Browsing Category

ସ୍ପେସାଲ

ବିଶ୍ୱର ସବୁଠାରୁ ବିଷାକ୍ତ ଜୀବ, ଯିଏ ଗୋଟିଏ ସେକେଣ୍ଡରେ କରେ ଶିକାର

ନୂଆଦିଲ୍ଲୀ: ପ୍ରକୃତି ପ୍ରତ୍ୟେକ ଜୀବକୁ ନିଜ ସୁରକ୍ଷା ପାଇଁ କିଛି ନା କିଛି ଉପାୟ ଦେଇଥାଏ । ଏହି ଉପାୟ ଦ୍ୱାରା ଜୀବମାନଙ୍କୁ ଶିକାର କରିବାରେ ସାହାଯ୍ୟ ମିଳିଥାଏ । ଜୀବମାନେ ଦେହରେ ଥିବା ସ୍ୱତନ୍ତ୍ର ଶକ୍ତି ଦ୍ୱାରା…

ବର୍ଷକ ବାରମାସ ପାଣି ଭିତରେ ରୁହନ୍ତି ମା’ ଗୁପ୍ତଚଣ୍ଡୀ….ଜାଣନ୍ତୁ ଗୁପ୍ତଚଣ୍ଡୀଙ୍କ ଗୁପ୍ତ ରହସ୍ୟ

ଓଡ଼ିଶା ଭାସ୍କର: ଓଡ଼ିଶାରେ ଅନେକ ପୁରାତନ ମନ୍ଦିର ରହିଛି । ଅଲୌକିକ ମହିମାରେ ପରିପୂର୍ଣ୍ଣ ଓଡ଼ିଶାର ସମସ୍ତ ମନ୍ଦିର । ସମସ୍ତ ମନ୍ଦିରର ଦେବାଦେବୀ ମାନଙ୍କୁ ନୀତି ନିୟମ ଅନୁସାରେ ପୂଜା କରାଯାଇଥାଏ । ସେହିପରି ଫୁଲ, ଧୂପ,…

ବୈଜ୍ଞାନିକଙ୍କ କରିସ୍ମା: ଏଣିକି ହାର୍ଟ ଆଟାକ୍ ପରେ ହୃଦୟର ମାଂସପେଶୀର କୋଷିକା ହୋଇପାରିବ ପୁନର୍ଜିବିତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ୍ ଏଭ ଭୟଙ୍କର ରୋଗ । ଭାରତରେ ପ୍ରତିବର୍ଷ ହାର୍ଟ ଆଟାକରେ ୧୨ ଲକ୍ଷ ଯୁବକ ମୃତ୍ୟୁବରଣ କରୁଛନ୍ତି । ସେହିପରି ଆମେରିକାରେ ପ୍ରତି ୩୬ ସେକେଣ୍ଡରେ ଜଣେ ଲୋକ ମରୁଥିବା ଜଣାପଡ଼ିଛି…

ଆପଣ ପୂର୍ବଜନ୍ମରେ କ’ଣ ଥିଲେ, କ’ଣ କରୁଥିଲେ, ଏହା କ’ଣ ଜାଣିବା ସମ୍ଭବ, ଜାଣନ୍ତୁ ଏହାର ରହସ୍ୟ ବିଷୟରେ

ନୂଆଦିଲ୍ଲୀ: ଆପଣ ନିଜର ପୂର୍ବଜନ୍ମର କଥା ମନେରଖିଛନ୍ତି କି? ପୂର୍ବଜନ୍ମର କଥା କେହି ବି କହିପାରିବେ ନାହି । ତେବେ ଜ୍ୟୋତିର୍ବିଦ୍ୟା ଆଧାରରେ ପୂନର୍ଜନ୍ମକୁ ନେଇ କିଛିଟା ଅନୁମାନ କରାଯାଏ । ଏଥିପାଇଁ କିଛି ଲକ୍ଷଣ ଉପରେ…

ଶ୍ରାବଣ ମାସରେ ଆପଣାନ୍ତୁ ଏହି ଉପାୟ, ମିଳିବ ମହାଦେବଙ୍କ ଆଶୀର୍ବାଦ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଏକ ବିଶେଷ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମର କ୍ୟାଲେଣ୍ଡର ଅନୁଯାୟୀ ଶ୍ରାବଣ ମାସ ପଞ୍ଚମ ମାସ ଅଟେ । ଏହି ମାସରେ ଭଗବାନ ଶିବଙ୍କୁ ବିଶେଷ ଉପାସନା କରାଯାଏ। ଅବିବାହିତ ପୁଅ…

ଜାଣନ୍ତୁ ସବୁଠୁ ବଡ ନାଁ ଥିବା ରେଲୱେ ଷ୍ଟେସନ, ସାନ ନାଁ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଦେଶର ଲାଇଫ ଲାଇନ ବୋଲି କୁହାଯାଏ ଭାରତୀୟ ରେଲୱେକୁ । ପ୍ରତିଦିନ ଅନେକ ଯାତ୍ରୀ ବିଭିନ୍ନ ଷ୍ଟେସନକୁ ଟ୍ରେନରେ ଯାତ୍ରା କରିଥାନ୍ତି । ତେବେ ଏହି ଷ୍ଟେସନ ଭିତରେ ଦେଶରେ ମୋଟ ୮ ହଜାରରୁ ଅଧିକ ଷ୍ଟେସନ ରହିଛି…

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ କାହିଁକି ପ୍ରାର୍ଥୀ ଭାବେ ବାଛିଲା BJP, ଜାଣନ୍ତୁ ଏହା ପଛର ସମସ୍ତ କାରଣ

ନୂଆଦିଲ୍ଲୀ: ଆସନ୍ତା ମାସ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହା ମଧ୍ୟରେ ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଓ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା…

ବିଚିତ୍ର ଜନଜାତିଙ୍କ ଅଜବ ପରମ୍ପରା: ବାହାଘର ପାଇଁ ପିଇବାକୁ ପଡ଼େ ଘୁଷୁରି ରକ୍ତ

ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରକାରର ଜନଜାତି ବସବାସ କରନ୍ତି । ସେମାନଙ୍କ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ । ଏହି ଜନଜାତିର ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ମିଳୁଥିଲେ ମଧ୍ୟ କିଛି ଜନଜାତି ଏଥିରୁ ବଞ୍ଚିତ…

ଯୌତୁକରେ ଦିଆଯାଏ ବିଷାକ୍ତ ସାପ: ଜାଣନ୍ତୁ ଏପରି କରିବାର କଣ ରହିଛି ଗୁପ୍ତ ରହସ୍ୟ

ନୂଆଦିଲ୍ଲୀ: ଅତୀତର କେଉଁ କାଳରୁ ଆରମ୍ଭ ହୋଇଛି ଯୌତୁକ ପ୍ରଥା । ବର୍ତ୍ତମାନ ସମୟରେ ଯୌତୁକ ଦେବା ବା ନେବା ଅପରାଧ ହୋଇଥିଲେ ମଧ୍ୟ ଲୋକମାନେ ଏହି ପରମ୍ପରା ପଛରେ ପଡିଛନ୍ତି । ବାହାଘର ସମୟରେ ବାପଘରୁ ଝିଅମାନଙ୍କୁ ଅନେକ…

କଳା ବଳଦକୁ ଧଳା କରି ଦେଲେ ବାବା ଧବଳେଶ୍ୱର: ସେବେଠୁ ଲାଗିଛି ଭକ୍ତଙ୍କ ଭିଡ଼

କଟକ(ଓଡ଼ିଶା ଭାସ୍କର):ଓଡ଼ିଶାରେ ଅନେକ ଶୈବପୀଠ ଥିଲେ ମଧ୍ୟ ଧବଳେଶ୍ୱର ଶୈବପୀଠ ଅନ୍ୟତମ । କଟକ ମହାନଦୀ କୂଳରେ ଥିବା ଏକ କ୍ଷୁଦ୍ର ଦ୍ୱୀପରେ ଅବସ୍ଥିତ ଏହି ଶୈବପୀଠର ମହିମା ଅଲୌକିକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ରହିଥିବା…