Browsing Category

ରାଜନୀତି

ଏମର୍ଜେନ୍ସିଠୁ ଭୟଙ୍କର ସାମ୍ପ୍ରତିକ ସମୟ; ମମତା କହିଲେ………

ନୂଆଦିଲ୍ଲୀ: ଦେଶରେ ଗଣତନ୍ତ୍ର ବିପଦରେ ରହିଛି । ଜରୁରୀକାଳୀନ ପରସ୍ଥିତିରେ ଯେଉଁଭଳି ଭାବରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ପୁନର୍ବାର ସେହିଭଳି ସିମୟ ଉପନୀତ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୋମ୍ମାଇ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସଭରାଜ ବୋମ୍ମାଇ । ବୋମ୍ମାଇ ରାଜ୍ୟର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ସେ କର୍ଣ୍ଣାଟକ ସରକାରରେ ଗୃହମନ୍ତ୍ରୀ…

କର୍ଣ୍ଣାଟକରେ ବିଜେପିର କାଷ୍ଟ ପଲିଟିକ୍ସ: ଲିଙ୍ଗାୟତ ସମ୍ପ୍ରଦାୟର ଏହି ବ୍ୟକ୍ତି ନେଇପାରନ୍ତି ୟେଦ୍ୟୁରପ୍ପାଙ୍କ ସ୍ଥାନ

ବେଙ୍ଗାଲୁରୁ: ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଲିଙ୍ଗାୟତ…

‘ନା ସଂସଦରେ କାମ ହେଉଛି, ନା ଘରେ କାମ ହେଉଛି, ଏମିତି ଆଉ କେତେ ଦିନ ଚାଲିବ’

ନୂଆଦିଲ୍ଲୀ :  ବିରୋଧୀରେ ପ୍ରବଳ  ହଟ୍ଟଗୋଳ ଓ ହଙ୍ଗାମାରେ ଅଚଳ ହୋଇ ପଡିଛି ସଂସଦ। ନା ଆଲୋଚନା ହୋଇ ପାରୁଛି ନା ହୋଇପାରୁଛି ବିତର୍କ। ଲୋକସଭା ଓ ରାଜ୍ୟସଭାର ଅବସ୍ଥା ସମାନ। ସଂସଦର ଉଚ୍ଚସଦନରେ ଅଚଳାବସ୍ଥାକୁ…

ବି.ଏଲ୍. ସନ୍ତୋଷ ହୋଇପାରନ୍ତି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: ବି.ଏସ୍. ୟେଦ୍ଦୁରାପ୍ପାଙ୍କ ଇସ୍ତାଫା ପରେ ଏବେ କର୍ଣ୍ଣାଟକ ରାଜନୀତି ଉପରେ ସାରା ଦେଶର ନଜର । ଆହୁରି ଦୁଇ ବର୍ଷ ଶାସନ ବାକିଥିବା ବେଳେ ୟେଦ୍ଦୁଙ୍କ ଇସ୍ତଫାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।…

ଟ୍ରାକ୍ଟର ନେଇ ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧୀ, କହିଲେ- କୃଷକଙ୍କୁ ଆତଙ୍କୀ ଭାବୁଛି ମୋଦୀ ସରକାର

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଟ୍ରାକ୍ଟର ଧରି ସଂସଦ ପହଞ୍ଚିଛନ୍ତି। ମୌସୁମି ଅଧିବେଶନରେ ଯୋଗ ଦେବାକୁ ପହଞ୍ଚିଥିବା ରାହୁଲ କହିଛନ୍ତି, ମୁଁ କୃଷକଙ୍କ ସନ୍ଦେଶ ନେଇ ସଂସଦ ଆସିଛି। ସରକାର…

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ୩ ଜଣ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ସରକାରର ରାଜ୍ୟରେ ୨ ବର୍ଷ ପୂର୍ତ୍ତି ଅବସରରେ ସେ ଇସ୍ତଫା ଘୋଷଣା କରିବା ସହ ମଧ୍ୟାହ୍ନଭୋଜନ ପରେ…

ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଏକାଠି ହେଲେ କଂଗ୍ରେସ ଓ ଟିଏମସି, ଏବେ ଜମିବ ଖେଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ ଥିବା ଅହି ନକୁଳ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ତେବେ ମମତା ଦିଲ୍ଲୀ ରାଜନୀତିରେ ପ୍ରବେଶ ନେଇ ପୂର୍ବରୁ ବହୁବାର ଚର୍ଚ୍ଚା ହେଉଥିଲା…

ଦେଶରେ ପ୍ରଥମ, ଭୋଟରଙ୍କୁ ଲାଞ୍ଚ ଦେବାରୁ ସାଂସଦଙ୍କୁ ଜେଲ ଦଣ୍ଡାଦେଶ!!!

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଭୋଟରଙ୍କୁ ଲାଞ୍ଚ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଲେଙ୍ଗାନାର ଏକ ସ୍ୱତନ୍ତ୍ର ସେସନ କୋର୍ଟ ସାଂସଦଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇବା ସହ…

ଆସନ୍ତା ୨୮ରେ ହେବ ରାଜସ୍ଥାନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ!

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ନେଇ ଆଭାସ ମିଳିଛି । ତେଣୁ ଏହି ଖବରକୁ ନେଇ ରାଜ୍ୟର ସମସ୍ତ ନେତାଙ୍କ ମଧ୍ୟରେ ଏକପ୍ରକାର ଶିହରଣ ଖେଳିଯାଇଛି । କଂଗ୍ରେସ ମହାସଚିବ…