Browsing Category

ଜ୍ଞାନ ବିଜ୍ଞାନ

ଆମ ଗ୍ରହ ପୃଥିବୀକୁ ‘Earth’ କାହିଁକି କୁହାଯାଏ, କେଉଁଠୁ ଆସିଲା ଏହି ନାମ

ନୂଆଦିଲ୍ଲୀ: ଆମର ଗ୍ରହ ପୃଥିବୀକୁ ‘ୟାର୍ଥ’ ମଧ୍ୟ କୁହାଯାଇଥାଏ । ଆମ ଗ୍ରହକୁ ହିନ୍ଦିରେ ‘ପୃଥିବୀ’ ଓ ଇଂରାଜୀରେ ‘ୟାର୍ଥ’ କୁହାଯାଇଥାଏ ।   ତେବେ ଆପଣମାନେ ଏହି ନାମ ପଛର ସତ୍ୟତା ବିଷୟରେ ଜାଣିଛନ୍ତି କି? ସୌରମଣ୍ଡଳର…

ପୃଥିବୀକୁ ଜଳ କେଉଁଠାରୁ ଆସିଲା: ୪୬୦ କୋଟି ବର୍ଷର ପୁରୁଣା ଉଲକାପିଣ୍ଡ ଖୋଲିବ ରହସ୍ୟ

ନୂଆଦିଲ୍ଳୀ: ଆମେ ସମସ୍ତେ ପୃଥିବୀରେ ବସବାସ କରୁଛେ । ଏଠାରେ ମଣିଷ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଜଳ, ବାୟୁ ପରି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପଲବ୍ଧ ରହିଛି । ତେବେ ଆପଣ କହିପାରିବେ ପୃଥିବୀ ପୃଷ୍ଠକୁ ଜଳ…

ମାତିଛନ୍ତି ୫ଟି ଭୟଙ୍କର ବ୍ୟାକ୍ଟେରିଆ: ଗୋଟିଏ ବର୍ଷରେ ବିଶ୍ୱରେ ମରିଛନ୍ତି ୧ କୋଟି ୩୭ ଲକ୍ଷ, ଭାରତରେ ୬.୭୮ ଲକ୍ଷ

ନୂଆଦିଲ୍ଲୀ: ଆମ ଶରୀରରେ ଓ ଆଖପାଖରେ ଏପରି ଅନେକ କ୍ଷୁଦ୍ର ଜୀବ ରହିଥାନ୍ତି, ତାହାକୁ ଆମେ ‘ବ୍ୟାକ୍ଟେରିଆ’ ବୋଲି କହିଥାଉ । ଏହି ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ ଦେଖାଯାଆନ୍ତି ନାହିଁ…

ପୁରୁଷ ବି ଶିଶୁଙ୍କୁ ଜନ୍ମ ଦେଇ ପାରିବ, ସ୍ତନ୍ୟପାନ କରାଇ ପାରିବ: ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକଙ୍କ ଟେକ୍ନିକାଲ ପ୍ରୋସେସ୍

ନୂଆଦିଲ୍ଲୀ: ଗତ ୧୯୭୪ରେ ‘କୁଆଁରା ବାପ’ ନାମକ ଏକ ଫିଲ୍ମ ମୁକ୍ତିଲାଭ କରିଥିଲା । ଉକ୍ତ ଫିଲ୍ମରେ ସିନେ ତାରକା ମହମୁଦ ଏକ ଗରିବ ରିକ୍ସାବାଲା ଭୂମିକାରେ ଆସିଥିଲେ । ଫିଲ୍ମରେ ସେ ଗୋଟିଏ ଶିଶୁକୁ ମାଆ ପରି ଲାଳନ ପାଳନ…

Cardiac Arrest ଓ Heart Attack ମଧ୍ୟରେ ଫରକ୍ କଣ: କାହିଁକି କମ୍ ବୟସ୍କଙ୍କୁ ଏହା ବେଶି ଆଟାକ୍ କରୁଛି

ନୂଆଦିଲ୍ଲୀ: ନିକଟରେ ବଙ୍ଗାଳି ଫିଲ୍ମ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା ମାତ୍ର ୨୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ କ୍ୟାନ୍ସର ପରି ଭୟଙ୍କର ରୋଗରୁ ଦୁଇ ଥର ମୁକୁଳିଥିବା ବେଳେ କାର୍ଡିଆକ ଆରେଷ୍ଟରେ ମୃତ୍ୟୁବରଣ…

CRRI ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଧାନ ଫସଲକୁ ନଷ୍ଟ କରୁଛି ରାସ୍ତା କଡ଼ର ଲାଇଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଶିଳ୍ପ କ୍ଷେତ୍ରରେ ଆଜିର ସମାଜ ବହୁତ ଆଗକୁ ବଢ଼ିଯାଇଛି । ଏହା ପରେ ବି ଆଜି ଅଧିକାଂଶ ଲୋକ କୃଷି କ୍ଷେତ୍ର ଉପରେ ନିର୍ଭର କରି ନିଜର ଗୁଜୁରାଣ୍ଟ…

Vikram-S Mission: ମହାକାଶ ଗବେଷଣାରେ ଇତିହାସ ରଚିଲା ଭାରତ, ଲଞ୍ଚ ହେଲା ଦେଶର ପ୍ରଥମ ଘରୋଇ ରକେଟ୍

ନୂଆଦିଲ୍ଲୀ: ଆଜି ସାରା ଭାରତବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ସଫଳତାର ସହ ଉତକ୍ଷେପଣ…

ମଣିଷର ବୃଦ୍ଧତ୍ୱ ଲିଙ୍ଗ ଆଧାରିତ: ମହିଳାଙ୍କ ତୁଳନାରେ ପୁରୁଷମାନେ ଶୀଘ୍ର ବୁଢ଼ା ହୋଇଯାଉଛନ୍ତି କାହିଁକି: କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଶିଶୁ, ଯୁବକ ଓ ବୃଦ୍ଧ । ମଣିଷ ଜୀବନର ଏହି ତିନୋଟି ଅବସ୍ଥାକୁ କେହି ରୋକି ପାରିବେ ନାହିଁ । ତେବେ ନିୟମିତ ଯୋଗ, ଉପଯୁକ୍ତ ଖାଦ୍ୟପେୟ ଓ ଶାରୀରିକ ଭାବେ ଫିଟ୍ ରହିପାରିଲେ ଜଣେ କମ୍ ବୟସର ମଣିଷ ପରି…

ହ୍ଵିସ୍କିରେ ଥଣ୍ଡା ପାଣି ମିଶାଇବାକୁ କାହିଁକି ମନା କରନ୍ତି ଓ୍ଵାଇନ୍ ଏକ୍ସପର୍ଟ ? ଏହା ପଛର ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ହ୍ଵିସ୍କି କିମ୍ବା ଅନ୍ୟ କୌଣସି ମଦରେ ପାଣି ମିଶାଯିବା ଉଚିତ୍ କି ନାହିଁ  ଏହା ଏକ ବିତର୍କର ବିଷୟ। ଅଧିକାଂଶ ଆଲକହଲ ବିଶେଷଜ୍ଞଙ୍କ ମତରେ ହାର୍ଡ ଡ୍ରିଙ୍କକୁ ଏହାର ମୂଳ ରୂପରେ ଉପଭୋଗ କରିବା ଉଚିତ୍।…

ହେଡଫୋନରେ ମ୍ୟୁଜିକ ଶୁଣିବା ଏତେ ଭୟଙ୍କର: ବିଶ୍ୱର ୭୦ କୋଟି ଲୋକ ଶ୍ରବଣ ଶକ୍ତି ହରାଇବେ, ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । କିଛି ଲୋକ ହେଡଫୋନ ଲଗାଇ ଅଧିକ ସାଉଣ୍ଡରେ ଗୀତ ଶୁଣିଥାନ୍ତି । ତେବେ ଏହାର ଭୟଙ୍କର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ ।…