Browsing Category

ରାଜନୀତି

(Video) ପୋଲିସ ଭ୍ୟାନରେ ଯାଇ ନାମାଙ୍କନପତ୍ର ଦାଖଲ କଲେ ଆପ୍ ନେତା ସଞ୍ଜୟ ସିଂ

ନୂଆଦିଲ୍ଲୀ: ପୋଲିସ ଭ୍ୟାନରେ ଯାଇ ନାମାଙ୍କନପତ୍ର ଦାଖଲ କଲେ ଆପ୍ ନେତା ସଞ୍ଜୟ ସିଂ । ସଞ୍ଜୟ ସିଂଙ୍କ ବ୍ୟତୀତ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ମଧ୍ୟ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ସଭା…

କାନ୍ଥବାଡ଼ରେ ଅ-ଆ ପୋଷ୍ଟର ଯୁଦ୍ଧ, ମଜା ଉଠାଉଛନ୍ତି ସାଧାରଣ ଜନତା

ଓଡିଶା ଭାସ୍କର: ଆଉ ମାତ୍ର ମାସ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ସେହିପରି ଦଳୀୟ ନେତା ମାନେ ସହର ଛାଡି ଏବେ ଗାଁ ମୁହାଁ…

ଭୂପେଶ ବାଘେଲଙ୍କ ପିତାଙ୍କ ନିଧନ, ୨ ଦିନ ପରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପିତା ନନ୍ଦକୁମାର ବାଘେଲଙ୍କ ସୋମବାର ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।…

ବାଂଲାଦେଶରେ ପୁଣି ଶେଖ୍ ହସୀନା ସରକାର, ୫ମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ଢ଼ାକା: ରବିବାର ବାଂଲାଦେଶରେ ୩୦୦ଟି ଆସନ ପାଇଁ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଶାସକ ଦଳ ଆୱାମୀ ଲୀଗ ଦଳ ୫୦%ରୁ ଅଧିକ ଭୋଟରେ ବିଜୟୀ ହୋଇଛି । ଶେଖ୍ ହସୀନା ପଂଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ…

Sansad Ratna Awards 2024: ୫ ଜଣ ସାଂସଦ ପାଇବେ ପୁରସ୍କାର, ଜାଣନ୍ତୁ ଏଥିପାଇଁ କିଏ ସବୁ ମନୋନୀତ ହୋଇଛନ୍ତି

ନୂଆଦିଲ୍ଲୀ: ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନକାରୀ ସଂସଦୀୟମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଆଧାରରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଏହି କ୍ରମରେ ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ପାଇଁ ନାମ ଘୋଷଣା…

ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଅଟ୍‌ : କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

କୋଲକାତା: ପଶ୍ଚିମବଙ୍ଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଏକ ଦଳ ଉପରେ ଆକ୍ରମଣ ହେବାର ଦୁଇ ଦିନ ପରେ ଅର୍ଥାତ ଆଜି ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ରୀୟ ଏଜେନ୍ସି ତଥା ଶାସକ ମମତା…

ରାଜସ୍ଥାନ: ପୂର୍ବତନ କଂଗ୍ରେସ ବିଧାୟକ ସସପେଣ୍ଡ: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକିୟା ଆରମ୍ଭ କରିଦେଲେଣି । ଏନେଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)…

ବାଂଲାଦେଶରେ ଶେଖ୍ ହସୀନା କ୍ଷମତାକୁ ଆସିଲେ ଭାରତକୁ କ’ଣ ଲାଭ ମିଳିବ ?

ଢ଼ାକା: ବାଂଲାଦେଶରେ ୩ ଶହଟି ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଖାଲିଦା ଜିୟା(Khalida Zia) ଏହି ନିର୍ବାଚନକୁ ବର୍ଜନ କରିଥିବା ଯୋଗୁଁ…

ଶେଖ୍ ହସୀନା: ଭାରତ ପରି ବନ୍ଧୁ ପାଇ ଆମେ ନିଜକୁ ଭାଗ୍ୟଶାଳୀ ମନେ କରୁଛୁ

ଢ଼ାକା: ଆଜି ବାଂଲାଦେଶରେ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇସାରିଛି । ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି) ଏହି ନିର୍ବାଚନକୁ ବହିଷ୍କାର କରିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା…

ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ, ୫ମ ଥର ପାଇଁ କ୍ଷମତାକୁ ଆସିବେ କି ଶେଖ୍ ହସୀନା

ଢ଼ାକା: ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି । ବାଂଲାଦେଶ ସଂସଦର ୩୦୦ଟି ଆସନ ପାଇଁ ଭୋଟଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇ ଆପରାହ୍ନ ୪ଟାରେ ଶେଷ ହେବ । ଏହି ନିର୍ବାଚନରେ ୧୭ କୋଟିରୁ…