Browsing Category
ରାଜ୍ୟ
ଖସିଲା ଭରି ପିଛା ସୁନା ଦର: କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ
ଓଡିଶା ଭାସ୍କର: ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। କିନ୍ତୁ ଆଜି ସୁନାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତେଣୁ ସୁନା କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ। ଯଦି ଆପଣ ଆଜି…
Big Breaking: ପୁଣି ଟ୍ରେନ ବଗିରେ ଲାଗିଲା ନିଆଁ
ସୋର: ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଟ୍ରେନରେ ୨ଟି ବଗିରେ ନିଆଁ ଲାଗିଯାଇଛି ବୋଲି ଜଣାପଡିଛି । ଭଦ୍ରକରୁ ଖଡଗପୁର ଯାଉଥିବା ବେଳେ ଟ୍ରେନରେ ଏପରି ଅଗ୍ନିକାଣ୍ଡ ଘଟିଛି । ସୋର ରେଳ…
ମାଆ ‘ସମଲେଇ ପ୍ରକଳ୍ପ’ ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଓଡିଶା ଭାସ୍କର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ 'ସମଲେଇ ପ୍ରକଳ୍ପ'ର ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ତେବେ ଏହା ପୂର୍ବରୁ ରାଜ୍ୟବାସୀଙ୍କ…
ରାଜଧାନୀରେ ଆଦିବାସୀ ମେଳା ଉଦଘାଟିତ; ଭିଡିଓ କନ୍ଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜଧାନୀରେ ଆଦିବାସୀ ମେଳା ଉଦଘାଟିତ । ଭିଡିଓ କନ୍ଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୟୁନିଟ- ୧ ଆଦିବାସୀ ପଡ଼ିଆରେ ୧୧ ଦିନ ଚାଲିବ ଆଦିବାସୀ ମେଳା । ୧୦୯ଟି ଷ୍ଟଲ ପଡ଼ିଛି, ଫେବ୍ରୁଆରୀ ୫ ଯାଏଁ…
ବୋରିଗୁମ୍ମା ସଡକ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡିଶା ଭାସ୍କର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ଘଟିଥିବା ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଜଣଙ୍କ ପରିବାର ଲାଗି…
ବଡ଼ ଧରଣର ଦୁର୍ଘଟଣା: ୩ ଜଣଙ୍କ ମୃତ୍ୟୁ, ୧୩ ଗୁରୁତର
ଓଡିଶା ଭାସ୍କର: କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁରରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳୁଛି। ଏଥିରେ ୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ…
ଆସନ୍ତାକାଲି ‘ସମଲେଇ ପ୍ରକଳ୍ପ’ର ହେବ ଶୁଭ ଲୋକାର୍ପଣ, ଆରମ୍ଭ ହେଲା କଳସ ଯାତ୍ରା
ସମ୍ବଲପୁର: ଚିରସ୍ରୋତସ୍ୱିନୀ ମହାନଦୀ ତଟରେ ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ସମ୍ବଲପୁର ସହର। ଶତାଧିକ ମନ୍ଦିରର ଅବସ୍ଥିତି ପାଇଁ ଏହି ସହରଟି ମନ୍ଦିରମାଳିନୀ ଏବଂ ହୀରା ବ୍ୟବସାୟୀ ପାଇଁ ପୂର୍ବଖ୍ୟାତ…
ମହୋଦଧିରେ ସ୍ନାନ କରି ପାପ ଧୋଇଲେ ମହାରାଜ କଂସ
ଓଡ଼ିଶା ଭାସ୍କର: କଂସ ବଧ ସହ ଉଦ୍ୟାପିତ ହୋଇଯାଇଛି ୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ତେବେ ଧନୁଯାତ୍ରା ସାରି ପୁରୀରେ ପହଂଚିଥିଲେ ମହାରାଜା କଂସ । ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ…
ବିଜେପି ରାଜ୍ୟ ସଭାପତିଙ୍କ ସୂଚନା: ଫେବୃଆରୀରେ ଓଡ଼ିଶା ଆସିବେ ମୋଦୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବା ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ରାଜ୍ୟ ସ୍ତରରୁ ଆରମ୍ଭ କରି କେନ୍ଦ୍ରୀୟ ସ୍ତରରେ ରାଜନୈତିକ ଦଳମାନେ…
ଦେଶରେ ପ୍ରଥମ: ଏମ୍ସ ଭୁବନେଶ୍ୱର ପକ୍ଷରୁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ, ୬୦ କିମି ଦୂରରେ ଥିବା ଜଣେ ଜରୁରୀ ରୋଗୀଙ୍କ ପାଇଁ ଗଲା ରକ୍ତ
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ପୂର୍ବକ ରୋଗୀସେବାରେ ଅନନ୍ୟତା ଆଣୁଥିବା ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ପକ୍ଷରୁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର…