଲ ଏବେ ଖୁବ ସରଗରମ ହୋଇଛି । ଗାଁରୁ ସହର ନିର୍ବାଚନ ଲଢେଇରେ ଏବେ ବ୍ୟସ୍ତ ହୋଇ ପଡ଼ିଛନ୍ତି । ତେବେ ଏହା ଭିତରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର…
ନକଲି ନିଟ୍ ପରୀକ୍ଷାର୍ଥୀ ସହ ୩ ଗିରଫ, ଟଙ୍କା ଦେଇଥିବା ଛାତ୍ର ଫେରାର
ଭଦ୍ରକ: ମେ’ ୫ରେ ନିଟ୍ ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଦେଶରେ ପ୍ରାୟ ୫୫୭ ସହରରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ପରୀକ୍ଷା କିପରି ସୁରୁଖୁରୁରେ ହେବ ସେ ନେଇ NTA ପକ୍ଷରୁ ବ୍ୟାପକ ପ୍ରସ୍ତୁତି…
ତିହାର ଜେଲରେ ହିଁ ରହିବେ କେଜ୍ରିୱାଲ, ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି, ମେ’୯ରେ ଆଗାମୀ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ସହ ଜଡିତ ଏକ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇନାହାଁନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨ 9 ରେ ହେବ।…