Browsing Category
IPL
ଭାଙ୍ଗିଗଲା ଚେନ୍ନାଇର ପ୍ଲେଅଫ ଆଶା: କଷ୍ଟକର ରାସ୍ତାରେ ଧୋନୀଙ୍କୁ ଅଟକାଇ ଦେଲା ମୁମ୍ବାଇ
ମୁମ୍ବାଇ: ମୁମ୍ବାଇ ବିପକ୍ଷରେ ମ୍ୟାଚ ହାରିବା ସହ ଚେନ୍ନାଇର ପ୍ଲେଅଫ ସ୍ୱପ୍ନ ଧୂଳିସାତ ହୋଇଯାଇଛି । କ୍ୱାଲିଫାଏ କରିବା ପାଇଁ ଯେଉଁ ଟିକିଏ ଆଶା ଥିଲା ତାହା ମଧ୍ୟ ଏହି ପରାଜୟ ସହିତ ମାଟିରେ ମିଶି ଯାଇଛି । ବ୍ୟାଟିଂ…
ଚେନ୍ନାଇକୁ ମିଳୁନି ଭାଗ୍ୟର ସାଥ: ନଟ ଆଉଟରେ ବି ରିଭ୍ୟୁ ନ ନେଇ ପାରି ପାଭିଲିୟନ ଫେରିଲେ କନୱେ
ମୁମ୍ବାଇ: ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗସକୁ ସତେ ଯେମିତି କାହା ନଜର ଲାଗି ଯାଇଛି । ଭାଗ୍ୟ ବି ଏଥର ଚେନ୍ନାଇର ସାଥ ଦେବାକୁ ମନା କରି ଦେଇଛି । ଆହତ ସମସ୍ୟା ଏବେ ପର୍ଯ୍ୟନ୍ତ ଦଳର ଚିନ୍ତା ରହିଛି । ଜଣକ ପରେ ଜଣେ…
ଚେନ୍ନାଇ-ମୁମ୍ବାଇ ମ୍ୟାଚରୁ ରୋଚକ ହେବ ପ୍ଲେ ଅଫର ସମୀକରଣ ? ଜାଣନ୍ତୁ ପଏଣ୍ଟ ଟେବୁଲରେ କ’ଣ ପଡିବ ପ୍ରଭାବ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ର ୫୯ତମ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ। ମୁମ୍ବାଇର ଐତିହାସିକ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା…
ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦଳ ଚୟନ କଲେ ପ୍ରଶଂସକ: ରିଷଭ ପନ୍ତ, ଶ୍ରେୟସ ଅୟରଙ୍କୁ ମିଳିଲାନି ସ୍ଥାନ
ମୁମ୍ବାଇ: ଗତକାଲି IPLରେ ରାଜସ୍ଥାନକୁ ହରାଇ ପ୍ଲେଅଫର ନିକଟତର ହୋଇଛି ଦିଲ୍ଲୀ । କିନ୍ତୁ ଏହି ମ୍ୟାଚ ସମୟରେ ଦେଖିବାକୁ ମିଳିଥିଲା ଏକ ଅଜବ ଦୃଶ୍ୟ । IPL ସରିବା ପୂର୍ବରୁ ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଚିନ୍ତା କଲେଣି…
ପ୍ଲେଅଫ ଆଡକୁ ଆଉ ଏକ ପାଦ ବଢାଇଲା ଦିଲ୍ଲୀ: ଦବଙ୍ଗ ଅନ୍ଦାଜରେ ୱାର୍ଣ୍ଣର-ମାର୍ଶଙ୍କ ଦମଦାର ଅର୍ଦ୍ଧଶତକ
ମୁମ୍ବାଇ: ରାଜସ୍ଥାନ ରୋୟଲ୍ସ ଉପରେ ଭାରି ପଡିଛି ଦିଲ୍ଲୀର ୱାର୍ଣ୍ଣର-ମାର୍ଶଙ୍କ ଦମଦାର ଯୋଡି । ଉଭୟଙ୍କ ଦମଦାର ଅର୍ଦ୍ଧଶତକ ଫଳରେ ୧୬୦ ରନର ଲକ୍ଷ୍ୟକୁ ସଫଳତାର ସହ ଚେଜ କରିପାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି…
IPLରୁ ବାଦ ପଡିବେ କି ଚେନ୍ନାଇ ଅଧିନାୟକ? ଜାଡେଜାଙ୍କ ସହ ଏମିତି କାମ କଲା CSK
ମୁମ୍ବାଇ: ପୁଣି ଚେନ୍ନାଇକୁ ଲାଗିଛି ଆଉ ଏକ ଝଟକା । ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଖେଳାଳିଙ୍କ ଆହତ ସମସ୍ୟା । ଦୀପକ ଚହର, ଆଡାମ ମିଲନେ ଆଉ ଏବେ ନିଜେ ଅଧିନାୟକ । ଚଳିତ ସିଜନରେ ଆହତ ସମସ୍ୟା ସହ ସଂଘର୍ଷ…
କାମ ଦେଲାନି ସୁପର ଜିଆଣ୍ଟସର ସୁପର ପାୱାର: ଲକ୍ଷ୍ନୌକୁ ହରାଇ ପ୍ଲେଅଫରେ ପହଞ୍ଚିଲା ଗୁଜୁରାଟ
ମୁମ୍ବାଇ: ଚଳିତ IPL ସିଜନର ପ୍ରଥମ ଦଳ ଭାବରେ ପ୍ଲେଅଫ ଟିକେଟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮୨ ରନରେ ହରାଇ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିଛନ୍ତି ହାର୍ଦ୍ଦିକ । ଖେଳ ଆରମ୍ଭରୁ…
ଯେମିତି ‘ଜଲ ବିନା ମଛଲୀ’: ରବିନ୍ଦ୍ର ଜାଡେଜାଙ୍କୁ ନେଇ ଏମିତି ବୟାନ ଦେଲେ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଅଧିନାୟକ ଭାବରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ରବିନ୍ଦ୍ର ଜାଡେଜା । ଫଳରେ ସିଜନ ଅଧାରୁ ହିଁ ଧୋନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ପଡଛି । ଏହାପରେ ଜାଡେଜାଙ୍କ…
ଦୁଇଟି ବିଜୟ ପରେ ପୁଣି ହାରିଲା ମୁମ୍ବାଇ: ଫେଲ ମାରିଲା ଇଶାନଙ୍କ ଅର୍ଦ୍ଧଶତକ ଓ ବୁମରାହଙ୍କ ଫାଇଫର
ମୁମ୍ବାଇ: କୋଲକାତା ବିପକ୍ଷ ମ୍ୟାଚରେ ପୁଣି ଏକ ପରାଜୟର ସାମନା କରିଛି ମୁମ୍ବାଇ ଇଣ୍ଡିଆନ୍ସ । ରାଜସ୍ଥାନ ଏବଂ ଗୁଜୁରାଟକୁ ହରାଇବା ପରେ ଦଳ ଲୟକୁ ଫେରିଥିବା କୁହାଯାଉଥିଲା । କିନ୍ତୁ ପୁଣି ଥରେ ଏହାକୁ ଭୁଲ ପ୍ରମାଣିତ…
ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ପାଇଁ ହେବ ବଡ ଲଢେଇ: ମୁହାଁମୁହିଁ ହେବେ ହାର୍ଦ୍ଦିକ ଏବଂ ରାହୁଲ
ମୁମ୍ବାଇ: ଚଳିତ ବର୍ଷ ପ୍ରଥମ ସିଜନରେ ହିଁ ଧମାକାଦାର ପ୍ରଦର୍ଶନ ଜାରି ରଖିଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୧୧ଟି ମ୍ୟାଚରୁ ୮ଟି ଲେଖାଏଁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନ…