
Browsing Category
ରାଜ୍ୟ
ଆସନ୍ତାକାଲି ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ: ଆସନ୍ତାକାଲି ତଥା (୨୭ ମାର୍ଚ୍ଚ ୨୦୨୪) ବୁଧବାର ଦିନ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ଘ. ୬ଟାରୁ ରାତ୍ରି ୧୦ଟା…
ଭୁବନେଶ୍ବର: ଅଧାରେ ରହିଲା ହୋଲି ଖେଳ, ମତୁଆଲା ଯୁବକଙ୍କୁ ରୋକିଲା ପୋଲିସ
ଭୁବନେଶ୍ବର: ହୋଲି ବେଳେ ମତୁଆଲା ଯୁବକଙ୍କୁ ରୋକିଲା ପୋଲିସ । ସହିଦନଗରରେ ଡିଜେ ବଜାଇ ହୋହଲ୍ଲା କଲା ବେଳେ ରୋକିଲା । ଡିଜେ ସିଜ୍ କରି ଯୁବକଙ୍କୁ ଜନଗହଳି ସ୍ଥାନରୁ ତଡ଼ିଦେଲା କମିଶନରେଟ୍ ପୋଲିସ। ସାରା ରାଜ୍ୟ ପାଳୁଛି…
ହୋଲି ଅଘଟଣ; ଗାଁ ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ
ଓଡ଼ିଶା ଭାସ୍କର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ଗାଁରେ ବଡ଼ ଅଘଟଣ । ହୋଲି ଖେଳ ପରେ ସାଲେପୁର କରମୁହଁ ଗାଁ ପୋଖାରୀରେ ଗାଧୋଇବାକୁ ଯିବା ହେଲା କାଳ । ମୃତକ ଜଣଙ୍କ ହେଉଛନ୍ତି ନାବାଳକ ଆଶିଷ କୁମାର ଦାସ…
ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ, ୫ରୁ ଉର୍ଦ୍ଧ୍ୱ ଆହତ
ଓଡ଼ିଶା ଭାସ୍କର: ତିଗିରିଆ ଥାନା ଭୋଗଡ଼ା ଗାଁରେ ହୋଲି ଖେଳରୁ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ତିଗିିରିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।…
ହୋଲି ଖେଳିବା ପୂର୍ବରୁ ଜାଣନ୍ତୁ ଗାଇଡ଼ଲାଇନ, ସୂଚନା ଦେଲେ DCP
ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ଆଜି ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି,…
ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର; ଚଳଚଞ୍ଚଳ ମାଆଙ୍କ ପୀଠ
କାକଟପୁର: (ଓଡ଼ିଶା ଭାସ୍କର) ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ମାଆଙ୍କ ପୀଠ । କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ପୀଠରେ…
ଫ୍ୟାନ୍ସି ଗାଡ଼ିର ଧଜିଆ ଉଡେଇଲେ ମଦୁଆ ଡ୍ରାଇଭର; ଫସିଲେ କୋଟିପତି ନେତା ଓ ବ୍ୟବସାୟୀ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଫେନ୍ସି ଗାଡି, ଫେନ୍ସି ନମ୍ବରର ଧଜିଆ ଉଡେଇଲା ମଦୁଆ ଡ୍ରାଇଭର। ମଦୁଆ ଡ୍ରାଇଭର ପାଇଁ ,ଥାନାରେ କୋଟି କୋଟି ଟଙ୍କା ଦାମି କାର୍। ସେଭ୍ ସିଟି ଡ୍ରାଇଭ୍ ରେ ଫସିଲେ କୋଟିପତି ନେତା ଓ…
ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ ଓଡ଼ିଶା ଅଗ୍ନିଶମ ବାହିନୀ
ଭୁବନେଶ୍ୱର: (ଓଡ଼ିଶା ଭସ୍କର) ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ ଓଡ଼ିଶା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ । ପାଞ୍ଚଟି ସ୍ଥାନରେ ଥିବା ଗାଧୁଆ ତୁଠରେ…
ରାଜ୍ୟ ସଂଗ୍ରହାଳୟରେ ଉଦଘାଟନ ହେବ ବିଶାଳକାୟ ଡାୟନୋସର: ପ୍ରତିଦିନ ଚାଲିବ ଏଲଇଡି ଶୋ’, ମଜା ଉଠାଇବେ ଦର୍ଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରକୁ ବୁଲିବାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଏଣିକି ରାଜଧାନୀ ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଦେଖିବାକୁ ମିଳିବ ଏକ ବିଶାଳକାୟ ଡାୟନୋସର । ଏହି…
‘ନାସା’ରେ ଗବେଷଣା କରିବା ପାଇଁ ମନୋନୀତ ହେଲେ ଓଡ଼ିଆ ଝିଅ ଈପସିତା: ବିଷୁବ ରେଖା ଅଞ୍ଚଳରେ ‘ପ୍ଲାଜମା ବବୁଲ’ର ସୃଷ୍ଟି ଉପରେ କରିବେ ଗବେଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର । ଜଣେ ଓଡ଼ିଆ ଝିଅ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା)ରେ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି । କଟକ ଜିଲ୍ଲା ତିଗିରିଆ ବ୍ଲକ ନୂଆପାଟଣା…