Browsing Category
ରାଜନୀତି
ସ୍ୱାଧୀନତା ଦିବସରେ ଉଡିବ ନାହିଁ ତ୍ରିରଙ୍ଗା , କାହିଁକି ଏଭଳି ବିବାଦୀୟ ବୟାନ ଦେଲେ ସାଂସଦ
ଚଣ୍ଡୀଗଡ: ଦେଶ ତାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି କରୁଥିବା ଅବସରରେ ଦେଶରେ ସମସ୍ତ ଘରେ କିଭଳି ଏହି ଦିନ ତ୍ରିରଙ୍ଗା ଲହରିବ ଏହାକୁ ନେଇ ହର ଘର ତ୍ରିରଙ୍ଗା ନାମ ଏକ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ମାଧ୍ୟରେ…
ବିହାରରେ ନୂଆ ସରକାର ,ଶପଥ ନେଲେ ନୀତିଶ କୁମାର
ବିହାର:ବିହାରରେ ନୂଆ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର ।୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତନୀତିଶ । ପାଟନାର ରାଜଭବନ ଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ…
ଦଳପ୍ରତି ମୋର ଭରସା ଅଛି: ୨୦୨୪ ନିର୍ବାଚନ ମଧ୍ୟ ମୁଁ…….
ଚିଲିକା: ମୋର ଦଳ ପ୍ରତି ଆଶା ଅଛି । ମୋର ଅନ୍ତରଆତ୍ମା ଡାକୁଛି । ବିଜେଡିରେ ମୁଁ ଅଛି ଆଉ ବିଜେଡିରେ ହିଁ ରହିବି । ଜେଲରୁ ବାହାରିଲା ପରେ ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ଦେଇ କିଛି ଏଭଳି କଥା କହିଛନ୍ତି ପ୍ରଶାନ୍ତ…
ରାଜନୀତି ଖଟିରେ ଏବେ ମୋକିମଙ୍କ ଚର୍ଚ୍ଚା:୨୦୨୪ ନିର୍ବାଚନରେ ମୋକିମ କେଉଁ ଦଳରୁ ଲଢ଼ିବେ ନିର୍ବାଚନ?
ଭୁବନେଶ୍ୱର:ଓଡିଶାରେ ଏବେ ଠାରୁ ବହିଲାଣି ୨୦୨୪ ସାଧାରଣ ନିର୍ବାଚନର ହୱା । ସରଗରମ ହେଉଛି ରାଜ୍ୟ ରାଜନୀତି । ଆଉ ଏହି ମାହୋଲରେ ବର୍ତ୍ତମାନ ସବୁଠାରୁ ଅଧିକ ହାଇଲାଇଟରେ ଅଛନ୍ତି କଟକର ବାରବାଟୀ ବିଧାୟକ ମହମ୍ମଦ ମୋକିମ ।…
ବିହାର ଜନତାଙ୍କ ସହ ବିଶ୍ୱାସଘାତକତା: ନୀତୀଶଙ୍କ ଇସ୍ତଫା ପରେ ବର୍ଷିଲେ ବିଜେପି ନେତା
ପାଟନା: ବିହାରରେ ବଦଳିଛି ରାଜନୀତିକ ପାଣିପାଗ । ଜେଡିୟୁ ସାଂସଦ ଏବଂ ବିଧାୟକଙ୍କ ବୈଠକ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ନୀତୀଶ କୁମାର…
ଲାଲୁ-ନୀତିଶ ଯୋଡି:ସେପଟେ ଭାଙ୍ଗିଲେ,ଏପଟେ ଯୋଡିଲେ…………
ବିହାର: ବର୍ତ୍ତମାନ ସବୁ ଗଣମାଧ୍ୟମାରେ ଗୋଟିଏ ପ୍ରମୁଖ ଖବର । ବିହରରେ ଭାଙ୍ଗିଲା ବିଜେପି -ଜେଡିୟୁ ମେଣ୍ଟ । ଜେଡିୟୁର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି…
ବିହାରରେ ଭାଙ୍ଗିଲା BJP ଓ JDU ମେଣ୍ଟ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ!
ପାଟନା: ବିହାରରେ ଦୀର୍ଘସମୟରୁ ଚାଲିଆସୁଥିବା ରାଜନୈତିକ ଝଡ଼ରେ ଶେଷରେ ପଡ଼ିଛି ପୂର୍ଣ୍ଣଛେଦ । ମିଡିଆ ରିପୋର୍ଟ ଅନୁସାରେ, ରାଜ୍ୟରେ ଭାରତୀୟ ଜନତା ପାର୍ଟି ଓ ଜନତାଦଳ ୟୁନାଇଟେଡ ମଧ୍ୟରେ ମେଣ୍ଟ ଭାଙ୍ଗିଯାଇଛି । ବିଜେପି…
ବଢ଼ି ଚାଲିଛି ମୋଦୀଙ୍କ ଅସ୍ତାବର ସମ୍ପତ୍ତି
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳଯ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅସ୍ତାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସୂଚନା ଅନୁସାରେ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ…
ବିହାରରେ ନୂଆ ସରକାର ପାଇଁ ଚାଲିଛି ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀ ନୀତୀଶ ତ’ ଡେପୁଟି ସିଏମ ହେବେ ତେଜସ୍ୱୀ!
ପାଟନା: ବିହାରରେ ଚାଲିଥିବା ରାଜନୈତିକ ଝଡ଼ ଓ ବିଭିନ୍ନ ଦଳର ଗୁରୁତ୍ୱପୂର୍ଣ୍ଣପୂର୍ଣ୍ଣ ବୈଠକ ପରେ ନୂଆ ସରକାର ଗଠନ ହେବାର ପ୍ରସ୍ତୁତି ପ୍ରାୟତଃ ସରିଛି । ମିଳିଥିବା ସୂଚନା ଅନୁସାରେ, ଆଜି ରାଜ୍ୟପାଳଙ୍କୁ ଭେଟିପାରନ୍ତି…
ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ: ଶପଥ ନେଲେ ବିଧାୟକ
ନୂଆଦିଲ୍ଲୀ : ଶପଥ ନେଲେ ବିଧାୟକ। ଦୀର୍ଘ ୪୦ ଦିନ ପରେ ଆଜି ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେଇଛି । ପୂର୍ବାହ୍ନ ୧୧ଟାରେ ରାଜଭବନରେ ଶପଥପାଠ ଉତ୍ସବ ଆରମ୍ଭ ହେଇ ଯାଇଛି । ଏଥିସହିତ ବିଧାନସଭାର…