Browsing Category
ସ୍ପେସାଲ
ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ଓ ଜାତୀୟ କବାଡି ଖେଳାଳୀ ମାଧାବଙ୍କୁ ସହଯୋଗର ହାତ ବଢ଼ାଇଲେ ବିଶିଷ୍ଟ ଶିଳ୍ପପତି ଡ଼ଃ. ଶରତ କୁମାର ସାହୁ ଓ…
କଟକ (ଓଡ଼ିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ରୁଚିମସଲାର ପରିଚାଳନା ନିର୍ଦ୍ଦେଶକ ଡ଼ଃ. ଶରତ କୁମାର ସାହୁ କଟକର ପ୍ରଥମ ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ ଓ ଜାତୀୟ କବାଡ଼ି ଖେଳାଳୀ ମାଧବ…
ପିତା ହିଁ ସ୍ୱର୍ଗ, ପିତା ହିଁ ଧର୍ମ, ପିତା ହିଁ ପଥ ପ୍ରଦର୍ଶକ
ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ନେହର ପ୍ରତିମା ଆଦରର ମୂର୍ତ୍ତି ବାପା । ଆତ୍ମବିଶ୍ବାସ ନିଛକ ଛବି ହେଉଛନ୍ତି ବାପା । ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ…
ହାଏରେ କି ପ୍ରେମ! ଏକା ସାଙ୍ଗରେ ଦୁଇ ଦୁଇଜଣଙ୍କୁ ବାହା ହୋଇଗଲେ ଯୁବକ
ପ୍ରେମ ସତରେ ଅନ୍ଧ । ସେଥିରେ ପୁଣି ଅନଲାଇନ୍ ପ୍ରେମ କଥା କହିଲେ ନସରେ । ଲୋକମାନେ ଗୋଟିଏ ସ୍ତ୍ରୀକୁ ସମ୍ଭାଳିପାରୁ ନଥିବା ବେଳେ ଜଣେ ଆଦିବାସୀ ଯୁବକ ଦୁଇ ଦୁଇ ଜଣ ଯୁବତୀଙ୍କୁ ଅନଲାଇନ ଜରିଆରେ ପ୍ରେମ କରି ବାହାହୋଇଛି ।…
କଂଗ୍ରେସର ଯୁବରାଜ ରାହୁଲଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ: ଆଜି ହେଉଛି କଂଗ୍ରେସ ଦଳର ଯୁବରାଜ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଜନ୍ମଦିବସ । ଆଜି ରାହୁଲ ୫୧ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ଅଗଣିତ…
ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦେଶରେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ଏମ୍ସ…
ରକ୍ତ ଓ କୋଷ: ଅସୁସ୍ଥ କୋଷିକା କାରଣରୁ ହେଉଥିବା ରୋଗରୁ ବର୍ତ୍ତିବାକୁ ହୁଅନ୍ତୁ ସଚେତନ
ଓଡ଼ିଶା ଭାସ୍କର ବ୍ୟୁରୋ: ରକ୍ତରେ ସୃଷ୍ଟି ହେଉଥିବା ଅସୁସ୍ଥ କୋଷିକା କାରଣରୁ ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଏ । ଏପରିକି ଏହି ଅସୁସ୍ଥ କୋଷ ବିପଦ୍ଜନକ ରୋଗ ସୃଷ୍ଟି ଗୁରୁତର ରୋଗୀର ଜୀବନ ମଧ୍ୟ ନେଇପାରେ । ତଥାପି,…
ହନିମୁନ୍ ରେ ଜଣାପଡ଼ିଲା ସ୍ୱାମୀ ଜଣେ ଟ୍ରାନ୍ସଜେଣ୍ଡର; ଆଉ ତା’ପରେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ବିବାହ ତ ସମସ୍ତଙ୍କର ହୁଏ । କିନ୍ତୁ ସାଧାରଣରେ ‘ବିବାହ’ କହିଲେ ଜଣେ ଝିଅ ଓ ପୁଅକୁ ସାମାଜିକ ସ୍ୱୀକୃତି ମିଳିବାକୁ ବୁଝାଏ। ସେହିପରି ବିଶ୍ୱର ଅନେକ ସ୍ଥାନରେ ଆମେ ସମଲିଙ୍ଗୀ…
କାଠପୋଲ ଭରସାରେ ଢେପାଗୁଡ଼ା ଗାଁଲୋକେ, ସରପଞ୍ଚ ଗଢ଼ିଲେ ଅସ୍ଥାୟୀ ବାଟ, ଶୁଣୁନି ପ୍ରଶାସନ
ଭଞ୍ଜନଗର(ଓଡ଼ିଶା ଭାସ୍କର): ମହାମାରୀ କରୋନା ପାଇଁ ସବୁଠି ଚାଲିଛି ସଚେତନତା କାର୍ଯ୍ୟକ୍ରମ । ପ୍ରଶାସନିକ ସ୍ତରରେ ନିଆଯାଉଛି ଅନେକ ଉଦ୍ୟମ । କିନ୍ତୁ ଏଭଳି ସଂକଟ କାଳରେ ବଣ-ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ…
ନିଲମ୍ବିତ ହେଲେ ତହସିଲଦାର, ମାନି ନଥିଲେ କୋଭିଡ୍ ନିୟମ, ମହଙ୍ଗା ପଡ଼ିଲା ନାଗିନ୍ ଡ୍ୟାନ୍ସ
ଯାଜପୁର,ଜଗତସିଂହପୁର(ଓଡ଼ିଶା ଭାସ୍କର): ଭାଇ ବାହାଘରରେ ନାଚିଥିଲେ ତହସିଲଦାର । କିନ୍ତୁ ମାସ୍କ ଖୋଲି ନାଚିବା ନେଇ ତାଙ୍କ ବିରୋଧରେ ଉଠିଥିଲା ଅଭିଯୋଗ । କୋଭିଡ୍ ନିୟମ ଉଲ୍ଲଂଘନ କରିବା ସମ୍ପ୍ରତି ଏହି ମହିଳା…