Browsing Category
ରାଜ୍ୟ
BREAKING NEWS: ବାତ୍ୟା ‘ମିଗ୍ଜୋମ୍’ ପାଇଁ ଭୁବନେଶ୍ୱରରୁ ଚେନ୍ନାଇକୁ ଉଡିବନି ବିମାନ
ଓଡିଶା ଭାସ୍କର: ଭୁବନେଶ୍ୱରରୁ ଚେନ୍ନାଇକୁ ଯାଉଥିବା ୨ଟି ବିମାନ ବାତିଲ ହୋଇଛି। ବାତ୍ୟା ‘ମିଗ୍ଜୋମ୍’ ପାଇଁ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର…
ଓଡିଶାରେ ଯୋଡି ହେବ ଆଉ ଏକ ନୂଆ ଜିଲ୍ଲା, ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର; ଓଡିଶାରେ ବର୍ତ୍ତମାନ ୩୦ଟି ଜିଲ୍ଲା ଥିବା ବେଳେ ଏହା ୩୧ରେ ପରିଣତ ହେବାକୁ ଯାଉଛି। କାରଣ ଏବେ ନୂଆକରି ଆଉ ଏକ ଜିଲ୍ଲା ଓଡିଶାରେ ଯୋଗ ହେବାକୁ ଯାଉଛି। ବରଗଡ଼ ଜିଲ୍ଲା ଠାରୁ ଅଲଗା ହୋଇ ଖୁବଶୀଘ୍ର ପଦମପୁର…
ଉଦ୍ୟମିତା କ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ସ୍ମାର୍ଟ ଓଡ଼ିଶା ହାକାଥନ୍-୨.୦’
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ଉଦ୍ୟମିତା କ୍ଷେତ୍ର ପ୍ରତି ପ୍ରୋତ୍ସାହିତ କରିବା ଲାଗି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଓଡ଼ିଶା ହାକାଥନ୍-୨.୦ ଆରମ୍ଭ କରାଯିବ । ଆସନ୍ତା ୨୪ ତାରିଖରୁ…
ରାଜ୍ୟର ଆଉ ୯ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
ଭୁବନେଶ୍ୱର: ଓଡ଼ିଶାର ଆଉ ୯ଟି ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରଏଆର୍ସି ପ୍ରତିଷ୍ଠା କରାଯିବ । ପ୍ରତି କେନ୍ଦ୍ର ପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯିବ । ଏହାଦ୍ୱାରା ଆଜନ୍ମ କିମ୍ବା ଦୁର୍ଘଟଣାରେ ଶିକାର ହୋଇ…
ଓଡ଼ିଶା ପାଇଁ କେମିତି ରହିବ ବାତ୍ୟା ‘ମିଗଜୋମ’ ର ପ୍ରଭାବ? ପ୍ରବଳ ବର୍ଷା ହେବା ନେଇ IMDର ସୂଚନା
ଭୁବନେଶ୍ୱର: ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’ । ବର୍ତ୍ତମାନ ସମୁଦ୍ର ମଧ୍ୟରେ ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ଆସୁଛି ଏହି ବାତ୍ୟା । ଏହା ପ୍ରଭାବରେ ଓଡ଼ିଶା ସମେତ ନିକଟସ୍ଥ ରାଜ୍ୟର କିଛି ଅଞ୍ଚଳରେ ବର୍ଷା…
ହନି ଟ୍ରାପ ମାମଲା: ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିବା ଖବର ସାମ୍ନାକୁ ଆସିଛି । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନା ନାଗଙ୍କୁ…
ଆଉ ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରାର ଅବଧି
ଭୁବନେଶ୍ୱର: ସମସ୍ତଙ୍କ ପାଇଁ ଖୁସି ଖବର । ଆଉ ଦିନଟିଏ ପାଇଁ ବଢ଼ିଲା କଟକ ଐତିହାସିକ ବାଲିଯାତ୍ରାର ଅବଧି । ଆଜି ବଦଳରେ କାଲି ସରିବ ବାଲିଯାତ୍ରା । ଏ ସଂକ୍ରାନ୍ତରେ କଟକ ମେୟର ଆଉ ୨ ଦିନ ବାଲିଯାତ୍ରାର ଅବଧି ବଢ଼ାଇବା…
ବଙ୍ଗୋପସାଗରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମିଗଜୋମ’, ଓଡ଼ିଶାର ଏହି ୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଗଜୋମ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ । ଗତ ୬ଘଣ୍ଟା ୧୪ କିମି ବେଗରେ ଅଗ୍ରସର ହେବ । ଅଧିକ ଘନୀଭୂତ ହୋଇ କାଲି ଉପକୂଳ ଅତିକ୍ରମ କରିବ ।…
(Video) କଟକ ବାଲିଯାତ୍ରା ପଡ଼ିଆରେ ବୁଲୁଛନ୍ତି ଭୂତ! ପର୍ଯ୍ୟଟକଙ୍କୁ ଘାରିଛି ସଇତାନ ଭୟ…
କଟକ: ସିଲଭର ସିଟି କଟକରେ ଜମୁଛି ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣମୀ ଦିନରୁ ବାଲିଯାତ୍ରା ପଡ଼ିଆରେ ଧୁମଧାମରେ ପାଳନ ହେଉଛି ଏହି ମେଳା । ଦୂର ଦୂରାନ୍ତରୁ ହଜାର ହଜାର ଲୋକ ଏଠାକୁ ଆସି ଏହି ମେଳାର ମଜା ନେଉଛନ୍ତି ।…
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ: ରାଜ୍ୟର ୪ଟି ସହରର ସ୍ଥିତି ବହୁତ ଖରାପ, ଫୁସଫୁସ, ହାର୍ଟ ଓ ବ୍ରେନକୁ ପ୍ରଭାବିତ କରୁଛି ବିଷାକ୍ତ ବାୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସ୍ଥିତି ମଧ୍ୟ ଚିନ୍ତା ବଢ଼ାଇଛି । ଗତ ୮ ବର୍ଷ…