Browsing Category

ସ୍ପେସାଲ

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ସିଟ୍ ପୋଛିନେଲା BJD: ଗୋଟିଏ ବି ଆସନ ହାତେଇ ପାରିଲେନି BJP ଓ Congress

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ପୌର ନିର୍ବାଚନର ଫଳାଫଳ ଆସିଯାଇଛି । ମୋଟ ୧୦୫ଟି ପୌରାଧ୍ୟକ୍ଷ ମଧ୍ୟରୁ ବିଜେଡିକୁ ସର୍ବାଧିକ ୭୩ଟି, ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ପଦ ମିଳିଛି ।…

ରାଶିଫଳ(ରବିବାର,୨୭ ମାର୍ଚ୍ଚ,୨୦୨୨)

ମେଷ - କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ, ନୂଆକିଛି ଯୋଜନା କରି ସଫଳ ହେବେ, କୌଣସି ପ୍ରକାର ଆର୍ଥିକ ଲାଭ କିମ୍ବା ନୂଆ ସଂପର୍କ ଯୋଡି ହେବ, ସୁଖଶାନ୍ତି ଭରା ପରିବେଷ ମଧ୍ୟରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ଏବଂ…

ବସ୍ତି ବାସିନ୍ଦାଙ୍କ ଭୋଟ ନିର୍ଣ୍ଣୟ କରିବ କିଏ ହେବ ଭୁବନେଶ୍ୱର ମେୟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସିଟ୍ ପାଇଁ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ ଓ କଂଗ୍ରେସରୁ ମଧୁସ୍ମିତା…

ରାଶିଫଳ(ଶନିବାର,୨୬ ମାର୍ଚ୍ଚ,୨୦୨୨)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ,…

ମନୋବାଞ୍ଛା ପୂରଣ ହେଲେ ଏଠାରେ ଅର୍ପଣ କରାଯାଏ ମଦ: ଭକ୍ତମାନେ ବି ପ୍ରସାଦ ଭାବେ ପିଅନ୍ତି, ଦେଖନ୍ତୁ Video

ଅମୃତସର: ପଞ୍ଜାବର ଅମୃତସରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ଭୋମା ଗାଁର ବାବା ରୋଡେ ଶାହାଙ୍କ ଦରଗାରେ ପ୍ରସାଦ ରୂପରେ ମଦ ଅର୍ପଣ କରାଯାଏ ଓ ପରେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଏ । ସୋସିଆଲ…

ପଶ୍ଚିମବଙ୍ଗର ବୀରଭୂମ ହିଂସାକାଣ୍ଡ ପଛର ଅସଲ କାରଣ କ’ଣ, ଏହା ପଛରେ ରହିଛି କି ରାଜନୀତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା କରାଯିବା ପରେ ପ୍ରତିଶୋଧପରାୟଣ ସ୍ୱରୂପ ୮ ଜଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ୬ ମହିଳା,…

ବସରେ ସ୍କୁଲ ଛାତ୍ରଛାତ୍ରୀଙ୍କ ବିଅର ପାର୍ଟି: ଢ଼କ୍ ଢ଼କ୍ କରି ପିଉଥିବାର Video ଭାଇରାଲ

ଚେନ୍ନାଇ: ପାଠ ପଢ଼ିବା ନାଁରେ ବାପା-ମାଙ୍କ ଆଖିରେ ଧୂଳି ଦେଉଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ ତାମିଲନାଡ଼ୁ ଚେଙ୍ଗଲପେଟ ଜିଲ୍ଲାରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଥିରେ କିଛି ସ୍କୁଲ ଛାତ୍ରଛାତ୍ର୍ରୀ…

ବିହାରର ଅଶୁଭ ବଙ୍ଗଳା! ଏଠାରେ ପାଦ ଦେବା ମାତ୍ରେ ନେତା-ମନ୍ତ୍ରୀଙ୍କ ଖରାପ ଦିନ ଆରମ୍ଭ ହୁଏ

ପାଟନା: ରାଜନୀତିରେ ଅନ୍ଧବିଶ୍ୱାସର ପ୍ରଚଳନ କୌଣସି ନୂଆ କଥା ନୁହେଁ । ବିହାରରେ ବିଆଇପି ପାର୍ଟିର ୩ ବିଧାୟକ ଭାରତୀୟ ଜନତା ପାର୍ଟି ବା ବିଜେପିରେ ସାମିଲ ହେବା ପରେ ଏବେ ଭିଆଇପିର ପ୍ରତିଷ୍ଠାତା ମୁକେଶ ସହନି ମନ୍ତ୍ରୀ…

ରାଶିଫଳ(ଶୁକ୍ରବାର,୨୫ ମାର୍ଚ୍ଚ,୨୦୨୨)

ମେଷ - ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ। ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ବଜନଙ୍କ ମନ କିଣି ନେଇପାରନ୍ତି। କିନ୍ତୁ ପାରିବାରିକ ଭୁଲ୍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି…

ଚୈତ୍ର ନବରାତ୍ରି ବ୍ରତରେ କରନ୍ତୁ ଏହି ୧୦ ନିୟମର ପାଳନ: ପ୍ରସନ୍ନ ହେବେ ଜଗତ ଜନନୀ ମା ଦୁର୍ଗା

ଆସନ୍ତା ଏପ୍ରିଲ ୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରିର ପବିତ୍ର ସମ୍ଭାର । ଏହି ଅବସରରେ ମା ଦୁର୍ଗାଙ୍କର ୯ ସ୍ୱରୂପାଙ୍କୁ ପୂଜା ଆରାଧନା କରାଯାଇଥାଏ । ନବରାତ୍ରି ପାଳନ କରୁଥିବା ଭକ୍ତମାନେ ଏପ୍ରିଲ ୧୧…