Browsing Category

ରାଜନୀତି

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ସଜାଗ ହେଉଛି ଓଡିଶା ପୋଲିସ: ମୁତୟନ ହେବେ ୨୪୦ ପୋଲିସ ଫୋର୍ସ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା ପୋଲିସ । ଆସନ୍ତାକାଲିର ମତଦାନ ପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ମୋଟ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ । ଶାନ୍ତି…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି: କୋଟିଆରେ ପଡ଼ିବ ଭୋଟ, ସିଲ୍ ହେଲା ସୀମା

ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ କୋଟିଆରେ ପଡ଼ିବ ଭୋଟ୍ । ଏହାକୁ ଦୃଷ୍ଟିରେ ରଖି ଭୋଟ୍ ପୂର୍ବରୁ ଓଡ଼ିଶା-ଆନ୍ଧ୍ର ସୀମାକୁ ସିଲ୍ କରିଛି…

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ: ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନି କହିଲେ ଡିଜିପି

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ । ବୁଧବାର ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । କିନ୍ତୁ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ…

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା ଆଇନରେ ସଂଶୋଧନ ହୋଇଛି । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନରେ ଦଳବଦଳ ନିରୋଧ ଆଇନ ଲାଗୁ ହେବ । ନିର୍ବାଚନ ବେଳେ ରାଜନୈତିକ ଦଳ ପ୍ରାଧିକୃତ ପ୍ରତିନିଧି…

୨୫ ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ: ରାଜ୍ୟ ନିର୍ବାଚନ କମିଶନ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ଦେଖିବାକୁ ମିଳିଥିଲା । ମୋଟ ୨୫ଟି ବୁଥରେ ପୁନଃ…

ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ: ଗାଡ଼ିରେ ପଡ଼ିଛି ରକ୍ତ ଛିଟା, ଘନେଇଲା ସନ୍ଦେହ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଶାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ହୋଇଯାଇଛନ୍ତି । ଗତକାଲି ରାତିରୁ ସେ…

ଏଣିକି ନାମ ପୂର୍ବରୁ ବ୍ୟବହାର ହେବନି ଭାରତରତ୍ନ ଓ ପଦ୍ମ ସମ୍ମାନ, ନହେଲେ ପ୍ରତ୍ୟାହାର ହେବ ସମ୍ମାନ

ନୂଆଦିଲ୍ଲୀ : ଭାରତ ରତ୍ନ ଏବଂ ପଦ୍ମ ସମ୍ମାନ ଏକ ସମ୍ମାନ ତେଣୁ ଏହାକୁ ନାମ ପୂର୍ବରୁ କିମ୍ବା ପରେ ବ୍ୟବହାର କରିହେବନି । ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଏହା ପ୍ରତ୍ୟାହାର କରାଯିବ ବୋଲି ସରକାର କହିଛନ୍ତି ।…

ନିର୍ବାଚନ କମିଶନଙ୍କ ପ୍ରେସମିଟ: ପ୍ରଥମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାରେ ୭୦%ରୁ ଅଧିକ ଭୋଟ ଗ୍ରହଣ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି । ପ୍ରଥମ ଦିନରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟ ଭୋଟ ପରେ ପ୍ରେସମିଟରେ ଏ…

ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ SECଙ୍କ ପ୍ରେସମିଟ, କହିଲେ ପ୍ରଥମ ପର୍ଯ୍ୟାୟରେ ହୋଇଛି ୭୦ ପ୍ରତିଶତ ମତଦାନ

ଭୁବେନଶ୍ୱର: ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରେସମିଟ୍ ରେ ସୂଚନା ଦେଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦…

କ୍ଷମତା ପାଇଁ ଖଲିସ୍ତାନ ଚାହୁଁଥିଲେ କେଜ୍ରିୱାଲ: ପୁରୁଣା ସାଥୀଙ୍କ ବୟାନକୁ ଶେୟାର କଲା ବିଜେପି, ଦେଖନ୍ତୁ Video

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନକୁ ଆଉ ୪ ଦିନ ବାକି ରହିଥିବା ବେଳେ ଆପ୍ ଓ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଆକ୍ରମଣକୁ ଶାଣିତ କରିଛି ବିଜେପି । କ୍ଷମତା ପାଇଁ କ୍ରେଜିୱାଲ ପଞ୍ଜାବକୁ ଦେଶରୁ ଅଲଗା କରିବାକୁ ଚାହୁଁଥିଲେ…