Browsing Category

ରାଜନୀତି

ରାଷ୍ଟ୍ରପତି ନିର୍ବାଚନ: ଦେଶର ସମସ୍ତ ସାଂସଦ ଓ ୧୦ଟି ରାଜ୍ୟର ଭୋଟ ଗଣତି ସରିଲା: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା କିଏ ଆଗରେ

ନୂଆଦିଲ୍ଲୀ: ଆଜି ସମଗ୍ର ଭାରତବର୍ଷ ଉତ୍ସୁକତାର ସହ ଚାହିଁ ରହିଛି । କିଏ ହେବ ଦେଶର ପରବର୍ତ୍ତୀ ପ୍ରଥମ ନାଗରିକ । କିଏ ହେବ ରାଇସିନା ହିଲସର ପରବର୍ତ୍ତୀ ମଙ୍ଗୁଆଳ । କେନ୍ଦ୍ରରେ କ୍ଷମତାସୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ…

(Video) ମିଠା, ଲସି, ଦହି, ରୋଗୀ ଚିକିତ୍ସା ସବୁଥିରେ GST: ତେବେ ମରିବା ଉପରେ କେତେ GST ଲାଗିବ: ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଅହି-ନକୁଳ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ତେବେ ନିକଟରେ ଶହୀଦ ଦିବସ ରାଲି ଅବସରରେ ଦିଦି କେନ୍ଦ୍ର…

ରାଷ୍ଟ୍ରପତି ନିର୍ବାଚନ: ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ, ଜାଣନ୍ତୁ କିଏ ଆଗୁଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସରିଥିବା ବେଳେ ଏବେ ମତଗଣନା ଜାରି ରହିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ପ୍ରଥମ ରାଉଣ୍ଡର ରେଜଲ୍ଟ । ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ…

ରାଷ୍ଟ୍ରପତି ହେବା ମାତ୍ରେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ହେବ ୫ ରେକର୍ଡ, ଜାଣନ୍ତୁ କାଉନସିଲରରୁ ଏ ପର୍ଯ୍ୟନ୍ତ ଯାତ୍ରା

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାର ଘୋଷଣା ଆଉ କିଛି ସମୟ ପରେ ହୋଇଯିବ। ଦେଶର ୩୧ ମତଦାନ କେନ୍ଦ୍ରରେ ହୋଇଥିବା ଭୋଟିଂର ମତପତ୍ରର ଗଣତି ସଂସଦର ଭବନ ପରିସରରେ ଚାଲିଛି। ଏନଡିଏ ରାଷ୍ଟ୍ରପତି…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ: ମେଡିକାଲରେ ଭର୍ତ୍ତି

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି, ଯାହାଫଳରେ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାର ସକାଳେ ହିଁ ତାଙ୍କୁ…

କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! ଆଜି ଖୋଲିବ ବାଲଟ୍ ବକ୍ସରେ ସିଲ୍ ଥିବା ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ, ୨୫ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ କିଏ ଆସନ ଅଳଙ୍କୃତ କରିବେ ସେ ନେଇ ଦେଶବ୍ୟାପୀ ଜୋର୍‌ଦାର୍‌ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଭୋଟ୍‌ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଗତ ୧୮ ତାରିଖରେ…

‘ମୁଖ୍ୟମନ୍ତ୍ରୀ ଜଣେ ଥାର୍ଡ କ୍ଲାସ, ମିଛୁଆ, କୁଖ୍ୟାତ ଅପରାଧୀ’: ହାଏରେ ବିଧାତା… KCRଙ୍କୁ ଜଣେ BJP ସାଂସଦ ଏପରି କହିବା କେତେଦୂର…

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତା ପରସ୍ପର ବିରୋଧରେ ଅନେକ ଅପଶବ୍ଦ ପ୍ରୟୋଗ କରି ବିବାଦ ଘେରକୁ ଆସିଥାନ୍ତି । ତେବେ ରାଜନୈତିକ ଆକ୍ରୋଶ ରଖି ଏଭଳି ଖରାପ ଶବ୍ଦ ପ୍ରୟୋଗ କରିବା ଗଣତନ୍ତ୍ର ପାଇଁ କେବେ ବି ଠିକ୍…

ଦ୍ରୌପଦୀଙ୍କୁ ନୁହେଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି BJPର ଦୁଇ ବିଧାୟକ: ମୋହନ ମାଝିଙ୍କୁ ତାରାଙ୍କ ତେରଛା ବାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ମତଦାନ ପ୍ରକ୍ରିୟା । ଆସନ୍ତାକାଲି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ତେବେ ଏନେଇ ସାରା ଦେଶ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ…

କେବଳ ମୋକିମ୍ ନୁହନ୍ତି, ଆଉ ଜଣେ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି: ମୋହନ ମାଝୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖାଲି ମୋକିମ ନୁହେଁ ଆଉ ଜଣେ କଂଗ୍ରେସ ବିଧାୟକ ବି ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ପାର୍ଟି ନୁହେଁ ମାଟିକୁ ପସନ୍ଦ କରିଛନ୍ତି । ଯଶୋବନ୍ତ ସିହ୍ନାଙ୍କୁ…

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ, ପ୍ରତିବାଦ ବେଳେ ଉଠାଇନେଲା ପୋଲିସ

ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ…