Browsing Category

ରାଜନୀତି

ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ !

ବାଲେଶ୍ୱର: ପୁଣି ଚର୍ଚ୍ଚାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଝାଡ଼େଶ୍ୱର ମନ୍ଦିର ପରିଦର୍ଶନ ସମୟରେ…

୬୭୦୦ କିଲୋମିଟର ଏବଂ ୧୫ ରାଜ୍ୟ.., ଆଜିଠୁ ଆରମ୍ଭ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିଠାରୁ ଅର୍ଥାତ ଜାନୁଆରୀ ୧୪ ରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିବେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଇମ୍ଫାଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ।…

ଜନତାଙ୍କ ଦୁଃଖ ଶୁଣିଲେ ସରକାର, କହିଲେ ପେନସନ-ଘର-ରାସନ କାର୍ଡ ସବୁ ଦେବେ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ୟୁପିର ଗୋରଖପୁର ଯାଇଥିଲେ। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଯାତ୍ରା 'ଜନତା ଦର୍ଶନ'ରୁ ଆରମ୍ଭ ହୋଇଥିଲା। ଗୋରଖନାଥ ମନ୍ଦିର କମ୍ପ୍ଲେକ୍ସର ମହନ୍ତ ଦିଗଜୟନାଥ…

ମଲ୍ଲିକାର୍ଜୁନ ଖଡ଼ଗେ ହେଲେ I-N-D-I-A ବ୍ଲକର ଅଧ୍ୟକ୍ଷ, ସଂଯୋଜକ ପାଇଁ ମନାକଲେ ନୀତୀଶ କୁମାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ମେଣ୍ଟ I-N-D-I-A ବ୍ଲକ ଶନିବାର ଦିନ ନିଜ ମେଣ୍ଟର ମୁଖ୍ୟଙ୍କ ନାମ ଘୋଷଣା କରିଛି । ସୂଚନା ଅନୁଯାୟୀ, ୨୮ ରୁ ଅଧିକ ଦଳମାନେ ଇଣ୍ଡିଆ ମେଣ୍ଟ କଂଗ୍ରେସ ଅଧ୍ୟକ୍ଷ…

ଚୀନର ଚେତାବନୀକୁ ଫୁ; ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ କଲା ତାଇୱାନ

ଓଡ଼ିଶା ଭାସ୍କର: ତାଇୱାନ (ରିପବ୍ଲିକ୍ ଅଫ୍ ଚାଇନା)ରେ ଆଜି ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଶନିବାର ଦେଶର ୧.୯୫ କୋଟି ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ବର୍ତ୍ତମାନର…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୪ର୍ଥ ସମନ କଲା ED

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ସମନ ପଠାଇଛି। ଇଡି ପକ୍ଷରୁ ଜାରି କରାଯାଇଥିବା ଏହା ହେଉଛି ଚତୁର୍ଥ ସମନ। ଏହା ପୂର୍ବରୁ ସିବିଆଇ…

୨୦୨୪ ପାଇଁ ବିଜେପିର ନୂଆ ଫର୍ମୂଲା! ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକେଟ ମିଳିବନି, ୩ ଥରରୁ ଅଧିକ ଜିତିଥିଲେ ଟିକେଟ୍ କଟିବ, ନୂଆ ଚେହେରା…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ସେନେଇ ଏବେଠାରୁ ଦେଶର ରାଜନୈତିକ କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଏଥର ହ୍ୟାଟ୍ରିକ ଅର୍ଜନ କରିବାକୁ ବିଜେପି ନେତୃତ୍ୱାଧୀନ ଜାତୀୟ…

AICC ପକ୍ଷରୁ ଘୋଷଣା: ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିରେ ସ୍ଥାନ ପାଇଲେ ୧୮ ଜଣ ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ସେନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ମଧ୍ୟ ଏହି ରେସରେ ପଛରେ…

ରାଜ୍ୟସଭା ନିର୍ବାଚନରେ ଜିତିଲେ ୩ AAP ନେତା: ସଞ୍ଜୟ, ସ୍ୱାତୀ ଓ ଗୁପ୍ତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆମ୍ ଆଦମୀ ପାର୍ଟି (ଆପ) ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆପର ୩ ଜଣ ନେତା ରାଜ୍ୟସଭା ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ସଞ୍ଜୟ ସିଂହ, ସ୍ୱାତୀ ମାଲୀୱାଲ ଓ ଏନଡି ଗୁପ୍ତା…

ବଡ଼ ଖବର; ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଦୁର୍ଘଟଣାର ଶିକାର: ଗାଡ଼ିରେ ଥିଲେ ମନ୍ତ୍ରୀ

ବଲାଙ୍ଗୀର: ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ବଲାଙ୍ଗୀରରୁ ଫେରିବା ସମୟରେ ବଡ଼ମାଲ ଫପ୍ସି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛି ମନ୍ତ୍ରୀ ଯୁକୁନୀ ସାହୁଙ୍କ ଗାଡ଼ି । ତେବେ…