Browsing Category

ରାଜ୍ୟ

ପୂର୍ଣ୍ଣ ପେନ୍‌ସନ୍ ପାଇଁ ଦାବି କଲା ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନସନ୍‌ଭୋଗୀ କର୍ମଚାରୀ ସଂଘ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନ୍‌ସନ୍‌ଭୋଗୀ କର୍ମଚାରୀ ପୂର୍ଣ୍ଣ ପେନ୍‌ସନ୍ ନିମନ୍ତେ ବାରମ୍ବାର ସରକାରଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ତେଣୁ ଚକବନ୍ଦୀରେ…

ସରିଲା ବିଧାନସଭା, ଆଗାମୀ ରାଜନୈତିକ ଯାତ୍ରା ପାଇଁ ଜଣାଇଲେ ଶୁଭେଚ୍ଛା ଓ ଶୁଭ କାମନା

ଭୁବନେଶ୍ୱର: ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ମୁଲତବୀ କଲେ ବାଚସ୍ପତି । ବିଧାନସଭାର ଏହି ଅଧିବେଶନ ୨ ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ଓ ମୋଟ ୫ ଦିନ ଚାଲିଲା ।…

BIG BREAKING…ଶ୍ରୀମତୀ ଭି.ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ; ଭେଟିବାକୁ ଚେନ୍ନାଇ ଅଭିମୁଖେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଶ୍ରୀମତୀ ଭି.ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ। ଭେଟିବାକୁ ଚେନ୍ନାଇ ଆପୋଲୋ ହସ୍ପିଟାଲ ଯିବେ ମୁଖ୍ୟମନ୍ତ୍ରୀ । ଭି. ସୁଜ୍ଞାନ କୁମାରୀ ଦେଓ ଓଡ଼ିଶା ତଥା ଭାରତର ଜଣେ ବରିଷ୍ଠ ରାଜନୀତିଜ୍ଞ ଥିଲେ। ସେ ୧୯୬୩…

ବେଆଇନ ଲିଙ୍ଗ ନିରୂପଣ: ଜଣେ ଡାକ୍ତରଙ୍କ ସମେତ ୫ ଜଣ ଗିରଫ

କଟକ: ଲିଙ୍ଗ ନିରୂପଣ କରିବା ବେଆଇନ କାର୍ଯ୍ୟ ବୋଲି ଘୋଷଣା କରାଯାଇଥିବା ବେଳେ ଲୋକେ ଲୁଚି-ଛପି ଏହି ବେଆଇନା କାର୍ଯ୍ୟ କରୁଛନ୍ତି । ଏଥିରେ ଡାକ୍ତର ତଥା ହସ୍ପିଟାଲ କର୍ମଚାରୀମାନେ ମଧ୍ୟ ସାମିଲ ରହୁଛନ୍ତି । ତେବେ…

ସାମୁହିକ ଛୁଟିରେ ପ୍ରାଣୀ ଚିକିତ୍ସକ; ଚିକିତ୍ସା ନପାଇ ପ୍ରାଣ ହରାଉଛନ୍ତି ପଶୁ-ପକ୍ଷୀ

ଭୁବନେଶ୍ଵର: ଆଜକୁ ୨୦ଦିନରୁ ଅଧିକ ହେବ ସାମୁହିକ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ। ସେପଟେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ହଜାର ହଜାର ପଶୁ-ପକ୍ଷୀ। ସବୁଠୁ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟର…

Breaking News; ପୁଣି ବାହାନଗା ପରିସ୍ଥିତି: ଗୋଟିଏ ଟ୍ରାକରେ ୩ଟି ଟ୍ରେନ…..ବଞ୍ଚାଇଦେଲେ ବାବା ଲିଙ୍ଗରାଜ…

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ସେହି କାଳରାତିକୁ ଆଜି ପର୍ଯ୍ୟନ୍ତ କେହି ଭୁଲି ପାରିନାହାନ୍ତି । ଏହାପରେ ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ବିରାଟ ଟ୍ରେନ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱରର…

Breaking News; ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରାକ୍ଟର: ଘଟଣାସ୍ଥଳରେ ୧୦ ଜଣ…

ଲକ୍ଷ୍ମୀପୁର: ନାରାୟଣପାଟଣା ଥାନା ପଣ୍ଡାବର୍ଗ ଘାଟିରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଘାଟି ଦେଇ ଯାଉଥିବା ଏକ କାଠ ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟିଛି ଏଭଳି ଏକ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ୨ ଶିଶୁଙ୍କ…

ଓଡ଼ିଶାର କେତେ ହିତାଧିକାରୀ ପାଉଛନ୍ତି ମଧୁବାବୁ ପେନସନ୍‍ ଯୋଜନାରେ ଭତ୍ତା ? ଉତ୍ତର ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର :ରାଜ୍ୟରେ ବର୍ତ୍ତମାନ ମୋଟ୍‍ ୫୩ ଲକ୍ଷ ୮ହଜାର ୯୬୭ ଜଣ ବିଭିନ୍ନ ବର୍ଗର ହିତାଧିକାରୀ ମଧୁବାବୁ ପେନ୍‍ସନ ଯୋଜନା ଓ ଜାତୀୟ ସାମାଜିକ ଯୋଜନାରେ ଭତ୍ତା ପାଉଛନ୍ତି ବୋଲି ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ…

ପ୍ଲାଷ୍ଟିକ୍‍ ବ୍ୟବହାରକୁ ହ୍ରାସ ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ, ବାଣ୍ଟିଲେ ୨ଟି ଲେଖାଏଁ ଝୋଟ ବ୍ୟାଗ୍‍

ଭୁବନେଶ୍ୱର: ସବୁଜ ଓଡ଼ିଶା ଗଠନ ପାଇଁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‍ ବ୍ୟବହାର ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍‍ ଦିଆଯାଉଛି ।…

ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି ହେଲା ଟଙ୍କା; ସାକ୍ଷୀ ରହିଲା ବଡ଼ ଦେଉଳ

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ହୋଇଛି । ଗଣତି ବେଳେ ହୋଇଛି ଚୋରି । ଡୋନେସନ୍ ସେଲରେ ହୋଇଛି ଚୋରି । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ହୁଣ୍ଡିରୁ ଚୋରି କରିଥିବା ପିଅନ ଧରା ହୋଇଛନ୍ତି ।…