Browsing Category

ସ୍ପେସାଲ

୯୪ ବର୍ଷରେ ଜିତିଲେ ସ୍ୱର୍ଣ୍ଣ ପଦକ, ଭାରତ ହେଲା ଗୌରବାନ୍ୱିତ

ନୂଆଦିଲ୍ଲୀ: ଯୁବପିଢୀମାନେ ଦେଶ ପାଇଁ ଅନେକ ପଦକ ଜିତି ଦେଶକୁ ଗୌରବାନ୍ୱିତ କରୁଛନ୍ତି  । ଏହି କ୍ରମରେ ଏବେ ଭାରତ ପାଇଁ ଆସିଛି ଆଉ ଏକ ଗୌରବର ସମୟ । କାରଣ ଜଣେ ୯୪ ବର୍ଷିୟ ବୃଦ୍ଧା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି…

ଜିକା ଭାଇରସକୁ ନେଇ ବଢିଲା ଚିନ୍ତା: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ: ଡେଙ୍ଗୁ, ମାଲେରିଆ ଓ ଚିକେନଗୁନିଆ ପରେ ଜିକା ଭାଇରସକୁ ନେଇ ସରକାରଙ୍କର ଚିନ୍ତା ବଢିଛି । ଦେଶର ଅନେକ ରାଜ୍ୟରେ ବୈଜ୍ଞାନିକମାନେ ଜିକା ଭାଇରସ ସମ୍ବନ୍ଧୀୟ ତଥ୍ୟର ପ୍ରମାଣ ପାଇଥିବା ପ୍ରକାଶ କରିଛନ୍ତି ।…

ହରିଶଙ୍କର ମନ୍ଦିରର ମାହାତ୍ମ୍ୟ : ଏକାଠୀ ଅବସ୍ଥାନ କରିଥିବାରୁ ନାମ ହେଲା ହରିଶଙ୍କର

ଓଡ଼ିଶା ଭାସ୍କର: ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ ହେଉଛି ହରିଶଙ୍କର ମନ୍ଦିର । ପଶ୍ଚିମ ଓଡ଼ିଶାରେ ଅବସ୍ଥିତ ହରିଶଙ୍କର ମନ୍ଦିରର ଅନେକ ରୋଚକ ତଥ୍ୟ ରହିଛି । ଏହି ପୀଠରେ ହରି ଓ ଶଙ୍କର ଏକାଠୀ ପୂଜା ପାଉଥିବାରୁ ଏହି…

ଆଜି ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ନିକଟରେ ଲାଗି ହେବ ଅଧରପଣା….

ଓଡ଼ିଶା ଭାସ୍କର: ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳ ସାରି ଲେଉଟିଛନ୍ତି ଶ୍ରୀଜିଉ । ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ତିନି ରଥ ଉପରେ ମହଣ ମହଣ ସୁନାରେ…

ବିଶ୍ବନିୟନ୍ତାଙ୍କ ସୁନାବେଶ: ବର୍ଷକୁ ୫ଥର ସୁନାବେଶ ହୁଅନ୍ତି ଦାରୁଦିଅଁ

ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା। ପ୍ରତ୍ୟେକ ଲୀଳାର ଅନ୍ତରାଳେ ନିହିତ ଥାଏ ମଙ୍ଗଳ କାମନା। ସେଥିପାଇଁ…

ପବିତ୍ର ସୁନାବେଶର ରହସ୍ୟ: ଜାଣନ୍ତୁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର

ଓଡ଼ିଶା ଭାସ୍କର: ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ । ଭକ୍ତ ଓ ଭଗବାନଙ୍କ ମିଳନର ଆଉ ଏକ ଅପୂର୍ବ ଦିନ । ଶ୍ରୀକ୍ଷେତ୍ରର ବଡଦାଣ୍ଡରେ ଦେଖିବାକୁ ମିଳିଛି ଜନସମୁଦ୍ର । ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ…

ଆଜିଠାରୁ ଆରମ୍ଭ ପବିତ୍ର ଦେବଶୟନୀ ଏକାଦଶୀ: ଜାଣନ୍ତୁ ବ୍ରତର ଶୁଭ ମୂହୁର୍ତ୍ତ ଓ ପୂଜାବିଧି

ଓଡ଼ିଶା ଭାସ୍କର: ହିନ୍ଦୁଧର୍ମରେ ଦେବଶୟନୀ ଏକାଦଶୀକୁ ବିଶେଷ ମାନ୍ୟତା ଦିଆ ଯାଇଥାଏ । ଆଷାଢ ମାସର ଏକାଦଶୀ ତିଥିରେ ଦେବଶୟନୀ ଏକାଦଶୀ ପଡ଼ିଥାଏ । ଏହି ଦିନ ଠାରୁ ଚୁତୁର୍ମାସର ଆରମ୍ଭ ହୋଇଥାଏ । ଏହି ଚତୁର୍ମାସରେ ଭଗବାନ…

ମହାପ୍ରଭୁଙ୍କୁ କଣ ପାଇଁ ପୋଡ଼ପିଠା ଖୁଆନ୍ତି ମାଉସୀ ମା’? ଜାଣନ୍ତୁ କାରଣ…

ଓଡ଼ିଶା ଭାସ୍କର: ବାହୁଡ଼ା ଯାତ୍ରା ଦିନ ମହାପ୍ରଭୁ ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥବା ମାଉସି ମା ଘର ନିକଟରେ ରହି ପୋଡ଼ ପିଠା ଖାଇଥାନ୍ତି। ମହାପ୍ରଭୁଙ୍କ ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି।…

ଡାକ୍ତର କହିଲେ ‘ତୁମେ ଜଣେ ମହିଳା’: ନିଜ ବିଷୟରେ ଏତେ ବଡ଼ କଥା ଜାଣି ଆଶ୍ଚର୍ଯ୍ୟ ହେଲେ ୩୩ ବର୍ଷୀୟ ପୁରୁଷ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ୟୁରିନ୍ ବା ମୂତ୍ରରେ ବ୍ଲଡ ଆସିବାକୁ ନେଇ ଚିନ୍ତାରେ ଥିଲେ । କିନ୍ତୁ ଡାକ୍ତରଙ୍କ ପାଖକୁ ଚେକଅପ୍ ପାଇଁ ଯିବା ପରେ ସେ ସତ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କ ଶରୀରରେ ଓଭାରି ଏବଂ ଗର୍ଭାଶୟ…

ଏହି ମାରାତ୍ମକ ରୋଗରେ ସିଙ୍ଗିଲ ଲୋକଙ୍କର ମୃତ୍ୟୁର ସମ୍ଭାବନା ଅଧିକ: ରିସର୍ଚ୍ଚ

ନୂଆଦିଲ୍ଲୀ: ଏକ ରିସର୍ଚ୍ଚରେ ଖୁଲାସା ହୋଇଛି କି, ଅବିବାହିତ ଲୋକଙ୍କର ପେଟ କ୍ୟାନ୍ସରରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ । ଅନ୍ୟପଟେ ଯେଉଁ ଲୋକମାନେ ନିଜ ପାର୍ଟନରଙ୍କ ସହ ରହୁଛନ୍ତି, ସେମାନଙ୍କଠାରେ କ୍ୟାନ୍ସରରୁ…