fbpx
Browsing Category

ସ୍ପେସାଲ

‘ପଖାଳ’ ବଢ଼ାଏ ଶକ୍ତି, AIIMSର ନୂଆ ଅଧ୍ୟୟନରୁ ଆହୁରି କଣ ଜଣାପଡ଼ିଲା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ…

୨୦୧୯ରେ ଭାଉ ଦେଖାଉଥିଲେ ଆଉ ଏବେ ମାନିଗଲେ, ଶେଷରେ ଗୋଟିଏ ମନ୍ତ୍ରୀ ପଦରେ କେମିତି ମାନିଗଲେ ନୀତୀଶ କୁମାର ?

ନୂଆଦିଲ୍ଲୀ(ଓଡିଶା ଭାସ୍କର) : କ୍ୟାବିନେଟ୍ ଅଦଳବଦଳକୁ ନେଇ ଜାରି କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କେମିତି ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା, କଣ ରହିଛି ପୁରାଣ ମାନ୍ୟତା, ଜାଣନ୍ତୁ ଏହା ପଛର ଇତିହାସ

ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ରହିଲା ଆଉ ମାତ୍ର କେଇଟା ଦିନ । ଚଳିତ ବର୍ଷର ରଥଯାତ୍ରା ଜୁଲାଇ ୧୨ ତାରିଖରେ ପାଳନ ହେବାକୁ ଯାଉଛି । ଏଥିପାଇଁ ବଡ଼ଦାଣ୍ଡରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ…

କେବେ ଥିଲେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ, ଆଜି ମୋଦୀଙ୍କ ରେଳ ମନ୍ତ୍ରୀ, ଜାଣନ୍ତୁ ଅଶ୍ଵିନୀ ବୈଷ୍ଣବଙ୍କ ଜୀବନ ଯାତ୍ରା

ଭୁବନେଶ୍ଵର(ଓଡିଶା ଭାସ୍କର): ବହୁ କଳ୍ପନା ଜଳ୍ପନା ଅନ୍ତ ଘଟିଲା। ଶେଷରେ ମୋଦୀ ସରକାରର ଦ୍ଵିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳର ହେଲା ସଂପ୍ରସାରଣ। ଏଥିରେ ପୂର୍ବାପେକ୍ଷା ଓଡିଶାକୁ ମିଳିଲା ଗୁରୁତ୍ଵ। ଓଡିଶାରୁ…

ପାରାଦୀପରୁ ଉଦ୍ଧାର ହେଲା ବିରଳ ଜନ୍ତୁ

ପାରାଦୀପ(ଓଡ଼ିଶା ଭାସ୍କର): ଦୁନିଆରେ ଅନେକ ବିରଳ ଜନ୍ତୁ ଉଦ୍ଧାର ହେଉଥିବା ଘଟଣା ତ ଆପଣ ଶୁଣିଥିବେ । ଏହାରି ମଧ୍ୟରେ ପାରାଦୀପ ଅଞ୍ଚଳରେ ଏକ ବିରଳ ଜନ୍ତୁ ଜାଲରେ ପଡ଼ିଛି । ଜନ୍ତୁଟି ଦକ୍ଷିଣ ଆଫ୍ରିକୀୟ ଜୀବ ‘ହନି…

ମୋଦୀଙ୍କ ୭ ଓଣ୍ଡର ଓମ୍ୟାନ୍: କ୍ୟାବିନେଟରେ ଦେଖାଇବେ ଜଲୱା

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କରେ ମହିଳା ଏବଂ ପୁରୁଷ ରାଜନୈତିକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଦେଖା ଦେଉଥିବା ତାରତମ୍ୟ ଟିକିଏ କମ୍ । ତେବେ ଭାରତରେ ପୁରୁଷ ଏବଂ ନାରୀ ନେତ୍ରୀଙ୍କ ମଧ୍ୟରେ ବ୍ୟବଧାନ ଢେର ଅଧିକ ।…

କାଲି ୨ଟି ଶୁଭଯୋଗରେ ପାଳନ ହେବ ମାସିକ ଶିବରାତ୍ରି, ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ ଓ ବିଧି

ପ୍ରତି ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥୀରେ ମାସିକ ଶିବରାତ୍ରି ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥୀ ୮ ଜୁଲାଇ ଅର୍ଥାତ୍ ଆସନ୍ତାକାଲି ପଡ଼ୁଛି । ଧାର୍ମିକ…

ମୋଦୀ କ୍ୟାବିନେଟ୍ ରେ ଓଡ଼ିଆ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ! ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ ହେଉଛି ବୁଧବାର । ସନ୍ଧ୍ୟା ୬ଟାରେ ନୂତନ ଭାବେ ପ୍ରାୟ ୪୩ ଜଣ ମନ୍ତ୍ରୀ ଶପଥ ନେଉଥିବାବେଳେ ଏଭିତରେ ରହିଛନ୍ତି ଓଡ଼ିଶାରୁ ଦୁଇଜଣ…

ମୋଦୀ ମନ୍ତ୍ରିମଣ୍ଡଳ: ୭-୭ରେ ସାଥ୍ ସାଥ୍ ସଂକେତ

ଓଡ଼ିଶା ଭାସ୍କର ବ୍ୟୁରୋ: ବଦଳିଛି କେନ୍ଦ୍ର ମନ୍ତ୍ରିମଣ୍ଡଳର ରୂପରେଖ । ପୂର୍ବରୁ ପ୍ରଧାନମନ୍ତ୍ରୀ ‘ସବକା ସାଥ୍, ସବକା ବିକାଶ’କୁ ଗୁରୁତ୍ୱ ଦେଇଆସୁଥିବାବେଳେ ସମ୍ପ୍ରତି ‘ମିନିଷ୍ଟ୍ରି ଅଫ୍ କୋଅପରେସନ୍’କୁ ଫୋକସ୍…

ବିଶ୍ୱ ଚକଲେଟ୍ ଦିବସ: ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା

ପ୍ରତିବର୍ଷ ଜୁଲାଇ ୭ରେ ବିଶ୍ୱ ଚକଲେଟ୍ ଦିବସ ପାଳନ କରାଯାଏ । ପ୍ରଥମଥର ପାଇଁ ୨୦୦୯ ମସିହାରେ ଏହାର ପାଳନ କରାଯାଇଥିଲା । ଏହି ଦିନ ଲୋକମାନେ ନିଜ ସାଙ୍ଗ ଓ ସମ୍ପର୍କୀୟମାନଙ୍କୁ ଚକଲେଟ୍ ଓ ଉପହାର ଦେଇଥାନ୍ତି । କିନ୍ତୁ…