Browsing Category

ରାଜନୀତି

ନୂଆ ଘରକୁ ଶିଫ୍ଟ ହେବେ ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ , ଦିଲ୍ଲୀର ଏହି ସ୍ଥାନରେ ରହିଛି ପୂର୍ବତନ ସିଏମ୍‌ଙ୍କ ଘର

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନୂତନ ଘରକୁ ଶିଫ୍ଟ ହେବେ । ଇସ୍ତଫା ପରେ ସରକାରୀ ଆବାସ ଛାଡ଼ିବା ପରେ କେଜରିୱାଲ ଫିରୋଜାବାଦ ରୋଡ ସାଂସଦ ଆବାସରେ ପରିବାର ସହ ରହିବେ ।…

‘ବିଜେଡି ଖାଲି ହେବ’ ବୟାନକୁ ନେଇ ବିଜେଡି ପ୍ରତିକ୍ରିୟାଶୀଳ

ଭୁବନେଶ୍ବର: ଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିଜେଡ଼ି ଫାଙ୍କା ହେଇଯିବା ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଦେଖାଦେଇଛି ଉଷ୍ଣତା । ବିଜେପି ନେତା ଏଥିରେ ଉତ୍ସାହିତ ହୋଇଥିବା ବେଳେ ବିଜେଡି ନେତା ହୋଇଛନ୍ତି…

ବବିଙ୍କ ଯାଜପୁର ବିକାଶ ବୟାନ ଉପରେ ଧୋଇଲେ ବଡଚଣା ବିଧାୟକ

ଭୁବନେଶ୍ୱର: ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାଶ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦେଇଥିବା ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ପୁଣି ସେ ଯାଜପୁରର ନେତୃତ୍ୱ ନେବେ ବୋଲି କହିଥିବା ବୟାନକୁ ନେଇ…

ମହିଳା ବିରୋଧୀ ଅପରାଧ ପ୍ରତି ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ନିରାପଦ ଓଡିଶା ଦିଗରେ ପାଦେ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ରାଜ୍ୟ ସରକାର ଏହି କ୍ଷେତ୍ରରେ…

ପାକିସ୍ତାନରେ ବିଷ ଓଗାଳିଲେ ଜାକିର; ଭାରତ ଓ ହିନ୍ଦୁଙ୍କ ବିରୋଧରେ ଦେଲେ ଆପତ୍ତିଜନକ ମନ୍ତବ୍ୟ

ନୂଆଦିଲ୍ଲୀ: ପଳାତକ ଉଗ୍ରବାଦୀ ଇସଲାମିକ ପ୍ରଚାରକ ଜାକିର ନାଏକ ଏବେ ପାକିସ୍ତାନରେ ଅଛନ୍ତି। ଜାକିର ନାଏକ ସୋମବାର ଠାରୁ ପାକିସ୍ତାନରେ ଅଛନ୍ତି ଏବଂ ସେବେଠାରୁ ସେ ବିଭିନ୍ନ ଟିଭି ଚ୍ୟାନେଲରେ ଅନେକ ଥର ଭାରତ ଏବଂ…

ହରିୟାଣା ବିଧାନସଭା ନିର୍ବାଚନ: ଆଜି ପ୍ରଚାର ପାଇଁ ଶେଷ ତାରିଖ, ଜୋଶରେ ବିଭିନ୍ନ ରାଜନୈତିକ ଦଳ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ରେ ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଆଜି ପ୍ରଚାର କରିବାର ଶେଷ ତାରିଖ । ତେଣୁ ଆଜି ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ଦମ୍ ଦେଖିବାକୁ ମିଳିବ । ଆଜି ସନ୍ଧ୍ୟା ୬ଟାରେ…

ମହାରାଷ୍ଟ୍ରରେ ସରଗରମ ରାଜନୀତି; ମଧ୍ୟରାତ୍ରରେ ଏହି ନେତାଙ୍କୁ ଭେଟିଲେ ଅନନ୍ତ ଅମ୍ବାନୀ

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ଜାରି ରହିଛି। ନିର୍ବାଚନ ଆୟୋଗ ମଧ୍ୟ କହିଛନ୍ତି ଯେ, ଖୁବଶିଘ୍ର ନିର୍ବାଚନର ତାରିଖର ଘୋଷଣା କରାଯିବ। ନିର୍ବାଚନ ପୂର୍ବରୁ ମହାୟୁତି ଏବଂ ଅଘାଡି ମେଣ୍ଟରେ…

ହମାସ-ହିଜବୁଲ୍ଲା ନେତାଙ୍କ କଥା କହି ପାକିସ୍ତାନ ସରକାରଙ୍କୁ ସମାଲୋଚନା କଲେ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ହିଜବୁଲ୍ଲା ନେତା ହାସନ ନସରଲ୍ଲା ଏବଂ ହାମାସ ନେତା ଇସ୍ମାଇଲ ହାନିଆଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ପାକିସ୍ତାନ ସରକାରଙ୍କୁ ଟାର୍ଗେଟ…

ଗାନ୍ଧୀଙ୍କ ଆଦର୍ଶରେ ଦେଶ ଶାସନ ବିଜେପି ସରକାରର ଲକ୍ଷ୍ୟ: ମୋହନ ମାଝୀ

କଟକ: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗା ପେଣ୍ଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀଙ୍କର ମାନବିକତା ଓ ସମାଜ ପ୍ରତି ଅବଦାନର…

ବିହାରରେ ଆରମ୍ଭ ହେଲା ପିକେ ଯୁଗ, ପ୍ରଶାନ୍ତ କିଶୋର କଲେ ନୂଆ ଦଳର ଘୋଷଣା

ପଟନା: ମହାତ୍ମା ଗାନ୍ଧୀଙ୍କ ଜୟନ୍ତି ଅବସରରେ ବିହାରର ରାଜଧାନୀରେ ଏକ ନୂଆ ରାଜନୈତିକ ଦଳର ପ୍ରବେଶ ହୋଇଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ବିହାରରେ ନିଜ ଦଳ ଜନ ସୂରାଜର ଘୋଷଣା କରିଛନ୍ତି। ଆଜିଠାରୁ…