Browsing Category

ରାଜ୍ୟ

ଓଡ଼ିଶା କ୍ରିକେଟରଙ୍କୁ ନେଇ ପୁଣି ଆସିଲା ବୟସ ଜାଲିଆତି ଅଭିଯୋଗ; ଦଳରୁ ବିଦା ହେଲେ ଓଡ଼ିଶା ଖେଳାଳି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା କ୍ରିକେଟରଙ୍କୁ ନେଇ ପୁଣି ଆସିଲା ବୟସ ଜାଲିଆତି ଅଭିଯୋଗ । ଜାଲିଆତି ଜଣାପଡ଼ିବା ପରେ ରଣଜୀ ଦଳରୁ ବିଦା ହେଲେ ଓଡ଼ିଶା ଖେଳାଳି । ଓଡ଼ିଶାର ସୁମିତ ଶର୍ମା ବୟସ ଜାଲିଆତି କରିଥିବା…

‘ମୋଦୀ ଶ୍ରୀରାମ ମନ୍ଦିର ଉଦଘାଟନ କରିବେ, ମୂର୍ତ୍ତି ସ୍ପର୍ଶ କରିବେ’: ମୁଁ କ’ଣ ସେଠାରେ ତାଳି ବଜାଇ ଜୟଜୟକାର କରିବି?

ଓଡିଶା ଭାସ୍କର: ଭବ୍ୟ ଶ୍ରୀରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି "ଜୟ ଶ୍ରୀ ରାମ" ନାରା । ତେବେ ଆସନ୍ତା ଜାନୁଆରୀ…

‘ସମଲିଙ୍ଗୀ ସମ୍ପର୍କକୁ ନେଇ ରଶ୍ମୀରଞ୍ଜନଙ୍କୁ ହତ୍ୟା କରାଯାଇଛି’; ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆନି ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁ ରେ ଗତ ୨ ତାରିଖରେ ହତ୍ୟାକାଣ୍ଡ ଘଟିଥିଟିଲା । ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସାମ୍ବାଦିକଦି ସମ୍ମିଳନୀରେ ସୂଚନା ଦେଲେ…

ଜାନୁଆରୀ ୬ରୁ ଆରମ୍ଭ ହେବ ଶିଶିର ସରସ ମେଳା; ସ୍ୱତନ୍ତ୍ର ଫୁଡ୍ କୋର୍ଟ ଏବଂ ଓରମାସର ମାର୍କେଟିଂର ରହିବ ସୁବିଧା

ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଚିଠି…

BIG BREAKING: ଡ୍ରାଇଭର ମହାସଂଘର ଅନିର୍ଦ୍ଦିଷ୍ଟ କାଳ ଯାଏଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ସାମିଲ ହେବ ଓଡିଶା

ଓଡିଶା ଭାସ୍କର: ନୂଆ ହିଟ୍‌ ଆଣ୍ଡ ରନ ଆଇନକୁ ବିରୋଧ କରି ଦୁଇ ଦିନ ତଳେ ପ୍ରତ୍ୟାହୃତ ହୋଇଥିବା ଆନ୍ଦୋଳନ ଆଜିଠୁ ପୁଣି ଥରେ ସମଗ୍ର ଦେଶରେ ଆରମ୍ଭ ହୋଇଛି। ଏଥିରେ ଓଡିଶା ଡ୍ରାଇଭର ମହାସଂଘ ମଧ୍ୟ ସାମିଲ ହେବ। ସମଗ୍ର…

ପରିକ୍ରମା ପ୍ରକଳ୍ପ; ୧୨ ତାରିଖରୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥି ପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟ ଲାଗି ଦେଶର…

ଅଧିକ ଶକ୍ତିଶାଳୀ ହେବ BDA: ୬୭ଟି ନୂଆ ପଦକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେବା ସହ ବିଭିନ୍ନ ବିଭାଗ ପାଇଁ ଅଲଗା ଅଲଗା ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରକୁ ଅତ୍ୟାଧୁନିକ…

ଓଲିଉଡକୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର: ରାଜ୍ୟ ଚଳଚ୍ଚିତ୍ର, ଟେଲି ପୁରସ୍କାର ରାଶି ଓ ପୁରସ୍କାର ସଂଖ୍ୟା ବୃଦ୍ଧି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଓଲିଉଡକୁ ଏକ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ନୂଆବର୍ଷରେ ରାଜ୍ୟ ସରକାର…

+୨ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏବେ ମାଗଣା ନିଟ୍ , ଜେଇଇ କୋଚିଂ; ଆଜିିଠୁ ପରୀକ୍ଷାମୂଳକ ଭାବେ କ୍ଲାସ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୨ ପିଲାଙ୍କୁ ଏଣିକି ଦିଆଯିବ ମାଗଣା ନିଟ୍ , ଜେଇଇ କୋଚିଂ । ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ଲାଗି…