Browsing Category

ସ୍ପେସାଲ

ପାରାସିଟାମଲକୁ ନେଇ ଏପରି ଭୁଲ୍ କରୁଥିଲେ ହୋଇପାରେ କ୍ଷତି: ତୁରନ୍ତ ଛାଡ଼ନ୍ତୁ ଅଭ୍ୟାସ

ନୂଆଦିଲ୍ଲୀ: କୁହାଯାଏ ଅତି ଲେମ୍ବୁ ଚିପୁଡିଲେ ପିତା । କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ହୋଇଥିଲେ, ତାହା କ୍ଷତି ଘଟାଇବା ଆରମ୍ଭ କରିଥାଏ । ଏହି କଥା ମେଡିସିନ୍ କ୍ଷେତ୍ରରେ ବି ଲାଗିଥାଏ, ଯାହା ଆମକୁ ରୋଗଠାରୁ ଦୂରେଇ…

ଟ୍ରେନ୍ ବଦଳରେ ରେଲୱେ ଟ୍ରାକରେ ଗଡ଼ିଲା ଟ୍ରାକ୍ଟର: ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇପଡୁଛି । ସେହିପରି ନିକଟରେ ଏପରି ଏକ ଜୁଗାଡ଼ୁ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ବି…

ରାଶିଫଳ(ମଙ୍ଗଳବାର,୧୭ ମେ,୨୦୨୨)

ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…

“ମା’ର ଯତ୍ନ ନେବା ପାଇଁ ଘର ନୁହେଁ, ହୃଦୟ ବଡ ହେବା ଉଚିତ୍ ‘, ଜାଣନ୍ତୁ କେଉଁ ପରିସ୍ଥିତିରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ…

ନୁଆଦିଲ୍ଲୀ: ମା'ର ଯତ୍ନ ପଇଁ ଘର ନୁହେଁ, ହୃଦୟରେ ଜାଗା ଆବଶ୍ୟକ । ସୁପ୍ରିମକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୮୯ ବର୍ଷୀୟ ମା'ଙ୍କ ସମ୍ପତ୍ତି ବିକ୍ରି ରୋକିବା ପାଇଁ ଆଦେଶ ଦେବା ସହ ଏହି ଟିପ୍ପଣି ଦେଇଛନ୍ତି । ବୃଦ୍ଧ…

ଆସନ୍ତାକାଲିଠୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଅନୁଗ୍ରହ ବର୍ଷା କରିବେ ମଙ୍ଗଳ ଦେବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ବିଶେଷ ସ୍ଥାନ ମିଳିଛି । ମଙ୍ଗଳ ଗ୍ରହଙ୍କୁ ସମସ୍ତ ଗ୍ରହଙ୍କ ସେନାପତି କୁହାଯାଏ । ମଙ୍ଗଳଙ୍କୁ ଉର୍ଜା, ଭାଇ, ଭୂମି, ଶକ୍ତି, ସାହାସ, ପରାକ୍ରମ, ସୋର୍ଯ୍ୟର କାରକ ବୋଲି କୁହାଯାଏ ।…

ଚଳନ୍ତା ଟ୍ରେନରୁ ଛୁଆଙ୍କୁ ଫିଙ୍ଗିବା ପରେ ଡିଆଁ ମାରିଲେ ମହିଳା: ଦେଖନ୍ତୁ ଲୋମ ଟାଙ୍କୁରା Video

ଭାଇରାଲ୍: ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ବି ଚକିତ କରୁଛି । ସେହିପରି ନିକଟରେ ଉଜ୍ଜୈନ ରେଳ ଷ୍ଟେସନରୁ ଏକ ଲୋମ ଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ…

ଆଜି ଚନ୍ଦ୍ରଗ୍ରହଣରେ ଦେଖାଯିବ ବ୍ଲଡ୍ ମୁନ୍: ଗର୍ଭବତୀ ରୁହନ୍ତୁ ସାବଧାନ୍, ଯୌନ ସମ୍ପର୍କଠାରୁ …

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୧୬ ମେ’ ୨୦୨୨ ଅର୍ଥାତ୍ ଆଜି ଲାଗିବ । ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ଲାଗିଥାଏ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହାକି ବିଶ୍ୱର ଅନେକ ଦେଶରେ ଦୃଶ୍ୟମାନ ହେବ ।…

ରାଶିଫଳ(ସୋମବାର,୧୬ ମେ,୨୦୨୨)

ମେଷ - ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅତି ଭଲ ସମ୍ପର୍କ ରହିଥିବା ନିଜ ଲୋକଙ୍କ…

୪ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲେ ସ୍ଥାନ: କରିଥିଲେ କିଛି ଏମିତି ଆଶ୍ଚର୍ଯ୍ୟକର ଘଟଣା

ତୁଳସୀ ଦୁଇପତ୍ରରୁ ବାସିଲା ପରି ମହକି ଉଠିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପଣ୍ଡରା ଗ୍ରାମ ପଂଚାୟତର ଓଳାସ ଗ୍ରାମର ଝିଅ ପ୍ରଲିପ୍ତା ପ୍ରିୟଦର୍ଶିନୀ ନାୟକ ( ପରୀ ) । ଇଣ୍ଡିଆ ବୁକ୍…

ନଷ୍ଟ ହେବନି ଆଖି: ମତ୍ୟୁର ୫ ଘଣ୍ଟା ପରେ ବି ହୋଇପାରିବ ଜୀବନ୍ତ

ନୂଆଦିଲ୍ଲୀ: ମଣିଷର ମୃତ୍ୟୁ ପରେ ଶରୀରର ଅଙ୍ଗ ଦାନ କରାଯାଏ । ଏହାଦ୍ୱାରା କାହାର ଜୀବନ ମଧ୍ୟ ବଞ୍ଚିଯାଏ । ଚକ୍ଷୁଦାନ ଏଥିମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏଥିପାଇଁ ତ' କୁହାଯାଏ ଚକ୍ଷୁଦାନ ମହାଦାନ ।…