Browsing Category
ରାଜ୍ୟ
୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା; ବର୍ଦ୍ଧିତ ଦରମା ପାଇଁ ଅତିରିକ୍ତ ବ୍ୟୟ ହେବ ୨୭.୩୭ କୋଟି ଟଙ୍କା
ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ମୋଟ…
ଚାଷୀଙ୍କ ପାଇଁ ଖୁସି ଖବର: ୩ ବର୍ଷ ବଢ଼ିଲା କାଳିଆ ଯୋଜନା
ଓଡ଼ିଶା ଭାସ୍କର: ୩ ବର୍ଷ ବଢ଼ିଲା କାଳିଆ ଯୋଜନା । ଚାଷୀମାନଙ୍କୁ ସହାୟତା ନିମନ୍ତେ ଆଗାମୀ ୩ ବର୍ଷ ପାଇଁ କାଳିଆ ଯୋଜନାକୁ ବଢ଼ାଇଲେ ରାଜ୍ୟ ସରକାର। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…
ହୁତୁହୁତୁ ହୋଇ ଜଳିଲା ଟ୍ରେନ, ଢେଙ୍କାନାଳରେ ଅଘଟଣ
ଓଡ଼ିଶା ଭାସ୍କର: ପୁଣି ସାମ୍ନାକୁ ଆସିଲା ଆଉ ଏକ ବଡ଼ ଧରଣର ଟ୍ରେନ ଟ୍ରାଜେଡି। ମେଣ୍ଟେନାନ୍ସ ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଟ୍ରେନର…
ଆଜିଠୁ ରାଜ୍ୟରେ କମିବ ତାତି, ୨୮ ପର୍ଯ୍ୟନ୍ତ ହାଲୁକା ବର୍ଷାର ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି, ବଦଳିବ ପାଗ । କାରଣ ୨୮ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିଠୁ କମିବ ଦିନର ତାପମାତ୍ରା…
୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତିପତ୍ର: ମୁଖ୍ୟମନ୍ତ୍ରୀ କହିଲେ- ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ୱାରା ପିଲାଙ୍କ ପାଇଁ ଆଦର୍ଶ…
ଭବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପର୍ବରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏହି…
ବିରୋଧୀଙ୍କୁ ଟାର୍ଗେଟ କରିଲେ ରାଜନାଥ ସିଂହ, କହିଲେ ବିଜେପି ସବୁବେଳେ ତା ପ୍ରତିଶ୍ରୁତି ରକ୍ଷା କରିଛି, ଏଥର ଓଡ଼ିଶାକୁ ଦରକାର ଡବଲ ଇଞ୍ଜିନ…
ଭୁବନେଶ୍ୱର: ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଭାରତ ସୁରକ୍ଷା ଯାତ୍ରା ଓଡ଼ିଶାରୁ ଆରମ୍ଭ କରିଥିଲୁ। ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି,…
ଭୁବନେଶ୍ୱରରେ ଉଦଘାଟନ ହେଲା ଅଙ୍କୁର ହସ୍ପିଟାଲ: ମହିଳା ଓ ଶିଶୁଙ୍କୁ ସ୍ୱାସ୍ଥ୍ୟସେବାରେ ହେବ ବଡ଼ ପରିବର୍ତ୍ତନ
ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାକୁ ଯାଉଛି ହାଇଦ୍ରାବାଦର ଅଙ୍କୁର ହସ୍ପିଟାଲ । ରାଜଦାନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଚିକିତ୍ସା ପ୍ରଦାନ କରିବାକୁ ଏକ…
Breaking ଆକ୍ସନ ମୋଡରେ କମିଶନରେଟ ପୋଲିସ: ମଦ୍ୟପ ଡ୍ରାଇଭରଙ୍କୁ ନିସ୍ତାର ନାହିଁ
ଭୁବନେଶ୍ୱର: ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ରସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ…
ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଂଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଗସ୍ତ କରିବେ ରାଜନାଥ ସିଂହ । ନବରଙ୍ଗପୁରରେ ବିଜେପି କମିଟି ବୈଠକ ଏବଂ ଗଂଜାମରେ କର୍ମୀ ସମ୍ମିଳନୀରେ ଯୋଗ…
ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ESMA
ଓଡ଼ିଶା ଭାସ୍କର: ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଏସମା । ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଲାଗିଲା ଏସ୍ମା । ଅତ୍ୟାବଶ୍ୟକ ସେବା ଆଇନ ଏସ୍ମା ଲଗାଇଲେ ରାଜ୍ୟ ସରକାର। ଏସ୍ମା ଆଗାମୀ…