Browsing Category
ରାଜନୀତି
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ: ମେଡିକାଲରେ ଭର୍ତ୍ତି
ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି, ଯାହାଫଳରେ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାର ସକାଳେ ହିଁ ତାଙ୍କୁ…
କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! ଆଜି ଖୋଲିବ ବାଲଟ୍ ବକ୍ସରେ ସିଲ୍ ଥିବା ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ, ୨୫ରେ ଶପଥ ଗ୍ରହଣ
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ କିଏ ଆସନ ଅଳଙ୍କୃତ କରିବେ ସେ ନେଇ ଦେଶବ୍ୟାପୀ ଜୋର୍ଦାର୍ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଗତ ୧୮ ତାରିଖରେ…
‘ମୁଖ୍ୟମନ୍ତ୍ରୀ ଜଣେ ଥାର୍ଡ କ୍ଲାସ, ମିଛୁଆ, କୁଖ୍ୟାତ ଅପରାଧୀ’: ହାଏରେ ବିଧାତା… KCRଙ୍କୁ ଜଣେ BJP ସାଂସଦ ଏପରି କହିବା କେତେଦୂର…
ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତା ପରସ୍ପର ବିରୋଧରେ ଅନେକ ଅପଶବ୍ଦ ପ୍ରୟୋଗ କରି ବିବାଦ ଘେରକୁ ଆସିଥାନ୍ତି । ତେବେ ରାଜନୈତିକ ଆକ୍ରୋଶ ରଖି ଏଭଳି ଖରାପ ଶବ୍ଦ ପ୍ରୟୋଗ କରିବା ଗଣତନ୍ତ୍ର ପାଇଁ କେବେ ବି ଠିକ୍…
ଦ୍ରୌପଦୀଙ୍କୁ ନୁହେଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି BJPର ଦୁଇ ବିଧାୟକ: ମୋହନ ମାଝିଙ୍କୁ ତାରାଙ୍କ ତେରଛା ବାଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ମତଦାନ ପ୍ରକ୍ରିୟା । ଆସନ୍ତାକାଲି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ତେବେ ଏନେଇ ସାରା ଦେଶ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ…
କେବଳ ମୋକିମ୍ ନୁହନ୍ତି, ଆଉ ଜଣେ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି: ମୋହନ ମାଝୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖାଲି ମୋକିମ ନୁହେଁ ଆଉ ଜଣେ କଂଗ୍ରେସ ବିଧାୟକ ବି ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ପାର୍ଟି ନୁହେଁ ମାଟିକୁ ପସନ୍ଦ କରିଛନ୍ତି । ଯଶୋବନ୍ତ ସିହ୍ନାଙ୍କୁ…
ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ, ପ୍ରତିବାଦ ବେଳେ ଉଠାଇନେଲା ପୋଲିସ
ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ…
ମୋକିମଙ୍କୁ ହେବ କାରଣ ଦର୍ଶାଅ ନୋଟିସ୍!
କଟକ(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ଭୋଟିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସମସ୍ତ ବିଧାୟକମାନେ ଭୋଟ ଦେଇଛନ୍ତି । ଏହାରି ମଧ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ…
ରାଷ୍ଟ୍ରପତି ନିର୍ବାଚନରେ ଖୁଲମ୍ ଖୁଲା କ୍ରସ୍ ଭୋଟିଂ, କଂଗ୍ରେସରେ ସୃଷ୍ଟି ହେଲା କମ୍ପନ
ଭୁବନେଶ୍ୱର: ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଚାଲିଛି। ରାଷ୍ଟ୍ରପତି ନିର୍ବାଚନରେ ଉତ୍ତରପ୍ରଦେଶ, ଓଡ଼ିଶାଠୁ ଆରମ୍ଭ କରି ଅନେକ ରାଜ୍ୟରେ କ୍ରସ୍ ଭୋଟିଂ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର କଂଗ୍ରେସ ବିଧାୟକ ମହମ୍ମଦ…
ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ପାଖାପାଖି ୪୮୦୦ ସାଂସଦ ଓ ବିଧାୟକ ବାଛୁଛନ୍ତି ଦେଶର ପ୍ରଥମ ନାଗରିକ । ପ୍ରଧାନମନ୍ତ୍ରୀ…
ଜଗଦୀପଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀତ୍ଵରେ ଟିଏମସିକୁ ବଡ ଆଶ୍ଵସ୍ତି, ଦଳ କହିଲା- ଆମକୁ ହଇରାଣ କରିବାର…
କୋଲକାତା: ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରିଛି। ବିଜେପିର ଏହି ନିଷ୍ପତ୍ତି ଉପରେ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ପାର୍ଟି ଖାସ୍…