Browsing Category

ରାଜନୀତି

ଲକ୍ଷ୍ମୀପୁର ମାମଲାରେ ଆତ୍ମସମର୍ପଣ ଆଶିଷ ମିଶ୍ରା, ପୁଣି ଗଲେ ଜେଲ

ଉତ୍ତରପ୍ରଦେଶ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଲଖୀମପୁର ହିଂସାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟାନୀଙ୍କ ପୁଅ ଆଶିଷ ମିଶ୍ରା ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।…

ହନୁମାନ ଚାଳିଶା ବିବାଦ: ୧୪ ଦିନିଆ ନ୍ୟାୟିକ ହେପାଜତରେ ରାଣା ଦମ୍ପତ୍ତି

ନୂଆଦିଲ୍ଳୀ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ରାଣା ଦମ୍ପତ୍ତିଙ୍କୁ କୋର୍ଟ ଜେଲ ପଠାଇଛନ୍ତି । ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ଗାଇବାକୁ ନେଇ ବିବାଦ ହେବାରୁ ଉଭୟଙ୍କୁ ଖର ପୋଲିସ୍ ଗିରଫ କରିଥିଲା ।…

ବିହାରରେ BJP-JDU ମେଣ୍ଟରେ ଫାଟ: ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ନୀତିଶ ହେବେ ଆଉଟ୍, ତେଜସ୍ୱୀ ଧରିବେ ରାଜ୍ୟର ଡୋରୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୈତିକ ଝଡ଼ ଦେଖିବାକୁ ମିଳିଲାଣି । ବଡ଼ ବଡ଼ ଦଳମାନେ ଫାଇନାଲ୍ ମ୍ୟାଚ ପୂର୍ବରୁ ନିଜର ବ୍ୟାଟିଂ ଓ ବୋଲିଂକୁ ଶକ୍ତିଶାଳୀ କରିବାକୁ…

ନବୀନଙ୍କ ଇଚ୍ଛାରେ ହୋଇଥାଏ PCC ସଭାପତି ନିଯୁକ୍ତି! ବିଧାୟକ ସୁରଙ୍କ ବିସ୍ଫୋରକ ବୟାନରେ କମ୍ପିଲା ଓଡ଼ିଶା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ନେଇ କଂଗ୍ରେସ ଶିବିରରେ ଚର୍ଚ୍ଚା ଜୋର ଧରିଛି । କିଏ ହେବ ପରବର୍ତ୍ତୀ ପିସିସି ସଭାପତି ତାହାକୁ ନେଇ ନେତାମାନେ ଭିନ୍ନ…

ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ସାମିଲ୍ ହେବା ନିଶ୍ଚିତ ! କେଉଁ ଦାୟିତ୍ଵରେ ରହିବେ ବାଜିଲା ମୋହର

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଖୁବ୍ ଶୀଘ୍ର କଂଗ୍ରେସ ସାମିଲ୍ ହେବା ନେଇ କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇ ପାରନ୍ତି। ସେ ଶୀଘ୍ର କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ…

୨୦୨୪ ପାଇଁ ବିଜେଡିର ପ୍ରସ୍ତୁତି: ନିର୍ବାଚନକୁ ନେଇ ଆରମ୍ଭ କରିଛିି ରଣନୀତି

ଭୁବାନେଶ୍ୱର(ଓଡ଼ିଶା ଭାସ୍କର): ନବୀନ ନିବାସରେ ବିଜେଡିର ସାଙ୍ଗଠନିକ ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ୯ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ନେଇ ଚାଲିଛି ମାନସ ମନ୍ଥନ । ଏହି ସାଙ୍ଗଠନିକ ବୈଠକରେ ବରିଷ୍ଠ ପର୍ଯ୍ୟବେକ୍ଷକ…

୨୦୨୪ ନିର୍ବାଚନ ପାଇଁ ଫୋକସ୍: ଆଜିଠୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ, ତିନିଦିନ ଧରି ଚାଲିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଜିଠୁ ଅନୁଷ୍ଠିତ ହେବ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନିଦିନ ଧରି ଏହି ବୈଠକ…

୨୦୨୪ରେ ବିଜେପି ରଥକୁ କେମିତି ରୋକିବ କଂଗ୍ରେସ, ନିଜ ଦମରେ ନା ମହାମେଣ୍ଟ ବଳରେ? ସତରେ କ’ଣ ଏମିତି କିଛି ଘଟିବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ସର୍ବପୂରାତନ ଦଳ କଂଗ୍ରେସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ରାଜନୈତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର କଂଗ୍ରେସକୁ ସୁଧାରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଦେଇଛନ୍ତି…

ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ : ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ମୁହାଁମୁହିଁ ଡିବେଟ୍, ୨୪ରେ ଶେଷ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ଏପ୍ରିଲ୍‌ ୨୪ ତାରିଖରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନର ଶେଷ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ଟିଭିରେ ଶେଷ ଡିବେଟ୍‌ ହୋଇଥିଲା…

କଂଗ୍ରେସ ବିଧାୟକ ଗିରଫ: ରାତି ୧୧ଟାରେ ଗୁଜୁରାଟରୁ ଉଠାଇନେଲା ଆସାମ ପୋଲିସ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାଣୀଙ୍କ ମୁସ୍କିଲ ବଢ଼ିଯାଇଛି । ବଡ଼ଗାମ ବିଧାନସଭା ସିଟରୁ ଜିତିଥିବା ଜିଗ୍ନେଶଙ୍କୁ ଆସାମ ପୋଲିସ ଗିରଫ କରିନେଇଛି । ଆସାମ ପୋଲିସ ଜିଗ୍ନେଶଙ୍କୁ…