Browsing Category

ରାଜ୍ୟ

Big Breaking; ଘାଟି ଉପରୁ ଓଲଟିଲା ଭ୍ୟାନ: ୬୦ ଯାତ୍ରୀରୁ ୧୫ ଜଣ ଗୁରୁତର

ଲକ୍ଷ୍ମୀପୁର: କାକିରିଗୁମ୍ମା ଥାନା ଅନ୍ତର୍ଗତ ଉପରମିଟିଂ ପାହାଡ଼ରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଭ୍ୟାନଟି ଖସି ପଡ଼ିଥିବା ଜାଣିବାକୁ ମିଳିଛି । ଭ୍ୟାନଟି ପାହାଡ଼ର ପ୍ରାୟ…

ସୋସିଆଲ ମିଡ଼ିଆରେ ଉପସ୍ଥାପିକା Viral: ଭୁଲ ସ୍ୱୀକାର କରି ପରେ କାହିଁକି Delete କଲେ ଭିଡିଓ?

ଓଡ଼ିଶା ଭାସ୍କର: ଭୁବନେଶ୍ୱର ଜନତା ମୈଦାନ ଠାରେ ଅନୁଷ୍ଠିତ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଗତ ଫେବୃଆରୀ ୩ ତାରିଖରୁ ଏହି ସମ୍ମିଳନୀ ଜାରି ରହିଛି। ତେବେ ଏହି ସମ୍ମିଳନୀର ଏକ ଭିଡିଓ ସୋସିଆଲ ମିଡ଼ିଆରେ…

ଅନ୍ତର୍ଜାତୀୟ ରେଡିଓ ମେଳାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା: ଟାଲେଣ୍ଟ ଦେଖାଇବେ କୁନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୩ ଓ ୧୪ ତାରିଖରେ ସାମାଜିକ ସଂଗଠନ 'ଆଉଟରିଚ' ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଦଶମ ଆନ୍ତର୍ଜାତୀୟ ରେଡିଓ ମେଳା । ନୂଆ ପୁରୁଣା ରେଡିଓ ପ୍ରଦର୍ଶନୀ ଏବଂ ହାମ୍ ଫେଷ୍ଟ ଭଳି ବିଭିନ୍ନ…

Breaking News…ଆଉ ୩ ଦିନ ବଢ଼ିଲା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଓଡ଼ିଶା ଭାସ୍କର: ଆଉ ୩ ଦିନ ବଢ଼ିଲା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଭୁବନେଶ୍ୱର ଜନତା ମୈଦାନ ଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଆଉ ୩ ଦିନ ପାଇଁ ବୃଦ୍ଧି କରାଯାଇଛି। ଏହା ସହ ଏଣିକି…

Big Breaking; ଆମ୍ବେଦକରଙ୍କ ନାଁରେ ବରମୁଣ୍ଡା ବସ୍ ଟର୍ମିନାଲ: ନୂଆ ନାଁରେ ଜଣାଯିବ ବରମୁଣ୍ଡା ବସ୍ ଷ୍ଟାଣ୍ଡ

ଭୁବନେଶ୍ୱର: ନୂଆ ରୂପ ପାଇବା ପରେ ଏବେ ନୂଆ ନାମ ମଧ୍ୟ ପାଇଛି ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ । ଆଜିଠାରୁ ଭାରତର ସମ୍ବିଧାନ ପ୍ରଣେତା ଡା. ବି.ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ ।…

ଓଡ଼ିଶାରେ କମିଛି ମାଓହିଂସା: ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ସୂଚନା

ଓଡ଼ିଶା ଭାସ୍କର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଆଜିର ଅଧିବେଶନ। ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ…

୨୦୨୭ ଶେଷ ସୁଦ୍ଧା ଶେଷ ହେବ ମେଟ୍ରୋ ରେଳ: ସବୁ ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍

ଭୁବନେଶ୍ୱର: ଓଡ଼ିଶା ବଜେଟ ଅଧିବେଶନରେ ରାଜ୍ୟର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଛି । ମାନ୍ୟବର ରାଜ୍ୟପାଳ ନିଜ ଭାଷଣରେ ଟ୍ୱିନ ସିଟିର ଭୁବନେଶ୍ୱର-କଟକ ରେଳ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।…

ବିଧାନସଭା ବଜେଟରେ ଓଡ଼ିଶାର ବଡ଼ ଲକ୍ଷ୍ୟ: ଡିସେମ୍ବର ସୁଦ୍ଧା ରାଜ୍ୟର ସହରାଞ୍ଚଳ ହେବ ବସ୍ତିମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟବାସୀଙ୍କ ପାଇଁ ଏଥିରେ ବିଭିନ୍ନ ଯୋଜନା ସାମିଲ ହେବାକୁ ଯାଉଛି । ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ…

ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କଲେ କଂଗ୍ରେସ ନେତା

ଓଡ଼ିଶା ଭାସ୍କର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ। ଏହି ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିଥିଲେ। କିନ୍ତୁ ଏହି ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ…

ରାଜ୍ୟରେ ଆସନ୍ତା ଦୁଇଦିନ ଘନକୁହୁଡ଼ି ହେବା ନେଇ ୫ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇଦିନ ଭୋର୍‍ ସମୟରେ ଘନ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶା ସମେତ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼,…