fbpx
Browsing Category

ରାଜ୍ୟ

୨ ଦିନ ଧରି ବିଭିନ୍ନ ଜିଲ୍ଳାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ବେଶ୍‌ କିଛି ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଏବେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଏହି ବର୍ଷା ହେଉଥିବା ଭୁବନେଶ୍ୱର ଆଞ୍ଚଳିକ…

ଗୁଳିମାଡ଼ ପରେ ଛୁରାମାଡ଼: କ୍ରାଇମ୍ ସିଟି ପାଲଟିଗଲା କି ପବିତ୍ର ପୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଶାନ୍ତ ହୋଇପଡ଼ିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ପୁରୀ । ଆଜି ଶ୍ରୀମନ୍ଦିର ସମ୍ମୁଖରେ ଗୁଳିମାଡ଼ ଘଟଣା ଘଟିବାର କେଇ ଘଣ୍ଟା ନ ପୂରୁଣୁ ପୁଣି ଦେଖିବାକୁ ମିଳିଛି ଛୁରାମାଡ଼ ।…

ଶ୍ରୀମନ୍ଦିର ଆଗରେ ଗର୍ଜିଲା ଗୁଳି, ଜଣେ ମୃତ, ଜଣେ ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରୁ ଏକ ଭୟଙ୍କର ତାଜା ଅପଡେଟ୍ ଆସିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରେ ହୋଇଛି ଗୁଳିମାଡ଼ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଯୁବକ ୨ ରାଉଣ୍ଡ ଗୁଳି…

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ CRCC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଧରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ଏହି କ୍ରମରେ ଆଜି ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ…

OAS ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ, ପ୍ରିୟବ୍ରତ ପାଢ଼ୀ ହେଲେ BMC ଡେପୁଟି କମିସନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସ୍ପେଶାଲ ସେକ୍ରେଟାରୀ ରଘୁରାମ ଆର. ଆୟରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ…

ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ଝଡ଼ ବର୍ଷା: ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଅନୁଭୂତ ହେବ । ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶା ସହ ଦକ୍ଷିଣ ଉପୂକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ । ଅନେକ ଜିଲ୍ଲାରେ…

ଓଡ଼ିଶାର ଚାଷୀ ଉତ୍ପାଦନ କଲେ ବିଶ୍ୱର ସବୁଠାରୁ ଦାମୀ ମିୟାଜାକୀ ଆମ୍ବ, ଏହାର ଦାମ୍ କେଜି ପ୍ରତି ୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଓଡ଼ିଶାର ଜଣେ ଚାଷୀ ବିଶ୍ୱର ସବୁଠାରୁ ଦାମୀ ମିୟାଜାକୀ ଆମ୍ବ ଅର୍ଗାନିକ ଭାବେ ଉତ୍ପାଦନ କରିଛନ୍ତି । ଉକ୍ତ ଚାଷୀଙ୍କ ନାମ ହେଉଛି ଚନ୍ଦ୍ରୁ ସତ୍ୟ ନାରାୟଣ ଯେ କି ବରଗଡ଼ ଜିଲ୍ଲାରେ ନିଲାଥର ଗ୍ରାମରେ ରୁହନ୍ତି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସିବିଆଇ ତଦନ୍ତ ଦାବି କଲେ ବିଜୟ ମହାପାତ୍ର

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । । ବିବାଦ ବଢ଼ିବା ସହ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ଆଉ ଏହି ପ୍ରକଳ୍ପ ରାଜନେତା ମାନଙ୍କ ପାଇଁ ଏକ ରାଜନୈତିକ…

ଏଣିକି ସ୍କୁଲରେ ଦିଆଯିବ ଅଲିମ୍ପିକ୍ ଶିକ୍ଷା: ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍କୁଲ ସ୍ତରରୁ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ସ୍କୁଲରେ ଅଲିମ୍ପିକ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ…